ରାୟଗଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ ରୁ
Jump to navigation Jump to search
ରାୟଗଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୧୫,୫୦୫
ଜିଲ୍ଲା: ରାୟଗଡ଼ା
ଲୋକ ସଭା ନିର୍ବାଚନ ମଣ୍ଡଳୀ: କୋରାପୁଟ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ରାୟଗଡ଼ା (କ୍ରମିକ ସଂଖ୍ୟା: ୧୪୦) ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ରାୟଗଡ଼ା (ପୌ) ରାୟଗଡ଼ା ବ୍ଳକ ଓ କାଶିପୁର ବ୍ଳକ ।[୨][୩]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଲାଲ୍ ବିହାରୀ ହିମିରିକା ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ମକରନ୍ଦ ମୁଦୁଲିଙ୍କ ଠାରୁ ୮୨୮୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଲାଲ ବିହାରି ହିମିରିକା, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଉଲାକା ରାମଚନ୍ଦ୍ରଙ୍କଠାରୁ ୧୫,୬୬୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ମାନେ ହେଲେ: [୬][୭][୪]

  • ୨୦୧୪: ଲାଲ୍ ବିହାରୀ ହିମିରିକା (ବିଜଦ)
  • ୨୦୦୯: (୧୪୦): ଲାଲ ବିହାରୀ ହିମିରିକା (ବିଜଦ)
  • ୨୦୦୪: (୮୨): ରାମଚନ୍ଦ୍ର ଉଲାକା (କଂଗ୍ରେସ)
  • ୨୦୦୦: (୮୨): ଲାଲ ବିହାରୀ ହିମିରିକା (ବିଜଦ)
  • ୧୯୯୫: (୮୨): ରାମଚନ୍ଦ୍ର ଉଲାକା (କଂଗ୍ରେସ)
  • ୧୯୯୦: (୮୨): ରାମଚନ୍ଦ୍ର ଉଲାକା (କଂଗ୍ରେସ)
  • ୧୯୮୫: (୮୨): ରାମଚନ୍ଦ୍ର ଉଲାକା (କଂଗ୍ରେସ)
  • ୧୯୮୦: (୮୨): ରାମଚନ୍ଦ୍ର ଉଲାକା (କଂଗ୍ରେସ-ଇ)
  • ୧୯୭୭: (୮୨): ରାମଚନ୍ଦ୍ର ଉଲାକା (କଂଗ୍ରେସ)
  • ୧୯୭୪: (୮୨): ରାମଚନ୍ଦ୍ର ଉଲାକା (କଂଗ୍ରେସ)
  • ୧୯୭୧: (୭୮): ହିମରୁକ ରୁକୁଣା (ସ୍ୱତନ୍ତ୍ର)
  • ୧୯୬୭: (୭୮): ଅନନ୍ତରାମ ମାଝି (କଂଗ୍ରେସ)
  • ୧୯୬୧: (୧୦): କାମାୟା ମଣ୍ଡାଙ୍ଗି (କଂଗ୍ରେସ)
  • ୧୯୫୭: (୮): କାମାୟା ମଣ୍ଡାଙ୍ଗି (କଂଗ୍ରେସ)
  • ୧୯୫୧: (୭): କାମାୟା ମଣ୍ଡାଙ୍ଗି (କଂଗ୍ରେସ)

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, ରାୟଗଡ଼ା [୮]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ଲାଲ ବିହାରୀ ହିମିରିକା ୫୨,୮୪୭ ୪୪.୪୫ -
କଂଗ୍ରେସ ରାମଚନ୍ଦ୍ର ଉଲାକା ୩୭,୧୮୬ ୩୧.୨୮ -
ବସପା ଭାସ୍କର ମୂତୁକା ୯,୨୧୩ ୭.୭୫ -
ଭାଜପା କାଲିରାମ ମାଝି ୭,୮୯୦ ୬.୬୪ -
ସ୍ୱାଧୀନ ଶଙ୍କର ବିଦିକା ୪,୨୧୪ ୩.୫୪ -
ଲୋକ ଜନଶକ୍ତି ପାର୍ଟି ପିଦିକା ଶିରି ମାଝି ୨,୧୬୦ ୧.୮୨ -
ସିପିଆଇ(ମାଲେ) ଲିବରେସନ ସମ୍ବର ଶବର ୧,୮୬୦ ୧.୫୬ -
ସ୍ୱାଧୀନ କୃଷ୍ଣ ହୁଇକା ୧,୮୧୬ ୧.୫୩ -
ରିସୋପା ରାମ ମୁଦୁଲି ୧,୭୧୦ ୧.୪୪ -
ଭୋଟ ବ୍ୟବଧାନ ୧୫,୬୬୧ ୧୩.୧୭* -
ମତଦାନ ହାର ୧,୧୯,୪୮୦ ୬୧.୦୪ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ଆଧାର[ସମ୍ପାଦନା]

  1. "Rayagada Assembly Election 2009, Orissa". empoweringindia.org. 2013. Retrieved 21 June 2013. Constituency: Rayagada (140) District : Rayagada
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Retrieved 21 April 2013. 15661
  6. "State Elections 2004 - Partywise Comparision for 82-Rayagada Constituency of ORISSA". eci.nic.in. 2006. Retrieved 21 June 2013. List Of Winning Candidates
  7. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
  8. http://eci.nic.in/eci_main/StatisticalReports/AE2009/stat_OR_April2009.pdf