Jump to content

ଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକା

ଉଇକିପିଡ଼ିଆ‌ରୁ

ଓଡ଼ିଶାର ରାଜ୍ୟପାଳ
ଓଡ଼ିଶାର ରାଜପ୍ରତୀକ
ଓଡ଼ିଶାର ରାଜପ୍ରତୀକ
କମ୍ଭମ୍ପାଟି ହରିବାବୁ
ବର୍ତ୍ତମାନ ପଦାଧିକାରୀ
ହରିବାବୁ କମ୍ଭମପତି
୩ ଜାନୁଆରୀ ୨୦୨୫ ଠାରୁ
ସମ୍ବୋଧନମହାମହିମ
ମାନ୍ୟବର ରାଜ୍ୟପାଳ ମହୋଦୟ / ମହୋଦୟା
ବାସଭବନଲୋକ ଭବନ, ଭୁବନେଶ୍ୱର
ଲୋକ ଭବନ, ପୁରୀ
ନିଯୁକ୍ତିଦାତାଭାରତର ରାଷ୍ଟ୍ରପତି
କାର୍ଯ୍ୟକାଳ ସୀମାରାଷ୍ଟ୍ରପତିଙ୍କ ଇଚ୍ଛାଧୀନ
ଗଠନ୧ ଅପ୍ରେଲ ୧୯୩୬
ପ୍ରଥମ ପଦାଧିକାରୀସାର୍ ଜନ୍ ଅଷ୍ଟେନ୍ ହବ୍ୟାକ୍
ଦରମା₹୩,୫୦,୦୦୦/ମାସିକ
₹୪୨,୦୦,୦୦୦/ବାର୍ଷିକ
ୱେବସାଇଟ୍rajbhavanodisha.gov.in

ଓଡ଼ିଶାର ରାଜ୍ୟପାଳ ହେଉଛନ୍ତି ଭାରତର ଏକ ରାଜ୍ୟ ଓଡ଼ିଶାର ସାମ୍ବିଧାନିକ ମୁଖ୍ୟ । କେନ୍ଦ୍ର ସ୍ତରରେ ଭାରତର ରାଷ୍ଟ୍ରପତିଙ୍କର ଯେପରି କ୍ଷମତା ଓ କାର୍ଯ୍ୟାବଳୀ ରହିଛି, ରାଜ୍ୟ ସ୍ତରରେ ରାଜ୍ୟପାଳଙ୍କର ମଧ୍ୟ ସମାନ କ୍ଷମତା ଓ କାର୍ଯ୍ୟାବଳୀ ରହିଥାଏ । ସେମାନେ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ହୋଇ ରାଜ୍ୟରେ ଅବସ୍ଥାପିତ ହୁଅନ୍ତି ଏବଂ ସାଧାରଣତଃ ସେମାନେ ଯେଉଁ ରାଜ୍ୟର ଶାସନ ଦାୟିତ୍ୱରେ ଥାଆନ୍ତି, ସେହି ରାଜ୍ୟର ସ୍ଥାନୀୟ ବାସିନ୍ଦା ହୋଇନଥାନ୍ତି । ରାଷ୍ଟ୍ରପତି କେଉଁ ଆଧାରରେ ପ୍ରାର୍ଥୀମାନଙ୍କୁ ମୂଲ୍ୟାୟନ କରନ୍ତି, ସେହି ବିଷୟରେ ଭାରତର ସମ୍ବିଧାନରେ କୌଣସି ଉଲ୍ଲେଖ ନାହିଁ । ରାଜ୍ୟପାଳ ନାମମାତ୍ର ମୁଖ୍ୟ ଭାବରେ କାର୍ଯ୍ୟ କରୁଥିବା ବେଳେ ପ୍ରକୃତ କ୍ଷମତା ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ମନ୍ତ୍ରୀପରିଷଦଙ୍କ ହାତରେ ନ୍ୟସ୍ତ ଥାଏ । ୩ ଜାନୁଆରୀ ୨୦୨୫ ଠାରୁ ହରିବାବୁ କମ୍ଭମପତି ବର୍ତ୍ତମାନର ରାଜ୍ୟପାଳ ଭାବରେ ଦାୟିତ୍ୱ ନିର୍ବାହ କରୁଛନ୍ତି । ଯଦି ୮ ଜଣ କାମଚଳା ରାଜ୍ୟପାଳ ଏବଂ ୧ ଜଣ ଅତିରିକ୍ତ ଦାୟିତ୍ୱରେ ଥିବା ରାଜ୍ୟପାଳଙ୍କୁ ହିସାବକୁ ନିଆଯାଏ, ତେବେ ଓଡ଼ିଶାରେ ସର୍ବମୋଟ ୩୬ ଜଣ ରାଜ୍ୟପାଳ କାର୍ଯ୍ୟ କରିଛନ୍ତି ।

ତାଲିକା

[ସମ୍ପାଦନା]
ସୂଚୀ
  • କାର୍ଯ୍ୟକାଳ ସମୟରେ ମୃତ୍ୟୁ
  • § ବଦଳି
  • ଇସ୍ତଫା/ବହିଷ୍କୃତ
ରଙ୍ଗ ସୂଚୀ
  •    ହାଲୁକା ନୀଳ ରଙ୍ଗ କାମଚଳା/ଅତିରିକ୍ତ ଦାୟିତ୍ୱକୁ ଦର୍ଶାଉଛି
କ୍ରମିକ ନଂ. ଚିତ୍ର ନାମ
(ଜୀବନକାଳ)
ପୂର୍ବ ପଦବୀ
ଗୃହ ରାଜ୍ୟ କାର୍ଯ୍ୟକାଳ ନିଯୁକ୍ତିଦାତା
(ରାଷ୍ଟ୍ରପତି)
କାର୍ଯ୍ୟଭାର ଆରମ୍ଭ କାର୍ଯ୍ୟଭାର ଶେଷ ପଦବୀରେ ଥିବା ସମୟ
ଓଡ଼ିଶା ପ୍ରଦେଶ, ବ୍ରିଟିଶ ଭାରତ (୧୯୩୬ - ୧୯୪୭)
ସାର୍ ଜନ୍ ଅଷ୍ଟେନ୍ ହବ୍ୟାକ୍
(୧୮୭୮  ୧୯୬୮)
ଯୁକ୍ତରାଜ୍ୟ (UK) ୧ ଅପ୍ରେଲ ୧୯୩୬ ୧୧ ଅଗଷ୍ଟ ୧୯୩୮ ୨ ବର୍ଷ, ୧୩୨ ଦିନ ଫ୍ରିମ୍ୟାନ୍ ଥୋମାସ୍
(ଭାଇସରୟ)
- ଜର୍ଜ ଟାଉନସେଣ୍ଡ ବୋଗ୍
CSI, CSE, ICS
(୧୮୮୪  ୧୯୬୯)
(କାମଚଳା)
୧୧ ଅଗଷ୍ଟ ୧୯୩୮ ୭ ଡିସେମ୍ବର ୧୯୩୮ ୧୮୮ ଦିନ ଭିକ୍ଟର ହୋପ୍
(ଭାଇସରୟ)
ସାର୍ ଜନ୍ ଅଷ୍ଟେନ୍ ହବ୍ୟାକ୍
(୧୮୭୮  ୧୯୬୮)
୮ ଡିସେମ୍ବର ୧୯୩୮ ୩୧ ମାର୍ଚ୍ଚ ୧୯୪୧ ୨ ବର୍ଷ, ୧୧୩ ଦିନ
(ମୋଟ ୪ ବର୍ଷ, ୨୪୫ ଦିନ)
ସାର୍ ହଥର୍ଣ୍ଣ ଲୁଇସ୍
KCST, KCIE, ICS
(୧୮୮୮  ୧୯୭୦)
୧ ଅପ୍ରେଲ ୧୯୪୧ ୩୧ ମାର୍ଚ୍ଚ ୧୯୪୬ ୪ ବର୍ଷ, ୩୬୪ ଦିନ
ଚାନ୍ଦୁଲାଲ ମାଧବଲାଲ ତ୍ରିବେଦୀ
KCS, CIE, OBE, ICS
(୧୮୯୩  ୧୯୮୦)
ଯୁଦ୍ଧ ବିଭାଗରେ ସଚିବ
ଗୁଜରାଟ ୧ ଅପ୍ରେଲ ୧୯୪୬ ୧୪ ଅଗଷ୍ଟ ୧୯୪୭ ୧ ବର୍ଷ, ୧୩୫ ଦିନ ଆର୍କିବାଲ୍ଡ ୱାଭେଲ
(ଭାଇସରୟ)
ଓଡ଼ିଶା ପ୍ରଦେଶ, ଭାରତୀୟ ଅଧିରାଜ୍ୟ (୧୯୪୭ - ୧୯୫୦)
କୈଳାସ ନାଥ କାଟଜୁ
(୧୮୮୭  ୧୯୬୮)
ଯୁକ୍ତପ୍ରଦେଶର ଅସ୍ଥାୟୀ ସରକାରରେ ମନ୍ତ୍ରୀ
କେନ୍ଦ୍ରୀୟ ପ୍ରଦେଶ ଓ ବେରାର ୧୫ ଅଗଷ୍ଟ ୧୯୪୭ ୨୦ ଜୁନ ୧୯୪୮[§][α] ୩୧୦ ଦିନ ଲର୍ଡ ମାଉଣ୍ଟବ୍ୟାଟେନ
(ଗଭର୍ଣ୍ଣର ଜେନେରାଲ)
ଆସଫ ଅଲ୍ଲୀ
(୧୮୮୮  ୧୯୫୩)
ଆମେରିକାରେ ଭାରତର ରାଷ୍ଟ୍ରଦୂତ
ଯୁକ୍ତପ୍ରଦେଶ ୨୧ ଜୁନ ୧୯୪୮ ୨୫ ଜାନୁଆରୀ ୧୯୫୦ ୧ ବର୍ଷ, ୨୧୮ ଦିନ
ଓଡ଼ିଶା ରାଜ୍ୟ, ଭାରତୀୟ ଗଣରାଜ୍ୟ (୧୯୫୦ ପରେ)
ଆସଫ ଅଲ୍ଲୀ
(୧୮୮୮  ୧୯୫୩)
ଆମେରିକାରେ ଭାରତର ରାଷ୍ଟ୍ରଦୂତ
ଯୁକ୍ତପ୍ରଦେଶ ୨୬ ଜାନୁଆରୀ ୧୯୫୦ ୫ ମଇ ୧୯୫୧ ୧ ବର୍ଷ, ୯୯ ଦିନ ଲର୍ଡ ମାଉଣ୍ଟବ୍ୟାଟେନ
(ଗଭର୍ଣ୍ଣର ଜେନେରାଲ)
ଭି. ପି. ମେନନ
CSI, CIE
(୧୮୯୩  ୧୯୬୫)
ରାଜ୍ୟ ମନ୍ତ୍ରଣାଳୟରେ ସଚିବ
(କାମଚଳା)
ମାଡ୍ରାସ ରାଜ୍ୟ ୬ ମଇ ୧୯୫୧ ୧୭ ଜୁଲାଇ ୧୯୫୧ ୭୨ ଦିନ ରାଜେନ୍ଦ୍ର ପ୍ରସାଦ
(କାମଚଳା)
ଆସଫ ଅଲ୍ଲୀ
(୧୮୮୮  ୧୯୫୩)
ଆମେରିକାରେ ଭାରତର ରାଷ୍ଟ୍ରଦୂତ
ଯୁକ୍ତପ୍ରଦେଶ ୧୮ ଜୁଲାଇ ୧୯୫୧ ୬ ଜୁନ ୧୯୫୨ ୩୨୪ ଦିନ
(ମୋଟ ୩ ବର୍ଷ, ୨୭୬ ଦିନ)
ବିଚାରପତି (ଅବସରପ୍ରାପ୍ତ)
ସୟଦ ଫଜଲ ଅଲ୍ଲୀ
(୧୮୮୬  ୧୯୫୯)
ଭାରତର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି
ବିହାର ୭ ଜୁନ ୧୯୫୨ ୯ ଫେବୃଆରୀ ୧୯୫୪ ୧ ବର୍ଷ, ୨୪୭ ଦିନ ରାଜେନ୍ଦ୍ର ପ୍ରସାଦ
ପି. ଏସ୍. କୁମାରସ୍ୱାମୀ ରାଜା
(୧୮୯୮  ୧୯୫୭)
ମାଡ୍ରାସ ରାଜ୍ୟର ମୁଖ୍ୟମନ୍ତ୍ରୀ
ମାଡ୍ରାସ ରାଜ୍ୟ ୧୦ ଫେବୃଆରୀ ୧୯୫୪ ୧୧ ସେପ୍ଟେମ୍ବର ୧୯୫୬ ୨ ବର୍ଷ, ୨୧୪ ଦିନ
ଭୀମ ସେନ ସଚ୍ଚର
(୧୮୯୪  ୧୯୭୮)
ପଞ୍ଜାବର ମୁଖ୍ୟମନ୍ତ୍ରୀ
ପଞ୍ଜାବ ୧୨ ସେପ୍ଟେମ୍ବର ୧୯୫୬ ୩୧ ଜୁଲାଇ ୧୯୫୭[§][β] ୩୨୨ ଦିନ
ଯଶୋବନ୍ତ ନାରାୟଣ ସୁକଥଙ୍କର
CIE, ICS (ଅବସରପ୍ରାପ୍ତ)
(୧୮୯୭  ୧୯୭୩)
ଭାରତର କ୍ୟାବିନେଟ୍ ସଚିବ
ବମ୍ବେ ରାଜ୍ୟ ୩୧ ଜୁଲାଇ ୧୯୫୭ ୧୫ ସେପ୍ଟେମ୍ବର ୧୯୬୨ ୫ ବର୍ଷ, ୪୬ ଦିନ
ଅଯୋଧ୍ୟା ନାଥ ଖୋସଲା
(୧୮୯୨  ୧୯୮୪)
ରାଜ୍ୟସଭା ସାଂସଦ
ପଞ୍ଜାବ ୧୬ ସେପ୍ଟେମ୍ବର ୧୯୬୨ ୫ ଅଗଷ୍ଟ ୧୯୬୬ ୩ ବର୍ଷ, ୩୨୩ ଦିନ ସର୍ବପଲ୍ଲୀ ରାଧାକୃଷ୍ଣନ
ବିଚାରପତି
ଖଲିଲ ଅହମ୍ମଦ
(୧୯୦୭  କାର୍ଯ୍ୟକାଳ ସମୟରେ ମୃତ୍ୟୁ)
ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି
(କାମଚଳା)
ବିହାର ୫ ଅଗଷ୍ଟ ୧୯୬୬ ୧୧ ସେପ୍ଟେମ୍ବର ୧୯୬୬ ୩୭ ଦିନ
୧୦ ଅଯୋଧ୍ୟା ନାଥ ଖୋସଲା
(୧୮୯୨  ୧୯୮୪)
ରାଜ୍ୟସଭା ସାଂସଦ
ପଞ୍ଜାବ ୧୨ ସେପ୍ଟେମ୍ବର ୧୯୬୬ ୩୦ ଜାନୁଆରୀ ୧୯୬୮ ୧ ବର୍ଷ, ୧୪୦ ଦିନ
(ମୋଟ ୫ ବର୍ଷ, ୯୮ ଦିନ)
୧୧ ଶୌକତୁଲ୍ଲା ଶାହ ଅନସାରୀ
(୧୯୦୮  ୧୯୭୨)
ବିଦର (କର୍ଣ୍ଣାଟକ)ର ଲୋକସଭା ସାଂସଦ
ଉତ୍ତରପ୍ରଦେଶ ୩୧ ଜାନୁଆରୀ ୧୯୬୮ ୨୦ ସେପ୍ଟେମ୍ବର ୧୯୭୧ ୩ ବର୍ଷ, ୨୩୨ ଦିନ ଜାକିର ହୁସେନ
୧୨ ସର୍ଦ୍ଦାର ଯୋଗେନ୍ଦ୍ର ସିଂହ
(୧୯୦୩  ୧୯୭୯)
ବହରାଇଚ (ଉତ୍ତରପ୍ରଦେଶ)ର ଲୋକସଭା ସାଂସଦ
(କାମଚଳା)
ଉତ୍ତରପ୍ରଦେଶ ୨୦ ସେପ୍ଟେମ୍ବର ୧୯୭୧ ୩୦ ଜୁନ ୧୯୭୨[§][γ] ୨୮୪ ଦିନ ଭି. ଭି. ଗିରି
୧୩ ବିଚାରପତି
ଗତିକୃଷ୍ଣ ମିଶ୍ର
(ମୃତ୍ୟୁ. ୨୦୦୯)
ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି
(କାମଚଳା)
ଓଡ଼ିଶା ୧ ଜୁଲାଇ ୧୯୭୨ ୮ ନଭେମ୍ବର ୧୯୭୨ ୧୩୦ ଦିନ
୧୪ ବି. ଡି. ଜତ୍ତୀ
(୧୯୧୨  ୨୦୦୨)
ମହୀଶୂର ରାଜ୍ୟର ମୁଖ୍ୟମନ୍ତ୍ରୀ
କର୍ଣ୍ଣାଟକ ୮ ନଭେମ୍ବର ୧୯୭୨ ୨୦ ଅଗଷ୍ଟ ୧୯୭୪[‡][δ] ୧ ବର୍ଷ, ୨୮୫ ଦିନ
(୧୩) ବିଚାରପତି
ଗତିକୃଷ୍ଣ ମିଶ୍ର
(ମୃତ୍ୟୁ. ୨୦୦୯)
ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି
(କାମଚଳା)
ଓଡ଼ିଶା ୨୧ ଅଗଷ୍ଟ ୧୯୭୪ ୨୫ ଅକ୍ଟୋବର ୧୯୭୪ ୬୫ ଦିନ
(ମୋଟ ୧୯୫ ଦିନ)
୧୫ ଆକବର ଅଲ୍ଲୀ ଖାନ
(୧୮୯୯  ୧୯୯୪)
ଉତ୍ତରପ୍ରଦେଶର ରାଜ୍ୟପାଳ
ଆନ୍ଧ୍ରପ୍ରଦେଶ ୨୫ ଅକ୍ଟୋବର ୧୯୭୪ ୧୭ ଅପ୍ରେଲ ୧୯୭୬[‡] ୧ ବର୍ଷ, ୧୭୫ ଦିନ ଫକରୁଦ୍ଦିନ ଅଲ୍ଲୀ ଅହମ୍ମଦ
୧୬ ବିଚାରପତି
ଶିବ ନାରାୟଣ ଶଙ୍କର
(୧୯୧୫  କାର୍ଯ୍ୟକାଳ ସମୟରେ ମୃତ୍ୟୁ)
ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି
(କାମଚଳା)
ଦିଲ୍ଲୀ ୧୭ ଅପ୍ରେଲ ୧୯୭୬ ୭ ଫେବୃଆରୀ ୧୯୭୭ ୨୯୬ ଦିନ
୧୭ ହରଚରଣ ସିଂହ ବ୍ରାର
(୧୯୨୨  ୨୦୦୯)
ପଞ୍ଜାବର ବିଧାୟକ
ପଞ୍ଜାବ ୭ ଫେବୃଆରୀ ୧୯୭୭ ୨୨ ସେପ୍ଟେମ୍ବର ୧୯୭୭[§][ε] ୨୨୭ ଦିନ
୧୮ ଭଗବତ ଦୟାଲ ଶର୍ମା
(୧୯୧୮  ୧୯୯୩)
ହରିଆଣାର ମୁଖ୍ୟମନ୍ତ୍ରୀ
ହରିଆଣା ୨୩ ସେପ୍ଟେମ୍ବର ୧୯୭୭ ୩୦ ଅପ୍ରେଲ ୧୯୮୦[§][ζ] ୨ ବର୍ଷ, ୨୨୦ ଦିନ ନୀଲମ ସଞ୍ଜୀବ ରେଡ୍ଡୀ
୧୯ ସି. ଏମ. ପୁନାଚା
(୧୯୧୦  ୧୯୯୦)
ମଧ୍ୟପ୍ରଦେଶର ରାଜ୍ୟପାଳ
କର୍ଣ୍ଣାଟକ ୩୦ ଅପ୍ରେଲ ୧୯୮୦ ୩୦ ସେପ୍ଟେମ୍ବର ୧୯୮୦ ୧୫୩ ଦିନ
୨୦ ବିଚାରପତି
ସୁକାନ୍ତ କିଶୋର ରାୟ
(୧୯୧୮  ୨୦୦୨)
ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି
(କାମଚଳା)
ଓଡ଼ିଶା ୧ ଅକ୍ଟୋବର ୧୯୮୦ ୩ ନଭେମ୍ବର ୧୯୮୦ ୩୩ ଦିନ
(୧୯) ସି. ଏମ. ପୁନାଚା
(୧୯୧୦  ୧୯୯୦)
ମଧ୍ୟପ୍ରଦେଶର ରାଜ୍ୟପାଳ
କର୍ଣ୍ଣାଟକ ୪ ନଭେମ୍ବର ୧୯୮୦ ୨୪ ଜୁନ ୧୯୮୨ ୧ ବର୍ଷ, ୨୩୨ ଦିନ
୨୧ ବିଚାରପତି
ରଙ୍ଗନାଥ ମିଶ୍ର
(୧୯୨୬  ୨୦୧୨)
ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି
(କାମଚଳା)
ଓଡ଼ିଶା ୨୫ ଜୁନ ୧୯୮୨ ୩୧ ଅଗଷ୍ଟ ୧୯୮୨ ୬୭ ଦିନ
(୧୯) ସି. ଏମ. ପୁନାଚା
(୧୯୧୦  ୧୯୯୦)
ମଧ୍ୟପ୍ରଦେଶର ରାଜ୍ୟପାଳ
କର୍ଣ୍ଣାଟକ ୧ ସେପ୍ଟେମ୍ବର ୧୯୮୨ ୧୭ ଅଗଷ୍ଟ ୧୯୮୩ ୩୫୦ ଦିନ
(ମୋଟ ୩ ବର୍ଷ, ୫ ଦିନ)
ଜ୍ଞାନୀ ଜୈଲ ସିଂହ
୨୨ ବିଶମ୍ଭର ନାଥ ପାଣ୍ଡେ
(୧୯୦୬  ୧୯୯୮)
ରାଜ୍ୟସଭା ସାଂସଦ, ଉତ୍ତରପ୍ରଦେଶ
ଉତ୍ତରପ୍ରଦେଶ ୧୭ ଅଗଷ୍ଟ ୧୯୮୩ ୨୦ ନଭେମ୍ବର ୧୯୮୮[‡] ୫ ବର୍ଷ, ୯୫ ଦିନ
୨୩ ସୟଦ ନୁରୁଲ ହାସନ
(୧୯୨୧  ୧୯୯୩)
ପଶ୍ଚିମବଙ୍ଗର ରାଜ୍ୟପାଳ

(୨୦ ମାର୍ଚ୍ଚ ୧୯୮୯ ପର୍ଯ୍ୟନ୍ତ କାମଚଳା)
ଉତ୍ତରପ୍ରଦେଶ ୨୦ ନଭେମ୍ବର ୧୯୮୮ ୬ ଫେବୃଆରୀ ୧୯୯୦[§][η] ୧ ବର୍ଷ, ୭୮ ଦିନ ରାମସ୍ୱାମୀ ଭେଙ୍କଟରମଣ
୨୪ ଯଜ୍ଞ ଦତ୍ତ ଶର୍ମା
(୧୯୨୨  ୧୯୯୬)
ଗୁରୁଦାସପୁରର ଲୋକସଭା ସାଂସଦ, ପଞ୍ଜାବ
ପଞ୍ଜାବ ୭ ଫେବୃଆରୀ ୧୯୯୦ ୧ ଫେବୃଆରୀ ୧୯୯୩[‡] ୨ ବର୍ଷ, ୩୬୦ ଦିନ
(୨୩) ସୟଦ ନୁରୁଲ ହାସନ
(୧୯୨୧  ୧୯୯୩)
ପଶ୍ଚିମବଙ୍ଗର ରାଜ୍ୟପାଳ
(ଅତିରିକ୍ତ ଦାୟିତ୍ୱ)
ଉତ୍ତରପ୍ରଦେଶ ୧ ଫେବୃଆରୀ ୧୯୯୩ ୩୧ ମଇ ୧୯୯୩ ୧୧୯ ଦିନ
(ମୋଟ ୧ ବର୍ଷ, ୧୯୭ ଦିନ)
ଶଙ୍କର ଦୟାଲ ଶର୍ମା
୨୫ ବି. ସତ୍ୟ ନାରାୟଣ ରେଡ୍ଡୀ
(୧୯୨୭  ୨୦୧୨)
ଉତ୍ତରପ୍ରଦେଶର ରାଜ୍ୟପାଳ
ଆନ୍ଧ୍ରପ୍ରଦେଶ ୧ ଜୁନ ୧୯୯୩ ୧୭ ଜୁନ ୧୯୯୫ ୨ ବର୍ଷ, ୧୬ ଦିନ
୨୬ ଗୋପାଳ ରାମାନୁଜମ୍
(୧୯୧୫  ୨୦୦୧)
ଗୋଆର ରାଜ୍ୟପାଳ
ତାମିଲନାଡୁ ୧୮ ଜୁନ ୧୯୯୫ ୩୦ ଜାନୁଆରୀ ୧୯୯୭ ୧ ବର୍ଷ, ୨୨୬ ଦିନ
୨୭ କେ. ଭି. ରଘୁନାଥ ରେଡ୍ଡୀ
(୧୯୨୪  ୨୦୦୨)
ପଶ୍ଚିମବଙ୍ଗର ରାଜ୍ୟପାଳ

(ଅତିରିକ୍ତ ଦାୟିତ୍ୱ)
ଆନ୍ଧ୍ରପ୍ରଦେଶ ୩୧ ଜାନୁଆରୀ ୧୯୯୭ ୧୨ ଫେବୃଆରୀ ୧୯୯୭ ୧୨ ଦିନ
(୨୬) ଗୋପାଳ ରାମାନୁଜମ୍
(୧୯୧୫  ୨୦୦୧)
ଗୋଆର ରାଜ୍ୟପାଳ
ତାମିଲନାଡୁ ୧୩ ଫେବୃଆରୀ ୧୯୯୭ ୧୩ ଡିସେମ୍ବର ୧୯୯୭ ୩୦୩ ଦିନ
(ମୋଟ ୨ ବର୍ଷ, ୧୬୪ ଦିନ)
(୨୭) କେ. ଭି. ରଘୁନାଥ ରେଡ୍ଡୀ
(୧୯୨୪  ୨୦୦୨)
ପଶ୍ଚିମବଙ୍ଗର ରାଜ୍ୟପାଳ
(ଅତିରିକ୍ତ ଦାୟିତ୍ୱ)
ଆନ୍ଧ୍ରପ୍ରଦେଶ ୧୩ ଡିସେମ୍ବର ୧୯୯୭ ୨୭ ଅପ୍ରେଲ ୧୯୯୮ ୧୩୫ ଦିନ କେ. ଆର୍. ନାରାୟଣନ
୨୮ ସି. ରଙ୍ଗରାଜନ
(ଜନ୍ମ. ୧୯୩୨)
ଆନ୍ଧ୍ରପ୍ରଦେଶର ରାଜ୍ୟପାଳ
(ଅତିରିକ୍ତ ଦାୟିତ୍ୱ)
ତାମିଲନାଡୁ ୨୭ ଅପ୍ରେଲ ୧୯୯୮ ୧୪ ନଭେମ୍ବର ୧୯୯୯ ୧ ବର୍ଷ, ୨୦୧ ଦିନ
୨୯ ଏମ୍. ଏମ୍. ରାଜେନ୍ଦ୍ରନ
ଆଇ.ଏ.ଏସ୍. (ଅବସରପ୍ରାପ୍ତ)
(୧୯୩୫  ୨୦୨୩)
ତାମିଲନାଡୁର ମୁଖ୍ୟ ଶାସନ ସଚିବ
ତାମିଲନାଡୁ ୧୫ ନଭେମ୍ବର ୧୯୯୯ ୩ ମାର୍ଚ୍ଚ ୨୦୦୩ ୩ ବର୍ଷ, ୧୦୮ ଦିନ
୩୦ ସୁରଜିତ ସିଂହ ବରନାଲା
(୧୯୨୫  ୨୦୧୭)
ପଞ୍ଜାବର ମୁଖ୍ୟମନ୍ତ୍ରୀ
ପଞ୍ଜାବ ୪ ମାର୍ଚ୍ଚ ୨୦୦୩ ୧୬ ନଭେମ୍ବର ୨୦୦୩ ୨୫୭ ଦିନ
(୨୯) ଏମ୍. ଏମ୍. ରାଜେନ୍ଦ୍ରନ
ଆଇ.ଏ.ଏସ୍. (ଅବସରପ୍ରାପ୍ତ)
(୧୯୩୫  ୨୦୨୩)
ତାମିଲନାଡୁର ମୁଖ୍ୟ ଶାସନ ସଚିବ
ତାମିଲନାଡୁ ୧୬ ନଭେମ୍ବର ୨୦୦୩ ୧୭ ନଭେମ୍ବର ୨୦୦୪ ୧ ବର୍ଷ, ୧ ଦିନ
୩୧ ରାମେଶ୍ୱର ଠାକୁର
(୧୯୨୫  ୨୦୧୫)
କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ
ଝାଡ଼ଖଣ୍ଡ ୧୮ ନଭେମ୍ବର ୨୦୦୪ ୨୧ ଅଗଷ୍ଟ ୨୦୦୭[§][θ] ୨ ବର୍ଷ, ୨୭୬ ଦିନ ଏ. ପି. ଜେ. ଅବଦୁଲ କଲାମ
୩୨ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ
(୧୯୨୮  ୨୦୨୪)
ରାଜ୍ୟସଭା ସାଂସଦ, ମହାରାଷ୍ଟ୍ର
ମହାରାଷ୍ଟ୍ର ୨୧ ଅଗଷ୍ଟ ୨୦୦୭ ୨୦ ମାର୍ଚ୍ଚ ୨୦୧୩ ୫ ବର୍ଷ, ୨୧୧ ଦିନ ପ୍ରତିଭା ପାଟିଲ
୩୩ ଏସ୍. ସି. ଜାମିର
(ଜନ୍ମ. ୧୯୩୧)
ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ
ନାଗାଲାଣ୍ଡ ୨୧ ମାର୍ଚ୍ଚ ୨୦୧୩ ୨୦ ମାର୍ଚ୍ଚ ୨୦୧୮ ୪ ବର୍ଷ, ୩୬୪ ଦିନ ପ୍ରଣବ ମୁଖାର୍ଜୀ
୩୪ ସତ୍ୟପାଲ ମଲିକ
(୧୯୪୬  ୨୦୨୫)
ବିହାରର ରାଜ୍ୟପାଳ
(ଅତିରିକ୍ତ ଦାୟିତ୍ୱ)
ଉତ୍ତରପ୍ରଦେଶ ୨୧ ମାର୍ଚ୍ଚ ୨୦୧୮ ୨୮ ମଇ ୨୦୧୮ ୬୮ ଦିନ ରାମ ନାଥ କୋବିନ୍ଦ
୩୫ ଗଣେଶୀ ଲାଲ
(ଜନ୍ମ. ୧୯୪୧)
ହରିଆଣାର ବିଧାୟକ
ହରିଆଣା ୨୯ ମଇ ୨୦୧୮ ୩୦ ଅକ୍ଟୋବର ୨୦୨୩ ୫ ବର୍ଷ, ୧୫୪ ଦିନ
୩୬ ରଘୁବର ଦାସ
(ଜନ୍ମ. ୧୯୫୫)
ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ
ଝାଡ଼ଖଣ୍ଡ ୩୧ ଅକ୍ଟୋବର ୨୦୨୩ ୩ ଜାନୁଆରୀ ୨୦୨୫[‡] ୧ ବର୍ଷ, ୬୪ ଦିନ ଦ୍ରୌପଦୀ ମୁର୍ମୁ
୩୭ ହରିବାବୁ କମ୍ଭମପତି
(ଜନ୍ମ. ୧୯୫୩)
ମିଜୋରାମର ରାଜ୍ୟପାଳ
ଆନ୍ଧ୍ରପ୍ରଦେଶ ୩ ଜାନୁଆରୀ ୨୦୨୫ ବର୍ତ୍ତମାନ ପଦାଧିକାରୀ 1 ବର୍ଷ, 190 ଦିନ
  1. ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ ବଦଳି ହୋଇଥିଲେ
  2. ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବରେ ବଦଳି ହୋଇଥିଲେ
  3. ରାଜସ୍ଥାନର ରାଜ୍ୟପାଳ ଭାବରେ ବଦଳି ହୋଇଥିଲେ
  4. ଭାରତର ଉପରାଷ୍ଟ୍ରପତି ହେବା ପାଇଁ ଇସ୍ତଫା ଦେଇଥିଲେ
  5. ହରିଆଣାର ରାଜ୍ୟପାଳ ଭାବରେ ବଦଳି ହୋଇଥିଲେ
  6. ମଧ୍ୟପ୍ରଦେଶର ରାଜ୍ୟପାଳ ଭାବରେ ବଦଳି ହୋଇଥିଲେ
  7. ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ ବଦଳି ହୋଇଥିଲେ
  8. କର୍ଣ୍ଣାଟକର ରାଜ୍ୟପାଳ ଭାବରେ ବଦଳି ହୋଇଥିଲେ