ଜଗତସିଂହପୁର ଜିଲ୍ଲା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଜଗତସିଂହପୁର
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
Coordinates: 20°15′58″N 86°09′58″E / 20.266°N 86.166°E / 20.266; 86.166Coordinates: 20°15′58″N 86°09′58″E / 20.266°N 86.166°E / 20.266; 86.166
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଲୋକ ସଭା ଜଗତସିଂହପୁର
ଭାଷା ଓଡ଼ିଆ, ଇଂରାଜୀ
ବିଧାନ ସଭା ୪ଟି ଆସନ
କ୍ଷେତ୍ରଫଳ
 • ଜିଲ୍ଲା  km2 (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । acres)
Population (୨୦୧୧)
 • ଘନତା 681/km2 (Bad rounding here1,800/sq mi)
IST (+୫.୩୦)
ପିନ କୋଡ଼ ୭୫୪ xxx
ତାର (ଏସ୍.ଟି.ଡ଼ି) ୦୬
ଗାଡ଼ି ପଞ୍ଜିକରଣ OR-21
ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଜେନା
ୱେବସାଇଟ ମୁଖ୍ୟ ୱେବସାଇଟ

ଜଗତସିଂହପୁର ଭାରତର ଓଡ଼ିଶା ରାଜ୍ୟର ଏକ ଜିଲ୍ଲା । ଜଗତସିଂହପୁର ଏକ ଜିଲ୍ଳା ଭାବରେ ୧ ଏପ୍ରିଲ ୧୯୯୩ରେ ଗଠିତ ହୋଇଥିଲା । ଏହି ଜିଲ୍ଳାରେ ପାରାଦ୍ଵିପ ବନ୍ଦର ଏବଂ ଅନେକ ସାର କାରଖାନା ଅଛି ।

ଏଠାରେ ପ୍ରସିଦ୍ଧ ସାରଳା ପୀଠ ରହିଅଛି । ସାହିତ୍ୟର କେତେଜଣ ମହନୀୟ ସ୍ରଷ୍ଟା ସାରଳା ଦାସ, ଜାତୀୟ କବି ବୀରକିଶୋର, ଗୋପାଳ ଛୋଟରାୟ, ପ୍ରତିଭା ରାୟ, ବିଭୂତି ପଟ୍ଟନାୟକ ଏଠାରେ ଜନ୍ମ ନେଇଥିଲେ ।

ଇତିହାସ[ସମ୍ପାଦନା]

ପ୍ରଥମରୁ ଜଗତସିଂହପୁର ଜିଲ୍ଲା କଟକ ଜିଲ୍ଲାର ଏକ ଅଂଶ ଥିଲା, ତେବେ ପ୍ରଶାସନିକ ସୁବିଧା ଦୃଷ୍ଟିରୁ ୧ ଏପ୍ରିଲ, ୧୯୯୩ରେ ଏହାକୁ ଏକ ନୂଆ ଜିଲ୍ଲା ଭାବରେ ଆଉଥରେ ଗଠନ କରାଗଲା । [୧]

ଭୂଗୋଳ[ସମ୍ପାଦନା]

ଓଡ଼ିଶାର ପୂର୍ବ ଭାଗରେ ଅବସ୍ଥିତ ଜଗତସିଂହପୁର ଜିଲ୍ଲାର ଆୟତନ ୧,୭୫୯ବର୍ଗ କିମି୤

ଅବସ୍ଥିତି[ସମ୍ପାଦନା]

ମୁଖ୍ୟ ନଦୀ[ସମ୍ପାଦନା]

ଦର୍ଶନୀୟ ସ୍ଥାନ[ସମ୍ପାଦନା]

ଜନସଂଖ୍ୟା[ସମ୍ପାଦନା]

୨୦୧୧ ଜନଗଣନା [୨]ଅନୁସାରେ, ଜଗତସିଂହପୁର ଜିଲ୍ଲାର ମୋଟ ଲୋକସଂଖ୍ୟା ୧୧,୩୬,୬୦୪ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୦,୨୦,୭୧୦ ଓ ସହରାଞ୍ଚଳରେ ୧,୧୫,୮୯୪ ଲୋକ ବାସ କରନ୍ତି [୩]

  • ପୁରୁଷ: ୫,୭୭,୬୯୯
  • ମହିଳା: ୫,୫୮,୯୦୫
    • ଛ ବର୍ଷରୁ କମ: ୧,୦୩,୫୧୭
  • ସାକ୍ଷରତା ହାର: ୮୭.୧୩%
    • ପୁରୁଷ: ୯୩.୨୦%
    • ମହିଳା: ୮୦.୮୮%

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]