Jump to content

ମୋହନା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ମୋହନା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ବିଧାୟକ: ଦାଶରଥୀ ଗମାଙ୍ଗ (କଂଗ୍ରେସ)
ଆରକ୍ଷଣ: ଅନୁସୂଚିତ ଜନଜାତି
ମତଦାତା ସଂଖ୍ୟା (୨୦୨୪): ୨,୪୩,୫୨୨
ଜିଲ୍ଲା: ଗଜପତି ଜିଲ୍ଲା
ଲୋକସଭା ଆସନ: ବ୍ରହ୍ମପୁର
ପଞ୍ଚାୟତ ସମିତି:

ମୋହନା (କ୍ରମିକ ସଂଖ୍ୟା: (୧୩୬) ଗଜପତି ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧]ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ମୋହନା ବ୍ଳକ, ରା. ଉଦୟଗିରି ବ୍ଳକ, ନୂଆଗଡ଼ ବ୍ଳକ ଓ ରାୟଗଡ଼ା ବ୍ଳକ ।[୨][୩]
ଗତ ୨୦୨୪ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦାଶରଥୀ ଗମାଙ୍ଗ ଭାଜପା ପ୍ରାର୍ଥୀ ପ୍ରଶାନ୍ତ କୁମାର ମଲ୍ଲିକଙ୍କୁ ୪,୦୫୯ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ।

୨୦୨୪ ନିର୍ବାଚନ ଫଳାଫଳ

[ସମ୍ପାଦନା]
ଗତ ୨୦୨୪ ବିଧାନ ସଭା ନିର୍ବାଚନ, ମୋହନା [୪]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
କଂଗ୍ରେସ ଦାଶରଥୀ ଗମାଙ୍ଗ ୬୨,୧୧୭ ୩୪.୬୪ -
ବିଜଦ ଅନ୍ତର୍ଯ୍ୟାମି ଗମାଙ୍ଗ ୪୭,୩୮୬ ୨୬.୪୩ -
ଭାଜପା ପ୍ରଶାନ୍ତ କୁମାର ମଲ୍ଲିକ ୫୮,୦୫୮ ୩୨.୩୮ -
ମାନସ ଲୋକଶକ୍ତି ଦଳ ଯୋହନ ମଲ୍ଲିକ ୧,୭୦୩ ୦.୯୫ -
ସ୍ୱାଧୀନ ଦଣ୍ଡାସି ଖଣ୍ଡୁଆଳ ୨,୦୬୮ ୧.୧୫ -
ସ୍ୱାଧୀନ ମଜେଶ ଦଳବେହେରା ୨,୦୧୬ ୧.୧୨ -
ସ୍ୱାଧୀନ ରୁବେନ ମଣ୍ଡଳ ୧,୬୪୨ ୦.୯୨ -
ଭୋଟ ବ୍ୟବଧାନ ୪,୦୫୯ ୨.୨୬* -
ମତଦାନ ହାର ୧,୭୯,୩୦୭ ୭୩.୩୬ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

[ସମ୍ପାଦନା]

୧୯୬୧ରୁ ୨୦୨୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୫][୬][୭]

  1. "Mohana Assembly Election 2009, Orissa". empoweringindia.org. Archived from the original on 8 April 2014. Retrieved 8 June 2013. Constituency: Mohana (136) District : Gajapati
  2. Assembly Constituencies and their Extent
  3. Seats of Odisha
  4. http://eci.nic.in/eci_main/StatisticalReports/AE2024/stat_OD_May_Jun2024.pdf
  5. "State Elections 2004 - Partywise Comparision for 77-Mohana Constituency of ORISSA". eci.nic.in. 2006. Retrieved 8 June 2013. List Of Winning Candidates
  6. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
  7. ଆଧାର ଭୁଲ: ଅଚଳ <ref> ଚିହ୍ନ; :0 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।