ନୟାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
Appearance
ନୟାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୯୪,୨୪୨ |
ଜିଲ୍ଲା: | ନୟାଗଡ଼ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ପୁରୀ |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ପୌର ପରିଷଦ: |
ନୟାଗଡ଼ (କ୍ରମିକ ସଂଖ୍ୟା: ୧୨୨) ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ନୟାଗଡ଼ (ବି), ନୟାଗଡ଼ ବ୍ଳକ ଓ ଓଡ଼ଗାଁ ବ୍ଳକ ।[୧][୨]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅରୁଣ କୁମାର ସାହୁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଲାଲା ମନୋଜ କୁମାର ରାୟଙ୍କଠାରୁ ୨୦୮୬୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୩]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅରୁଣ କୁମାର ସାହୁ, ସ୍ୱାଧୀନ ପ୍ରାର୍ଥୀ ହେମେନ୍ଦ୍ର ଚନ୍ଦ୍ର ସିଂହଙ୍କଠାରୁ ୨୭,୩୪୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୪]
୨୦୦୯ ନିର୍ବାଚନ ଫଳାଫଳ
[ସମ୍ପାଦନା]୨୦୦୯ ବିଧାନ ସଭା ନିର୍ବାଚନ, ନୟାଗଡ଼ [୫] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ଅରୁଣ କୁମାର ସାହୁ | ୬୭,୧୦୦ | ୫୪.୨୫ | - | |
ସ୍ୱାଧୀନ | ହେମେନ୍ଦ୍ର ଚନ୍ଦ୍ର ସିଂହ | ୩୯,୭୫୯ | ୩୨.୧୫ | - | |
ଭାଜପା | ଯୁଗାଂଶୁ ଶେଖର ପଣ୍ଡା | ୪,୮୭୮ | ୩.୯୪ | - | |
କଂଗ୍ରେସ | ସନ୍ଧ୍ୟା ମହାପାତ୍ର | ୩,୯୬୭ | ୩.୨୧ | - | |
ସ୍ୱାଧୀନ | ଲାଲା ମନୋଜ କୁମାର ରାୟ | ୩,୭୬୦ | ୩.୦୪ | - | |
କଳିଙ୍ଗ ସେନା | ଚୈତନ୍ୟ ବେହେରା | ୧,୩୩୪ | ୧.୦୮ | - | |
ସ୍ୱାଧୀନ | ସୁନିଲ ପଟ୍ଟନାୟକ | ୬୫୭ | ୦.୫୩ | - | |
ସ୍ୱାଧୀନ | ବ୍ୟୋମକେଶ ତ୍ରିପାଠୀ | ୪୭୩ | ୦.୩୮ | - | |
ସ୍ୱାଧୀନ | ଅନ୍ତର୍ଯ୍ୟାମି ପଣ୍ଡା | ୪୬୦ | ୦.୩୭ | - | |
ସ୍ୱାଧୀନ | ଜଳଧର ଷଣ୍ଢ | ୪୪୨ | ୦.୩୬ | - | |
ସମୃଦ୍ଧ ଓଡ଼ିଶା | ଶ୍ୟାମସୁନ୍ଦର ବେହେରା | ୪୨୬ | ୦.୩୪ | - | |
ଜନତା ଦଳ (ସଂ) | ସଂସାରୀ ସାହୁ | ୪୨୫ | ୦.୩୪ | - | |
ଭୋଟ ବ୍ୟବଧାନ | ୨୭,୩୪୧ | ୨୨.୧୧* | - | ||
ମତଦାନ ହାର | ୧,୨୩,୬୮୬ | ୬୭.୭୪ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୬ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୬][୭]
- ୨୦୨୪: ଅରୁଣ କୁମାର ସାହୁ (ବିଜଦ)
- ୨୦୧୯: ଅରୁଣ କୁମାର ସାହୁ (ବିଜଦ)
- ୨୦୧୪: ଅରୁଣ କୁମାର ସାହୁ (ବିଜଦ)
- ୨୦୦୯: (୧୨୨): ଅରୁଣ କୁମାର ସାହୁ (ବିଜଦ)
- ୨୦୦୪: (୬୨): ଅରୁଣ କୁମାର ସାହୁ (ବିଜଦ)
- ୨୦୦୨ (୬୨) (ଉପ-ନିର୍ବାଚନ)[୮]: ମନ୍ଦାକିନୀ ବେହେରା (ବିଜଦ)[୯]
- ୨୦୦୦: (୬୨): ଭାଗବତ ବେହେରା (ବିଜଦ)
- ୧୯୯୫: (୬୨): ସୀତାକାନ୍ତ ମିଶ୍ର (କଂଗ୍ରେସ)
- ୧୯୯୦: (୬୨): ଭାଗବତ ବେହେରା (ଜନତା ଦଳ)
- ୧୯୮୫: (୬୨): ଭାଗବତ ବେହେରା (ଜନତା)
- ୧୯୮୦: (୬୨): ବଂଶୀଧର ସାହୁ (କଂଗ୍ରେସ-ଇ)
- ୧୯୭୭: (୬୨): ଭାଗବତ ବେହେରା (ଜନତା)
- ୧୯୭୪: (୬୨): ଭାଗବତ ବେହେରା (ସୋସିଆଲିଷ୍ଟ)
- ୧୯୭୧: (୫୯): ଅଚ୍ୟୁତାନନ୍ଦ ମହାନ୍ତି (ଉତ୍କଳ କଂଗ୍ରେସ)
- ୧୯୬୭: (୫୯): ଅଚ୍ୟୁତାନନ୍ଦ ମହାନ୍ତି (ସ୍ୱାଧୀନ)
- ୧୯୬୧: (୮୪): ବୃନ୍ଦାବନ ଚନ୍ଦ୍ର ସିଂହ (କଂଗ୍ରେସ)
- ୧୯୫୭: (୫୭): କୃଷ୍ଣ ଚନ୍ଦ୍ର ସିଂହ ମାନ୍ଧାତା (ସ୍ୱାଧୀନ)
- ୧୯୫୧: (୯୩): କୃଷ୍ଣ ଚନ୍ଦ୍ର ସିଂହ ମାନ୍ଧାତା (ସ୍ୱାଧୀନ)
ଆଧାର
[ସମ୍ପାଦନା]- ↑ Assembly Constituencies and their Extent
- ↑ Seats of Odisha
- ↑ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
27341
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 62-Nayagarh Constituency of ORISSA". eci.nic.in. 2006. Retrieved 25 May 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
- ↑ "The Hindu : BJD, Cong. vie for Nayagarh seat". hindu.com. 2002. Retrieved 25 May 2013.
The bypoll was necessitated following the recent death of the State School and Mass Education Minister, Bhagabat Behera
- ↑ "rediff.com: Orissa: BJD wins Nayagarh by-election". rediff.in. Retrieved 25 May 2013.
Ruling Biju Janata Dal (BJD) nominee Mandakini Behera on Thursday won the by-election from the Nayagarh assembly constituency
[permanent dead link]