Jump to content

ଗୋପାଳପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀ
ବିଧାୟକ : ବିଭୂତି ଭୂଷଣ ଜେନା (ଭାଜପା) (୨୦୨୪)
ଆରକ୍ଷଣ: ସାଧାରଣ
ମତଦାତା ସଂଖ୍ୟା (୨୦୨୪): ୨,୨୧,୫୦୪
ଜିଲ୍ଲା: ଗଞ୍ଜାମ
ଲୋକସଭା ଆସନ: ବ୍ରହ୍ମପୁର
ପଞ୍ଚାୟତ ସମିତି:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗୋପାଳପୁର (କ୍ରମିକ ସଂଖ୍ୟା: ୧୩୨) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଗୋପାଳପୁର (ବି), କୁକୁଡ଼ାଖଣ୍ଡି (ବି), ରଙ୍ଗେଇଲୁଣ୍ଡା ବ୍ଳକ, କୁକୁଡ଼ାଖଣ୍ଡି ବ୍ଳକର କିଛି ଅଞ୍ଚଳ ଓ ବ୍ରହ୍ମପୁର (ପୌ)ର କିଛି ଅଞ୍ଚଳ ।[୨][୩]
ଗତ ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବିକ୍ରମ ପଣ୍ଡା ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଭୂତି ଭୂଷଣ ଜେନାଙ୍କଠାରୁ ୯,୦୬୨ ଖଣ୍ଡ କମ୍ ଭୋଟ ପାଇ ପରାସ୍ତ ହୋଇଛନ୍ତି।

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଷ୍ଣୁଭୂଷଣ ଜେନାଙ୍କଠାରୁ ୨୦୧୧୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଡ. ତ୍ରିନାଥ ବେହେରାଙ୍କଠାରୁ ୧୮,୭୫୮ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ

[ସମ୍ପାଦନା]
୨୦୦୯ ବିଧାନ ସଭା ନିର୍ବାଚନ, ଗୋପାଳପୁର [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ୩୭,୬୧୨ ୪୨.୭୭ -
କଂଗ୍ରେସ ଡ. ତ୍ରିନାଥ ବେହେରା ୧୮,୮୫୪ ୨୧.୪୪ -
ସ୍ୱାଧୀନ ଅନୁଜ କୁମାର ନାୟକ ୧୪,୬୭୯ ୧୬.୬୯ -
ଭାଜପା ବିଭୁତି ଭୂଷଣ ଜେନା ୧୩,୧୧୨ ୧୪.୯୧ -
ସ୍ୱାଧୀନ ଏ. ରଘୁନାଥ ବର୍ମା ୧,୦୯୪ ୧.୨୪ -
ସମୃଦ୍ଧ ଓଡ଼ିଶା ଅଜିତ କୁମାର ଦଳାଇ ୧,୦୬୪ ୧.୨୧ -
ସ୍ୱାଧୀନ ବିନୟ କୁମାର ପାଢ଼ୀ ୯୬୬ ୧.୧୦ -
ସ୍ୱାଧୀନ ଦେବାଶିଷ ପରମାଣିକ ୫୬୫ ୦.୬୪ -
ଭୋଟ ବ୍ୟବଧାନ ୧୮,୭୫୮ ୨୧.୩୩* -
ମତଦାନ ହାର ୮୮,୦୧୦ ୫୫.୫୫ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

[ସମ୍ପାଦନା]

୧୯୭୪ରୁ ୨୦୧୪ ମଧ୍ୟରେ ମୋଟ ୧୦ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]

  1. "Gopalpur Assembly Election 2009, Orissa". empoweringindia.org. Archived from the original on 22 March 2014. Retrieved 7 June 2013. Constituency: Gopalpur (132) District : Ganjam
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 18758
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 74-Gopalpur Constituency of ORISSA". eci.nic.in. 2006. Retrieved 7 June 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf