ଭୁବନେଶ୍ୱର (ଉତ୍ତର) (ବିଧାନସଭା ନିର୍ବାଚନ ମଣ୍ଡଳୀ)
ଦେଖଣା
(ଭୁବନେଶ୍ୱର (ଉତ୍ତର)ରୁ ଲେଉଟି ଆସିଛି)
| ଭୁବନେଶ୍ୱର (ଉତ୍ତର) | |
|---|---|
| ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ constituency | |
| District | ଖୋର୍ଦ୍ଧା ଜିଲ୍ଲା |
| Blocks | ଭୁବନେଶ୍ୱର |
| Electorate | ୨,୬୧,୦୨୧[୧][a] |
| Major settlements | ଭୁବନେଶ୍ୱର |
| Current constituency | |
| Created | ୨୦୧୯ |
| ବିଧାୟକ | ସୁଶାନ୍ତ କୁମାର ରାଉତ |
| Party | ବିଜେଡି |
| Const. No. | ୧୧୩ |
| ଲୋକ ସଭା ନିର୍ବାଚନ ମଣ୍ଡଳୀ | ଭୁବନେଶ୍ୱର[୨] |
ଭୁବନେଶ୍ୱର (ଉତ୍ତର) (କ୍ରମାଙ୍କ: ୧୧୩) ଖୋର୍ଦ୍ଧା ଜିଲ୍ଲା, ଓଡ଼ିଶାର ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅଟେ ।[୩]
ଏହି ନିର୍ବାଚନ ମଣ୍ଡଳୀଟି ପାଞ୍ଚଟି ଗ୍ରାମ ପଞ୍ଚାୟତକୁ ନେଇ ଗଠିତ । ସେଗୁଡ଼ିକ ହେଲା:
- ରଘୁନାଥପୁର
- ଦାଢ଼ା
- କଲ୍ୟାଣପୁର
- ବରିମୁଣ୍ଡା ଏବଂ
- କଳାରହଙ୍ଗା
ଯାହାସବୁ ଭୁବନେଶ୍ୱର ପଞ୍ଚାୟତର ୱାର୍ଡ କ୍ରମାଙ୍କ ୧ରୁ ୧୧ ଏବଂ ୧୩ ଅଟେ ।[୪][୫]
ନିର୍ବାଚିତ ସଦସ୍ୟଗଣ
[ସମ୍ପାଦନା]୨୦୦୯ରୁ ୨୦୧୯ ମଧ୍ୟରେ ତିନୋଟି ନିର୍ବାଚନ ହୋଇଥିଲା । ନିର୍ବାଚିତ ସଦସ୍ୟଗଣ ହେଲେ: [୬]
- ୨୦୧୯: (୧୧୩): ସୁଶାନ୍ତ କୁମାର ରାଉତ (ବିଜେଡି)
- ୨୦୧୪: (୧୧୩): ପ୍ରିୟଦର୍ଶୀ ମିଶ୍ର (ବିଜେଡି)
- ୨୦୦୯: (୧୧୩): ଭାଗୀରଥି ବଡ଼ଜେନା (ବିଜେଡି)
ଆହୁରି ଦେଖନ୍ତୁ
[ସମ୍ପାଦନା]
ଆଧାର
[ସମ୍ପାଦନା]- ↑ "CONSTITUENCY-WISE ELECTOR INFORMATION" (PDF). Election Commission of India. Retrieved 16 March 2014.
- ↑ "18 - Bhubaneswar Parliamentary (Lok Sabha) Constituency". Datanet India. Retrieved 25 April 2014.
- ↑ "Orissa Assembly Election 2009". empoweringindia.org. Archived from the original on 26 April 2014. Retrieved 25 April 2014.
Constituency: Bhubaneswar North (Uttar) (113) District: Khordha
- ↑ Assembly Constituencies and their Extent
- ↑ Seats of Odisha
- ↑ "Bhubaneswar North (Uttar) Assembly Constituency, Orissa". Compare Infobase Limited. Retrieved 26 April 2014.
ବାହାର ଆଧାର
[ସମ୍ପାଦନା]
ଆଧାର ଭୁଲ: <ref> ଟ୍ୟାଗସବୁ କେବଳ "lower-alpha" ନାମକ ଦଳ ପାଇଁ ରହିଥିଲେ ହେଁ କୌଣସି ସମ୍ବନ୍ଧିତ <references group="lower-alpha"/> ଟ୍ୟାଗ ମିଳିଲା ନାହିଁ କିମ୍ବା </ref> ବନ୍ଦ କରିବା ଟ୍ୟାଗଟି ନାହିଁ ।