Jump to content

ଭବାନୀପାଟଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ଭବାନୀପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୦୫,୯୭୯
ଜିଲ୍ଲା: କଳାହାଣ୍ଡି
ଲୋକ ସଭା ନିର୍ବାଚନ ମଣ୍ଡଳୀ: କଳାହାଣ୍ଡି
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଭବାନୀପାଟଣା (କ୍ରମିକ ସଂଖ୍ୟା: ୮୦) କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଭବାନୀପାଟଣା (ମ), କେସିଙ୍ଗା (ବି), ଭବାନୀପାଟଣା ବ୍ଳକର ୨୫ଟି ଗ୍ରାମ ପଞ୍ଚାୟତ (ମାଦିଗୁଡା, ଚଅଗାଁ, କର୍ଲାପଡା, ଛେଲିଆମାଲ୍, କଲମ୍, କର୍ଲାଗୁଡା, ଥୁଆପଦର, ଦାଦପୁର, ଦେପୁର, ଗୁଡିଆଲିପଦର, କାମଠଣା, କୁଲିଆମାଲ, ଗଣ୍ଡବର୍ଜାହୋଲ, ମେଦିନୀପୁର, ସେଁପୁର, ପାଲସିଝରନ,ଉଦେପୁର, ମାଟିଆ, ବୋର୍ଡା, କେନ୍ଦୁପାଟି, ଗୁରୁଜଙ୍ଗ, ବୋରଭଟା, ଡୁମୁରିଆ, ଅର୍ତଲ, ପଲନା୍ ଓ କେସିଙ୍ଗା ବ୍ଳକର ୧୭ଟି ଗ୍ରାମ ପଞ୍ଚାୟତ (ଅଧମୁଣ୍ଡା, ବାଲସି, ବୋରିଆ, ଚାଞ୍ଚେର, ଦେଓଗାଁ, ଫଟକାମାଲ୍, ଗାଇଗାଁ, ଗୋକୁଲେଶ୍ୱର, କାଣ୍ଡେଲ, କିକିଆ, କୁଣ୍ଡାବନ୍ଧ, ଲଇତରା, ନାସିଗାଁ, ପାଷ୍ଟିକୁଡି, ପଥର୍ଲା, ସିରୋଲ୍, ଉତ୍କେଲା) ।[୨][୩]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅନାମ ନାଏକ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଦୁଷ୍ମନ୍ତ ନାଏକଙ୍କଠାରୁ ୧୦୮୧୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଦୁଷ୍ମନ୍ତ ନାୟକ, ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଦୀପ୍ତ କୁମାର ନାଏକଙ୍କଠାରୁ ୨,୧୯୫ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, ଭବାନିପାଟଣା [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
କଂଗ୍ରେସ ଦୁଷ୍ମନ୍ତ ନାୟକ ୪୬,୨୧୫ ୩୬.୪୭ -
ଭାଜପା ପ୍ରଦୀପ୍ତ କୁମାର ନାୟକ ୪୪,୦୨୦ ୩୪.୭୩ -
ବିଜଦ ଜୟନ୍ତ କୁମାର ନାୟକ ୨୫,୭୩୩ ୨୦.୩୦ -
ବସପା ଖଗେଶ୍ୱର ନାୟକ ୨,୯୭୫ ୨.୩୫ -
ସ୍ୱାଧୀନ ଅଞ୍ଜଳୀ ମଙ୍ଗରାଜ ୨,୭୫୪ ୨.୧୭ -
ସମୃଦ୍ଧ ଓଡ଼ିଶା ରମଣୀ ଦୁରିଆ ୨,୩୦୨ ୧.୮୨ -
ସପା ଅଶ୍ୱିନୀ ଚନ୍ଦନ ୧,୫୪୨ ୧.୨୨ -
କଳିଙ୍ଗ ସେନା ହେମନ୍ତ କୁମାର ତାଣ୍ଡି ୧,୧୯୪ ୦.୯୪ -
ଭୋଟ ବ୍ୟବଧାନ ୨,୧୯୫ ୧.୭୩* -
ମତଦାନ ହାର ୧,୨୬,୮୦୯ ୬୪.୩୩ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]

ଆଧାର[ସମ୍ପାଦନା]

  1. "Bhawanipatna Assembly Election 2009, Orissa". empoweringindia.org. Archived from the original on 7 April 2014. Retrieved 28 May 2013. Constituency: Bhawanipatna (80) District : Kalahandi
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 28 May 2013. 2195
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 99-Bhawanipatna Constituency of ORISSA". eci.nic.in. 2006. Retrieved 28 May 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf