ଓଡ଼ିଶାର ମନ୍ତ୍ରୀମଣ୍ଡଳ

ଉଇକିପିଡ଼ିଆ‌ରୁ

୭ ମଇ ୨୦୧୭ର ଅଦଳବଦଳ ପରେ ପୁନର୍ଗଠିତ ମନ୍ତ୍ରୀମଣ୍ଡଳ ଓ ସେମାନେ ଦାୟିତ୍ୱ ଗ୍ରହଣ କରିଥିବା ବିଭିନ୍ନ ବିଭାଗ । [୧][୨]


ମୁଖ୍ୟମନ୍ତ୍ରୀ[ସମ୍ପାଦନା]

  • ନବୀନ ପଟ୍ଟନାୟକ: ଗୃହ, ସାଧାରଣ ପ୍ରଶାସନ, ପୂର୍ତ୍ତ, ଜଳସମ୍ପଦ ଏବଂ ଆବଣ୍ଟନ ହୋଇନଥିବା ସମସ୍ତ ବିଭାଗ

କ୍ୟାବିନେଟ ମନ୍ତ୍ରୀ[ସମ୍ପାଦନା]

  • ଉଷାଦେବୀ: ଯୋଜନା ଓ ସମନ୍ୱୟ
  • ଦାମୋଦର ରାଉତ: କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, ସାଧାରଣ ଉଦ୍ୟୋଗ
  • ନିରଞ୍ଜନ ପୂଜାରୀ: ଶିଳ୍ପ ଓ ନଗର ଉନ୍ନୟନ ବିଭାଗ
  • ପ୍ରତାପ ଜେନା: ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ଆଇନ
  • ପ୍ରଦୀପ ମହାରଥୀ: ପଞ୍ଚାୟତିରାଜ, ପାନୀୟ ଜଳଯୋଗାଣ
  • ପ୍ରଫୁଲ୍ଲ ମଲ୍ଲିକ: ଶକ୍ତି, ଖଣି ଓ ଇସ୍ପାତ
  • ପ୍ରଫୁଲ୍ଲ ସାମଲ: ମହିଳା ଓ ଶିଶୁ କଲ୍ୟାଣ
  • ବଦ୍ରିନାରାୟଣ ପାତ୍ର: ବିଦ୍ୟାଳୟ ଓ ଗଣଶିକ୍ଷା, ବିଜ୍ଞାନ ଓ କାରିଗରୀ ବିଦ୍ୟା
  • ବିକ୍ରମ କେଶରୀ ଆରୁଖ: ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକସମ୍ପର୍କ, ସଂସଦୀୟ ବ୍ୟାପାର
  • ବିଜୟଶ୍ରୀ ରାଉତରାୟ: ଜଙ୍ଗଲ ଓ ପରିବେଶ
  • ମହେଶ୍ୱର ମହାନ୍ତି: ରାଜସ୍ୱ, ବିପର୍ଯ୍ୟୟ ପ୍ରଶମନ
  • ରମେଶ ମାଝି: ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ
  • ଶଶିଭୂଷଣ ବେହେରା: ଅର୍ଥ ଓ ଅବକାରୀ
  • ସୂର୍ଯ୍ୟନାରାୟଣ ପାତ୍ର: ଖାଦ୍ୟ ଯୋଗାଣ ଓ ଖାଉଟି, ସମବାୟ

ରାଷ୍ଟ୍ରମନ୍ତ୍ରୀ[ସମ୍ପାଦନା]

  • ଅନନ୍ତ ଦାସ: ଉଚ୍ଚଶିକ୍ଷା
  • ଅଶୋକ ପଣ୍ଡା: ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ
  • ଚନ୍ଦ୍ରସାରଥୀ ବେହେରା: କ୍ରୀଡ଼ା ଓ ଯୁବ ବ୍ୟାପାର
  • ନୃସିଂହ ସାହୁ: ବାଣିଜ୍ୟ ଓ ପରିବହନ
  • ପ୍ରଦୀପ କୁମାର ଅମାତ: ଗ୍ରାମ୍ୟ ଉନ୍ନୟନ (ଗ୍ରାମ୍ୟ ଜଳଯୋଗାଣ)
  • ପ୍ରଫୁଲ୍ଲ ସାମଲ: ମହିଳା ଓ ଶିଶୁ କଲ୍ୟାଣ (ମିଶନ ଶକ୍ତି), ଅତି କ୍ଷୁଦ୍ର, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ
  • ସୁଶାନ୍ତ ସିଂହ: ଶ୍ରମ ଓ ଇଏସଆଇ
  • ସ୍ନେହାଙ୍ଗିନୀ ଛୁରିଆ: ବୟନଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ

ଆଧାର[ସମ୍ପାଦନା]

  1. "ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ". ସମ୍ବାଦ. Archived from the original on 11 May 2017. Retrieved 7 May 2017.
  2. "CM Naveen Patnaik revamps Odisha Cabinet, 12 ministers take oath". ଟାଇମ୍ସ ଅଫ ଇଣ୍ଡିଆ. Retrieved 7 May 2017.