ପାରାଦ୍ୱୀପ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ପାରାଦ୍ୱୀପ ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୮୯,୭୦୮ |
ଜିଲ୍ଲା: | ଜଗତସିଂହପୁର |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ଜଗତସିଂହପୁର |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ପୌର ପରିଷଦ: | ୦ |
ପାରାଦ୍ୱୀପ (କ୍ରମିକ ସଂଖ୍ୟା: ୧୦୧) ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ପାରାଦ୍ୱୀପ (ବି), କୁଜଙ୍ଗ ବ୍ଳକ ଓ ତିର୍ତ୍ତୋଲ ବ୍ଳକର କିଛି ଅଞ୍ଚଳ ।[୨][୩]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଦାମୋଦର ରାଉତ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଅରିନ୍ଦମ ସର୍ଖେଲଙ୍କଠାରୁ ୩୮୬୦୦ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଦାମୋଦର ରାଉତ, ସ୍ୱାଧୀନ ପ୍ରାର୍ଥୀ ରମେଶ ସାମନ୍ତରାୟଙ୍କଠାରୁ ୩୦,୩୫୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]
୨୦୦୯ ବିଧାନ ସଭା ନିର୍ବାଚନ, ପାରାଦ୍ୱୀପ [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ଦାମୋଦର ରାଉତ | ୬୬,୮୬୩ | ୫୩.୨୧ | - | |
ସ୍ୱାଧୀନ | ରମେଶ ସାମନ୍ତରାୟ | ୩୬,୫୧୨ | ୨୯.୦୫ | - | |
କଂଗ୍ରେସ | ପ୍ରମୋଦ କିଶୋର ଜେନା | ୧୩,୭୧୮ | ୧୦.୯୨ | - | |
ଭାଜପା | ଶଙ୍ଖନାଦ ବେହେରା | ୩,୬୫୨ | ୨.୯୧ | - | |
ସ୍ୱାଧୀନ | ଗୋବିନ୍ଦ ଚନ୍ଦ୍ର ତରାଇ | ୨,୮୯୮ | ୨.୩୧ | - | |
ବସପା | ସୌମେନ୍ଦ୍ର ଶେଖର ବିଶ୍ୱାଳ | ୧,୧୩୨ | ୦.୯୦ | - | |
ସ୍ୱାଧୀନ | ବିଜୟ କୁମାର ସ୍ୱାଇଁ | ୮୯୨ | ୦.୭୧ | - | |
ଭୋଟ ବ୍ୟବଧାନ | ୩୦,୩୫୧ | ୨୪.୧୫* | - | ||
ମତଦାନ ହାର | ୧୨୫୬୮୧ | ୬୭.୬୨ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ[ସମ୍ପାଦନା]
ନବଗଠିତ ଏହି ନିର୍ବାଚନ ମଣ୍ଡଳୀରେ ୨୦୦୯ରେ ପ୍ରଥମ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।[୪]
- ୨୦୧୯: ସମ୍ବିତ ରାଉତରାୟ (ବିଜଦ)
- ୨୦୧୪: ଦାମୋଦର ରାଉତ (ବିଜଦ)
- ୨୦୦୯: (୧୦୧): ଦାମୋଦର ରାଉତ (ବିଜଦ)
ଆହୁରି ଦେଖନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "Paradeep Assembly Election 2009, Orissa". empoweringindia.org. 2013 [last update]. Retrieved 19 June 2013.
Constituency: Paradeep (101) District : Jagatsinghpur
{{cite web}}
: Check date values in:|year=
(help) - ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Retrieved 21 April 2013.
30351
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf