ନୟାଗଡ଼ ଜିଲ୍ଲା

ଉଇକିପିଡ଼ିଆ‌ରୁ
ନୟାଗଡ଼
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାପୁରୀ, କନ୍ଧମାଳ
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭା୪ଟି ଆସନ
 
  • ୧. ରଣପୁର(୧୧୯)
    ୨. ଖଣ୍ଡପଡ଼ା(୧୨୦)
    ୩. ଦଶପଲ୍ଲା (୧୨୧)
    ୪. ନୟାଗଡ଼(୧୨୨)
Area
 • Total3890 km2 (1,500 sq mi)
Population
 (୨୦୧୧)
 • Total୯୬୨୨୧୫
 • Density247/km2 (640/sq mi)
 • ୬ ବର୍ଷରୁ କମ ଶିଶୁ
୧୦୧୩୩୭
Time zoneIST (+୫.୩୦)
ଡାକ କୋଡ଼ (ପିନ୍)
୭୫୨ ୦xx
ତାର (ଏସ୍.ଟି.ଡ଼ି)୦୬୭୫x
ଯାନବାହାନ ପଞ୍ଚୀକରଣOD-25
ଜିଲ୍ଲାପାଳସରୋଜ ଚୌଧୁରୀ
WebsiteOfficial website
ନୟାଗଡ଼ର ଜଗନ୍ନାଥ ମନ୍ଦିର

ନୟାଗଡ଼ ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ନୟାଗଡ଼ ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ କାର୍ଯ୍ୟାଳୟ ଆଉ ବେସରକାରୀ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟସବୁ ଅଛି । ନୟଗଡକୁ ବାଘୁଆ ନୟାଗଡ଼ ବୋଲି କୁହନ୍ତି |

ଇତିହାସ[ସମ୍ପାଦନା]

ଭୂଗୋଳ[ସମ୍ପାଦନା]

ଜନସଂଖ୍ୟା[ସମ୍ପାଦନା]

୨୦୧୧ ଜନଗଣନା[୧] ଅନୁସାରେ, ନୟାଗଡ଼ ଜିଲ୍ଲାର ମୋଟ ଲୋକସଂଖ୍ୟା ୯,୬୨,୨୧୫ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୮,୮୨,୪୮୯ ଓ ସହରାଞ୍ଚଳରେ ୭୯,୭୨୬ ଲୋକ ବାସ କରନ୍ତି [୨]

  • ପୁରୁଷ: ୪,୬୦,୬୨୬
  • ମହିଳା: ୪,୨୧,୮୬୩
    • ଛ ବର୍ଷରୁ କମ: ୧,୦୧,୩୩୭
  • ସାକ୍ଷର: ୬,୮୧,୫୨୨ (୭୯.୧୭%)
    • ପୁରୁଷ: ୬,୧୭,୬୦୧ (୮୬.୬୩%)
    • ମହିଳା: ୬୩,୯୨୧ (୭୧.୦୮%)

ରାଜନୀତି[ସମ୍ପାଦନା]

ବିଧାନ ସଭା ନିର୍ବାଚନ ମଣ୍ଡଳୀ[ସମ୍ପାଦନା]

# ନିର୍ବାଚନ ମଣ୍ଡଳୀ ଆରକ୍ଷଣ ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି ) ୧୪ଶ ବିଧାନ ସଭା ସଦସ୍ୟ ରାଜନୈତିକ ଦଳ
୧୧୯ ରଣପୁର ଅଣ ସଂରକ୍ଷିତ ରଣପୁର, ଓଡ଼ଗାଁ (ଅଂଶ) ସତ୍ୟନାରାୟଣ ପ୍ରଧାନ ବିଜଦ
୧୨୦ ଖଣ୍ଡପଡ଼ା ଅଣ ସଂରକ୍ଷିତ ଖଣ୍ଡପଡ଼ା (ବି), ଖଣ୍ଡପଡ଼ା, ଭାପୁର ସିଦ୍ଧାର୍ଥ ଶେଖର ସିଂହ ବିଜଦ
୧୨୧ ଦଶପଲ୍ଲା ଅନୁସୂଚିତ ଜାତି ଦଶପଲ୍ଲା, ଗଣିଆ, ନୂଆଗାଁ କାଶିନାଥ ମଲ୍ଲିକ ବିଜଦ
୧୨୨ ନୟାଗଡ଼ ଅଣ ସଂରକ୍ଷିତ ନୟାଗଡ଼ (ବି), ନୟାଗଡ଼, ଓଡ଼ଗାଁ (ଅଂଶ) ଅରୁଣ କୁମାର ସାହୁ ବିଜଦ


ଆଧାର[ସମ୍ପାଦନା]