ଦେବେଶ ଆଚାର୍ଯ୍ୟ
ଦେବେଶ ଆଚାର୍ଯ୍ୟ | |
---|---|
![]() | |
ବିଧାୟକ: ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୪ – ଏବେଯାଏଁ | |
ପୂର୍ବ ଅଧିକାରୀ | ସାଧୁ ନେପାକ |
ନିର୍ବାଚନ ମଣ୍ଡଳୀ | ବରଗଡ଼ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୮ ଜାନୁଆରୀ ୧୯୭୩ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ମହାଶ୍ୱତା ଆଚାର୍ଯ୍ୟ |
ସମ୍ପର୍କ | ପ୍ରସନ୍ନ ଆଚାର୍ଯ୍ୟ |
ବାପା/ବୋଉ | ଆନନ୍ଦ ଆଚାର୍ଯ୍ୟ (ବାପା) ବୀଣାପାଣି ଆଚାର୍ଯ୍ୟ (ମାଆ) |
ବୃତ୍ତି | ରାଜନୀତିଜ୍ଞ |
ଦେବେଶ ଆଚାର୍ଯ୍ୟ (ଜନ୍ମ: ୧୮ ଜାନୁଆରୀ ୧୯୭୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବା ଓ ଶିକ୍ଷା[ସମ୍ପାଦନା]
ଦେବେଶ ଆଚାର୍ଯ୍ୟ ୧୯୭୩ ମସିହାର ଜାନୁଆରୀ ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଆନନ୍ଦ ଆଚାର୍ଯ୍ୟ ଓ ମାଆଙ୍କ ନାମ ବୀଣାପାଣି ଆଚାର୍ଯ୍ୟ ଏବଂ ପତ୍ନୀଙ୍କ ନାମ ମହାଶ୍ୱତା ଆଚାର୍ଯ୍ୟ ।[୧] ତାଙ୍କ ବାପା ଆନନ୍ଦ ଆଚାର୍ଯ୍ୟ ଜଣେ ବିଧାୟକ ଭାବରେ ଓଡ଼ିଶା ବିଧାନ ସଭାରେ ତିନି ଥର କାର୍ଯ୍ୟ କରିଥିଲେ ।[୨]
ରାଜନୈତିକ ଜୀବନ[ସମ୍ପାଦନା]
ଦେବେଶ ଆଚାର୍ଯ୍ୟ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଏବେ କାର୍ଯ୍ୟ କରୁଛନ୍ତି ।[୧]
ଆଧାର[ସମ୍ପାଦନା]
- ↑ ୧.୦ ୧.୧ "Shri Debesh Acharya". odishaassembly.nic.in. Odisha Assembly. Retrieved 28 October 2021.
- ↑ Mar 21, TNN | Updated:; 2014; Ist, 11:35. "Odisha royals set to fight it out on home turfs - Times of India". The Times of India (in ଇଂରାଜୀ). Retrieved 2021-10-29.
{{cite web}}
: CS1 maint: extra punctuation (link) CS1 maint: numeric names: authors list (link)
ବାହାର ଆଧାର[ସମ୍ପାଦନା]
ଉଇକିମିଡ଼ିଆ କମନ୍ସରେ Debesh Acharya-ସମ୍ପର୍କିତ ମିଡ଼ିଆ
- ଟୁଇଟରରେ ଦେବେଶ ଆଚାର୍ଯ୍ୟ