ଆଠଗଡ଼

Coordinates: 20°27′58″N 85°49′59″E / 20.466°N 85.833°E / 20.466; 85.833
ଉଇକିପିଡ଼ିଆ‌ରୁ
ଆଠଗଡ଼
—  ସହର  —
ଆଠଗଡ଼
ଆଠଗଡ଼ର ଅବସ୍ଥାନ
ଓଡ଼ିଶାରେ ଓ ଭାରତ
ଦିଗବାରେଣି 20°27′58″N 85°49′59″E / 20.466°N 85.833°E / 20.466; 85.833
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଭାରତର ଜିଲାସବୁ କଟକ
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
କୋଡ଼

ଆଠଗଡ଼,କଟକ ଜିଲ୍ଲାର ଏକ ସହର, ବ୍ଲକ, ତହସିଲ, ଉପଖଣ୍ଡ ଓ ନିର୍ବାଚନ ମଣ୍ଡଳୀ।[୨]

ଇତିହାସ[ସମ୍ପାଦନା]

ଆଠଗଡ଼ ଏକଦା ଏକ ରାଜ୍ୟ ଥିଲା । ଏଠାର ରାଜା ପୁରୀରାଜାଙ୍କଠାରୁ ଶ୍ରୀକରଣ ବେବର୍ତ୍ତା ପଟ୍ଟନାୟକ ଉପାଧି ପ୍ରାପ୍ତ ହୋଇଥିଲେ । ପୁରୀ ରାଜାଙ୍କର ମନ୍ତ୍ରୀ ନୀଳାଦ୍ରି ବେବର୍ତ୍ତା ଷୋଡ଼ଶ ଶତାବ୍ଦୀରେ ଏହି ରାଜ୍ୟ ପ୍ରତିଷ୍ଠା କରିଥିଲେ । ପୁରୀ ରାଜା ତାଙ୍କୁ ଏହି ରାଜ୍ୟ ପ୍ରଦାନ କରିିଥିଲେ । ଏଥିରେ ୧୮୭ଟି ଗ୍ରାମ ଅନ୍ତର୍ଭୁକ୍ତ ଥିଲା । ଧବଳେଶ୍ୱର ମନ୍ଦିର ଏ ରାଜ୍ୟରେ ଅବସ୍ଥିତ ଥିଲା ।

ଜଣାଶୁଣା ବ୍ୟକ୍ତିବିଶେଷ[ସମ୍ପାଦନା]

ବିଶିଷ୍ଟ ସମାଜସେବୀ ସ୍ୱାଧୀନତାସଂଗ୍ରାମୀ, 'ସମାଜ'ର ପୂର୍ବତନ ସଂପାଦକ ରାଧାନାଥ ରଥ, ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରସାଧୁ ସୁନ୍ଦର ଦାସ ଏଠାକାର ଜଣାଶୁଣା ବ୍ୟକ୍ତିବିଶେଷ ।[୩]

ଦର୍ଶନୀୟ ସ୍ଥାନ[ସମ୍ପାଦନା]

ଗ୍ରାମ ବିଭାଜନ[ସମ୍ପାଦନା]

ଆଠଗଡ଼ ତହସିଲ ଅଧିନରେ ନିମ୍ନଲିଖିତ ୨୦୫ଟି ରାଜସ୍ୱ ମୌଜା ଅବସ୍ଥିତ ।[୪]

ଆଧାର[ସମ୍ପାଦନା]

  1. http://www.postalcodeofindia.com/pincode-search-post-office/orissa/cuttack/athagarh/A/[permanent dead link]
  2. http://www.orissa.gov.in/revenue/ADMN_UNIT/adm_unit.htm
  3. ନାୟକ, ଉଦ୍ଧବ ଚରଣ (2013). ଓଡ଼ିଶା ରାଜନୀତିର ଇତିହାସ. ଭୁବନେଶ୍ୱର: ଆମ ଓଡ଼ିଶା.
  4. http://bhulekh.ori.nic.in/