ପାଲଲହଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ପାଲଲହଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧, ୫୪,୨୪୬
ଜିଲ୍ଲା: ଅନୁଗୋଳ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଢେଙ୍କାନାଳ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ପାଲଲହଡ଼ା (କ୍ରମିକ ସଂଖ୍ୟା: ୫୯) ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ପାଲଲହଡ଼ା ବ୍ଳକ ଓ କଣିହାଁ ବ୍ଳକର କିଛି ଅଞ୍ଚଳ ।[୨][୩]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ମହେଶ ସାହୁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଅଶୋକ ମହାନ୍ତିଙ୍କଠାରୁ ୫୨୯୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରବି ନାରାୟଣ ପାଣି, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ୫,୪୬୭ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, ପାଲଲହଡ଼ା [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ରବି ନାରାୟଣ ପାଣି ୪୦,୯୮୦ ୩୭.୯୬ -
ଭାଜପା ଧର୍ମେନ୍ଦ୍ର ପ୍ରଧାନ ୩୫,୫୧୩ ୩୨.୯୦ -
କଂଗ୍ରେସ ବିବୁଧେନ୍ଦ୍ର ପ୍ରତାପ ଦାସ ୨୧,୨୫୮ ୧୯.୬୯ -
ସ୍ୱାଧୀନ ଶ୍ରୀପତି ସିଙ୍କୋ ୨,୩୪୫ ୨.୧୭ -
ସପା ଅବନି କୁମାର ସାହୁ ୧,୮୬୭ ୧.୭୩ N/A
ବସପା ପରମାନନ୍ଦ ବିଳାସ ୧,୩୧୧ ୧.୨୧ -
ସ୍ୱାଧୀନ ଚିତ୍ତରଞ୍ଜନ ପ୍ରଧାନ ୯୮୩ ୦.୯୧ -
ସ୍ୱାଧୀନ ସଞ୍ଜୟ କୁମାର ନାଏକ ୭୬୮ ୦.୭୧ -
ସ୍ୱାଧୀନ ବୀରବର ବେହେରା ୫୭୬ ୦.୫୩ -
ସ୍ୱାଧୀନ ଗୟାଧର କିଷାନ ୫୨୮ ୦.୪୯ -
ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ ଦୁଲଭ ବେହେରା ୪୮୯ ୦.୪୫ -
ସ୍ୱାଧୀନ ରାଉତରା ନାଏକ ୩୯୪ ୦.୩୬ -
କଳିଙ୍ଗ ସେନା ରମେଶ ଚନ୍ଦ୍ର ସାହୁ ୩୭୩ ୦.୩୫ -
ସ୍ୱାଧୀନ ମନୋଜ କୁମାର ନାୟକ ୩୦୧ ୦.୨୮ -
ସ୍ୱାଧୀନ ବିଜୟ କୁମାର ପ୍ରଧାନ ୨୭୧ ୦.୨୫ -
ଭୋଟ ବ୍ୟବଧାନ ୫,୪୬୭ ୫.୦୬* -
ମତଦାନ ହାର ୧,୦୭,୯୫୯ ୭୩.୯୩ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]

ଆଧାର[ସମ୍ପାଦନା]

  1. "Pallahara Assembly Election 2009, Orissa". empoweringindia.org. Retrieved 9 June 2013. Constituency: Pallahara (59) District : Angul
  2. Assembly Constituencies and their EXtent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 5467
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 121-Pallahara Constituency of ORISSA". eci.nic.in. 2006. Retrieved 9 June 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf