ନୀଳଗିରି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
Appearance
ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୮୧,୦୮୧ |
ଜିଲ୍ଲା: | ବାଲେଶ୍ୱର |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ବାଲେଶ୍ୱର |
ପଞ୍ଚାୟତ ସମିତି: | ୩ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ପୌର ପରିଷଦ: | ୦ |
ନୀଳଗିରି (କ୍ରମିକ ସଂଖ୍ୟା: ୪୦) ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ନୀଳଗିରି (ବି), ନୀଳଗିରି ବ୍ଳକ, ଔପଦା ବ୍ଳକ ଓ ବାହାନଗା ବ୍ଳକର କିଛି ଅଞ୍ଚଳ ।[୨][୩]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସୁକାନ୍ତ କୁମାର ନାଏକ ଭାରତୀୟ ଜନତା ପାର୍ଟି ପ୍ରାର୍ଥିନୀ ସୁଷମା ବିଶ୍ୱାଳଙ୍କଠାରୁ ୧୩୭୦୦ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପ୍ରାର୍ଥୀ ପ୍ରଦୀପ୍ତ ପଣ୍ଡାଙ୍କଠାରୁ ୩୦୫୬ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
[ସମ୍ପାଦନା]୨୦୦୯ ବିଧାନ ସଭା ନିର୍ବାଚନ, ନୀଳଗିରି [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ସ୍ୱାଧୀନ | ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ | ୩୫,୫୨୫ | ୩୦.୬୩ | - | |
ସିପିଆଇ | ପ୍ରଦିପ୍ତ ପଣ୍ଡା | ୩୨,୪୬୯ | ୨୮.୦୦ | - | |
କଂଗ୍ରେସ | ଦିପ୍ତିକାନ୍ତ ମହାପାତ୍ର | ୨୨,୬୨୭ | ୧୯.୫୧ | - | |
ସ୍ୱାଧୀନ | କାର୍ତ୍ତିକ ମହାପାତ୍ର | ୧୬,୭୨୬ | ୧୪.୪୨ | - | |
ଝାମୁମୋ | ଚିତ୍ତ ରଞ୍ଜନ ଷଡ଼ଙ୍ଗୀ | ୫,୬୦୯ | ୪.୮୪ | - | |
ସ୍ୱାଧୀନ | ଅର୍ଦ୍ଧେନ୍ଦୁ ଭୂଷଣ ବାରିକ | ୧,୫୫୪ | ୧.୩୪ | - | |
ବସପା | ଲକ୍ଷ୍ମଣ ସିଂହ | ୧,୪୬୦ | ୧.୨୬ | - | |
ଭୋଟ ବ୍ୟବଧାନ | ୩,୦୫୬ | ୨.୬୪* | - | ||
ମତଦାନ ହାର | ୧,୧୫,୯୭୨ | ୬୮.୬୫ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]
- ୨୦୨୪: ସନ୍ତୋଷ ଖଟୁଆ (ବିଜେପି)
- ୨୦୧୯: ସୁକାନ୍ତ କୁମାର ନାୟକ (ବିଜଦ)
- ୨୦୧୪: ସୁକାନ୍ତ କୁମାର ନାୟକ (ବିଜଦ)
- ୨୦୦୯: (୪୦): ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ (ସ୍ୱାଧୀନ)
- ୨୦୦୪: (୧୭): ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ (ଭାଜପା)
- ୨୦୦୦: (୧୭): ପ୍ରଦିପ୍ତ ପଣ୍ଡା (ସିପିଏମ)
- ୧୯୯୫: (୧୭): ଅକ୍ଷୟ କୁମାର ଆଚାର୍ଯ୍ୟ (କଂଗ୍ରେସ)
- ୧୯୯୦: (୧୭): ଚିତ୍ତରଞ୍ଜନ ଷଡ଼ଙ୍ଗୀ (ସ୍ୱାଧୀନ)
- ୧୯୮୫: (୧୭): ସୁକୁମାର ନାୟକ (କଂଗ୍ରେସ)
- ୧୯୮୦: (୧୭): ଅକ୍ଷୟ କୁମାର ଆଚାର୍ଯ୍ୟ (କଂଗ୍ରେସ-ଇ)
- ୧୯୭୭: (୧୭): ରାଜେନ୍ଦ୍ର ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ (ଜନତା ଦଳ)
- ୧୯୭୪: (୧୭): ବନମାଳି ଦାସ (ସିପିଏମ)
- ୧୯୭୧: (୧୫): ବନମାଳି ଦାସ (କମ୍ୟୁନିଷ୍ଟ)
- ୧୯୬୭: (୧୫): ବନମାଳି ଦାସ (କମ୍ୟୁନିଷ୍ଟ)
- ୧୯୬୧: (୧୨୬): ରାଜେନ୍ଦ୍ର ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ (ଗଣ ପରିଷଦ)
- ୧୯୫୭: (୮୯): ନୀଳାମ୍ବର ଦାସ (କଂଗ୍ରେସ)
- ୧୯୫୧: (୫୬): ନୀଳାମ୍ବର ଦାସ (କଂଗ୍ରେସ) ଓ ଚୈତନ୍ୟ ପ୍ରସାଦ ସେଠୀ (କଂଗ୍ରେସ)
ଆଧାର
[ସମ୍ପାଦନା]- ↑ "Nilgiri Assembly Election 2009, Orissa". empoweringindia.org. Archived from the original on 24 September 2015. Retrieved 6 June 2013.
Constituency: Nilgiri (40) District : Balasore
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
3056
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 17-Nilgiri Constituency of ORISSA". eci.nic.in. 2006. Retrieved 6 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf