Jump to content

ପୁରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ପୁରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୨୪,୩୫୮
ଜିଲ୍ଲା: ପୁରୀ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ପୁରୀ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ପୁରୀ (କ୍ରମିକ ସଂଖ୍ୟା: ୧୦୭) ପୁରୀ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ପୁରୀ (ପୌ), ପୁରୀ ସଦର ବ୍ଳକର କିଛି ଅଂଶ ଓ ଗୋପ ବ୍ଳକର କିଛି ଅଂଶ ।[][]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ମହେଶ୍ୱର ମହାନ୍ତି ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କଠାରୁ ୩୪୭୨୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ମହେଶ୍ୱର ମହାନ୍ତି, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଉମା ବଲ୍ଲଭ ରଥଙ୍କଠାରୁ ପ୍ରାୟ ୧୩,୦୦୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[]

୨୦୦୯ ନିର୍ବାଚନ ଫଳାଫଳ

[ସମ୍ପାଦନା]
୨୦୦୯ ବିଧାନ ସଭା ନିର୍ବାଚନ, ପୁରୀ []
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ମହେଶ୍ୱର ମହାନ୍ତି ୬୧,୩୨୮ ୫୧.୫୮ -
ଭାଜପା ଉମା ବଲ୍ଲଭ ରଥ ୪୭,୯୩୪ ୪୦.୩୨ -
କଂଗ୍ରେସ ଉତ୍ତମ କୁମାର ଆଚାର୍ଯ୍ୟ ୬,୮୩୨ ୫.୭୫ -
ବସପା କାଶୀନାଥ ଭୋଇ ୧,୧୬୧ ୦.୯୮ -
ସ୍ୱାଧୀନ ରାମଚନ୍ଦ୍ର ପ୍ରଧାନ ୬୩୪ ୦.୫୩ N/A
ସପା ନାରାୟଣ ଖୁଣ୍ଟିଆ ୬୩୩ ୦.୫୩ N/A
କଳିଙ୍ଗ ସେନା ଶାରଦା ଦେବୀ ପଣ୍ଡା ୩୬୭ ୦.୩୧ N/A
ଭୋଟ ବ୍ୟବଧାନ ୧୩,୩୯୪ ୧୧.୨୭* -
ମତଦାନ ହାର ୧,୧୮,୮୮୯ ୫୭.୬୭ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

[ସମ୍ପାଦନା]

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [][]

  1. Assembly ନିର୍ବାଚନ ମଣ୍ଡଳୀ and their EXtent
  2. Seats of Odisha
  3. ୩.୦ ୩.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  4. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  5. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  6. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf

ବାହାର ତଥ୍ୟ

[ସମ୍ପାଦନା]