ଖଲ୍ଲିକୋଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ଖଲିକୋଟ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୯୭,୭୧୧
ଜିଲ୍ଲା: ଗଞ୍ଜାମ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଆସିକା
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଖଲିକୋଟ (କ୍ରମିକ ସଂଖ୍ୟା: ୧୨୬) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଖଲିକୋଟ (ବି), ପୁରୁଷୋତ୍ତମପୁର (ବି), ଖଲିକୋଟ ବ୍ଳକ ଓ ପୁରୁଷୋତ୍ତମପୁର ବ୍ଳକର କିଛି ଅଂଶ । [୧][୨]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ପାଣ୍ଡବ ଜାଲିଙ୍କଠାରୁ ୫୭୧୯୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୩]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପୂର୍ଣ୍ଣ ଚନ୍ଦ୍ର ସେଠୀ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ କାଶୀନାଥ ବେହେରାଙ୍କଠାରୁ ୪୪,୬୨୯ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୪]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, ଖଲିକୋଟ [୫]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ପୂର୍ଣ୍ଣ ଚନ୍ଦ୍ର ସେଠୀ ୬୫,୨୯୯ ୬୮.୦୭ -
କଂଗ୍ରେସ କାଶୀନାଥ ବେହେରା ୨୦,୬୭୦ ୨୧.୫୫ -
ସ୍ୱାଧୀନ ଗୋପାଳ କୃଷ୍ଣ ବେହେରା ୩,୯୦୧ ୪.୦୭ -
ଭାଜପା ମୀନା କୁମାରୀ ତହଳ ୩,୫୨୦ ୩.୬୭ -
ସମୃଦ୍ଧ ଓଡ଼ିଶା ରଞ୍ଜନ ଡାଙ୍ଗୁଆ ୧,୫୪୬ ୧.୬୧ -
ରିସୋପା ରାମ ଚନ୍ଦ୍ର ବେହେରା ୯୯୨ ୧.୦୩ -
ଭୋଟ ବ୍ୟବଧାନ ୪୪,୬୨୯ ୪୬.୫୨* -
ମତଦାନ ହାର ୯୫,୯୩୧ ୫୩.୪୬ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:[୬][୩]

  • ୨୦୧୯: ସୂର୍ଯ୍ୟମଣି ବୈଦ୍ୟ (ବିଜେଡି)
  • ୨୦୧୪: ପୂର୍ଣ୍ଣଚନ୍ଦ୍ର ସେଠୀ (ବିଜଦ)
  • ୨୦୦୯: ପୂର୍ଣ୍ଣ ଚନ୍ଦ୍ର ସେଠୀ (ବିଜଦ)
  • ୨୦୦୪: ଭି.ସୁଜ୍ଞାନୀ କୁମାରୀ ଦେଓ (ବିଜଦ)
  • ୨୦୦୦: ଭି.ସୁଜ୍ଞାନୀ କୁମାରୀ ଦେଓ (ବିଜଦ)
  • ୧୯୯୫: ଭି.ସୁଜ୍ଞାନୀ କୁମାରୀ ଦେଓ (ଜନତା ଦଳ)
  • ୧୯୯୦: ଭି.ସୁଜ୍ଞାନୀ କୁମାରୀ ଦେଓ (ଜନତା)
  • ୧୯୮୫: ଭି.ସୁଜ୍ଞାନୀ କୁମାରୀ ଦେଓ (ଜନତା)
  • ୧୯୮୦: ତ୍ରିନାଥ ସାମନ୍ତରାୟ (କଂଗ୍ରେସ-ଇ)
  • ୧୯୭୭: ଭି.ସୁଜ୍ଞାନୀ କୁମାରୀ ଦେଓ (ଜନତା)
  • ୧୯୭୪: ଭି.ସୁଜ୍ଞାନୀ କୁମାରୀ ଦେଓ (ଉତ୍କଳ କଂଗ୍ରେସ)
  • ୧୯୭୧: ତ୍ରିନାଥ ସାମନ୍ତରାୟ (ଉତ୍କଳ କଂଗ୍ରେସ)
  • ୧୯୬୭: ନାରାୟଣ ସାହୁ (ଏସଏସପି)
  • ୧୯୬୩ (ଉପ): ଭି.ସୁଜ୍ଞାନୀ କୁମାରୀ ଦେଓ (କଂଗ୍ରେସ)
  • ୧୯୬୧: ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ (କଂଗ୍ରେସ)
  • ୧୯୫୭: ନାରାୟଣ ସାହୁ (ସ୍ୱାଧୀନ)
  • ୧୯୫୧: ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ (ସ୍ୱାଧୀନ)

ଆଧାର[ସମ୍ପାଦନା]

  1. Assembly Constituencies and their EXtent
  2. Seats of Odisha
  3. ୩.୦ ୩.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  4. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  5. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  6. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf