ବିଜେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଦେଖଣା
(ବିଜେପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରୁ ଲେଉଟି ଆସିଛି)
| ବିଜେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
|---|---|
| ବିଧାୟକ: | ସନତ ଗଡତିଆ (ଭାଜପା) |
| ଆରକ୍ଷଣ: | ସାଧାରଣ |
| ମତଦାତା ସଂଖ୍ୟା (୨୦୨୪): | ୨,୩୯,୬୯୬ |
| ଜିଲ୍ଲା: | ବରଗଡ଼ ଜିଲ୍ଲା |
| ଲୋକ ସଭା ଆସନ: | ବରଗଡ଼ |
| ପଞ୍ଚାୟତ ସମିତି: | ୩ |
ବିଜେପୁର (କ୍ରମିକ ସଂଖ୍ୟା: ୨) ବରଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ୧୯୬୧ରୁ ୨୦୨୪ ମଧ୍ୟରେ ମୋଟ ୧୭ ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଗତ ୨୦୨୪ ନିର୍ବାଚନରେ ଭାଜପା ପ୍ରାର୍ଥୀ ସନତ ଗଡତିଆ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜୁ ଜନତା ଦଳ ପ୍ରାର୍ଥୀ ରୀତା ସାହୁଙ୍କୁ ପରାସ୍ତ କରିଥିଲେ । [୧]
ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବରପାଲି (ବି), ବିଜେପୁର ବ୍ଲକ, ଗାଇସିଲଟ ବ୍ଳକ ଓ ବରପାଲି ବ୍ଳକର କିଛି ଅଂଶ ।
୨୦୨୪ ନିର୍ବାଚନ ଫଳାଫଳ
[ସମ୍ପାଦନା]| ରଙ୍ଗ | ରାଜନୈତିକ ଦଳ | ପ୍ରାର୍ଥୀ | ମୋଟ ଭୋଟ | ଭୋଟ ହାର (%) | ପରିବର୍ତ୍ତନ (%)
|
|---|---|---|---|---|---|
| ଭାରତୀୟ ଜନତା ପାର୍ଟି | ସନତ କୁମାର ଗଡ଼ତିଆ | ୯୩,୧୬୧ | ୪୭.୫୨% | — | |
| ବିଜୁ ଜନତା ଦଳ | ରୀତା ସାହୁ | ୮୩,୦୯୫ | ୪୨.୩୯% | — | |
| ଭାରତୀୟ ଜାତୀୟ କଂଗ୍ରେସ | କିଶୋର ଦଫାଦାର | ୧୫,୭୦୭ | ୮.୦୧% | — | |
| ବହୁଜନ ସମାଜ ପାର୍ଟି | ଧବଳେଶ୍ୱର ମହାନନ୍ଦ | ୨,୦୧୦ | ୧.୦୩% | — | |
| ନୋଟା | ନୋଟା | ୨,୦୫୫ | ୧.୦୫% | — | |
| ବ୍ୟବଧାନ | ୧୦,୦୬୬ | ୫.୧୩% | — | ||
| ମୋଟ ମତଦାନ | ୧,୯୬,୦୨୮ | ୮୧.୦୯% | — | ||
| ଫଳାଫଳ: ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଜୟୀ
(ଆସନ ଅକ୍ତିଆର କଲା) | |||||
ନିର୍ବାଚିତ ବିଧାୟକ
[ସମ୍ପାଦନା]ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନଙ୍କ ତାଲିକା: [୩]
| ରଙ୍ଗ | ନିର୍ବାଚନ ବର୍ଷ | ନିର୍ବାଚିତ ବିଧାୟକ | ରାଜନୈତିକ ଦଳ
|
|---|---|---|---|
| ୨୦୨୪ | ସନତ କୁମାର ଗଡ଼ତିଆ | ଭାରତୀୟ ଜନତା ପାର୍ଟି (ଭାଜପା) | |
| ୨୦୧୯ (ଉପ) | ରୀତା ସାହୁ | ବିଜୁ ଜନତା ଦଳ (ବିଜଦ) | |
| ୨୦୧୯ | ନବୀନ ପଟ୍ଟନାୟକ | ବିଜୁ ଜନତା ଦଳ (ବିଜଦ) | |
| ୨୦୧୮ (ଉପ) | ରୀତା ସାହୁ | ବିଜୁ ଜନତା ଦଳ (ବିଜଦ) | |
| ୨୦୧୪ | ସୁବଳ ସାହୁ | କଂଗ୍ରେସ | |
| ୨୦୦୯ | ସୁବଳ ସାହୁ | କଂଗ୍ରେସ | |
| ୨୦୦୪ | ସୁବଳ ସାହୁ | କଂଗ୍ରେସ | |
| ୨୦୦୦ | ଅଶୋକ କୁମାର ପାଣିଗ୍ରାହୀ | ଜନତା ଦଳ | |
| ୧୧୯୯୫ | ରିପୁନାଥ ସେଠ | କଂଗ୍ରେସ | |
| ୧୯୯୧ (ଉପ) | କିଶୋରୀମଣି ସିଂହ | ଜନତା ଦଳ | |
| ୧୯୯୦ | ନିକୁଞ୍ଜ ବିହାରୀ ସିଂହ | ଜନତା ଦଳ | |
| ୧୯୮୫ | ନିକୁଞ୍ଜ ବିହାରୀ ସିଂହ | ଜନତା ଦଳ | |
| ୧୯୮୦ | ରାଜୀବ ଲୋଚନ ହୋତା | କଂଗ୍ରେସ | |
| ୧୯୭୭ | ନିତ୍ୟାନନ୍ଦ ଗଡ଼ତିଆ | ଜନତା ଦଳ | |
| ୧୯୭୪ | ଗଣନାଥ ପ୍ରଧାନ | ଉତ୍କଳ କଂଗ୍ରେସ | |
| ୧୯୭୧ | ତ୍ରିବିକ୍ରମ ମଲ୍ଲିକ | କଂଗ୍ରେସ (ଜେ) | |
| ୧୯六୭ | ମୋହନ ନାଗ | କଂଗ୍ରେସ | |
| ୧୯୬୧ | ମୋହନ ନାଗ | କଂଗ୍ରେସ |
ଆଧାର
[ସମ୍ପାଦନା]- ↑ {{cite web |url=https://results.eci.gov.in/AcResultGenJune2024/candidateswise-S182.htm |title=Orissa Election Result 2024 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2024, Odisha Constituency List, Orissa MLA List, Odisha Election 2024 Runner Up Votes Polled, Orissa Winner List |work=leadtech.in |quote=8971 |accessdate=4 June 2024 |archive-date=11 June 2024 |archive-url=https://www.news18.com/amp/elections/bijepur-election-result-2024-live-updates-highlights-assembly-winner-loser-leading-trailing-mla-margin-8916469.html
- ↑ ଭାରତୀୟ ନିର୍ବାଚନ କମିଶନ ଫଳାଫଳ ୨୦୨୪
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf