ବାଣପୁର
ଦେଖଣା
ବାଣପୁର | |
|---|---|
ବିଜ୍ଞାପିତ ଅଞ୍ଚଳ ପରିଷଦ | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | ଖୋର୍ଦ୍ଧା |
| ଉନ୍ନୟନ ବ୍ଳକ | ବ୍ଳକର ନାମ |
| ଭାଷା | ଓଡ଼ିଆ, ଇଂରାଜୀ |
| Time zone | IST (+୫.୩୦) |
| ଡାକ କୋଡ଼ | 752031[୧] |
| Area code | +୦୬xxx |
| ଯାନବାହାନ ପଞ୍ଚୀକରଣ | OR/xx |
ବାଣପୁର ହେଉଛି ଭାରତ ଅନ୍ତର୍ଗତ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରେ ଥିବା ଏକ, ସହର, ତହସିଲ(ତାଲୁକା) ଓ ଏକ ବିଜ୍ଞାପିତ ଅଞ୍ଚଳ ପରିଷଦ ।
ଭୂଗୋଳ
[ସମ୍ପାଦନା]ବାଣପୁର ଉତ୍ତରକୁ ୧୯.୭୮ ଡିଗ୍ରୀ ଏବଂ ପୂବ'କୁ ୮୫.୧୮ ଡିଗ୍ରୀ ଠୋର ଅବସ୍ଥିତ ।
ଇତିହାସ
[ସମ୍ପାଦନା]ପର୍ଯ୍ୟଟନ
[ସମ୍ପାଦନା]ଏହା ଏକ ଶକ୍ତିପୀଠ ଓ ଭଗବତୀ ଦେଉଳ ପାଇଁ ପ୍ରସିଦ୍ଧ । ଏଠାକାର ବେତକାମ ଓଡ଼ିଶା ଓ ଓଡ଼ିଶା ବାହାରେ ଆଦୃତ ।
ଶିକ୍ଷା
[ସମ୍ପାଦନା]ଏଠାରେ ଜନ୍ମ ନେଇଥିବା କେତେଜଣ ମହାନ ବ୍ୟକ୍ତି ହେଲେ, କୃତିବାସ ପାଟ୍ଟଶାଣୀ, ପଣ୍ଡିତ ଗୋଦାବରୀଶ ମିଶ୍ର , ଗୋଦାବରୀଶ ମହାପାତ୍ର , କୃଷ୍ଣ ଚନ୍ଦ୍ର ତ୍ରିପାଠୀ, ପର୍ଶୁରାମ ହରିଚନ୍ଦନ, ହରି ହର ରାମ ଆଦି ।
ଆଧାର
[ସମ୍ପାଦନା]- ↑ "PinCode: BANPUR, KHORDA, ORISSA, India, Pincode.net.in". pincode.net.in. 2012. Retrieved 22 June 2012.
PinCode: 752031
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |