ତାଳଚେର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ ରୁ
Jump to navigation Jump to search
ତାଳଚେର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୫୯,୮୭୦
ଜିଲ୍ଲା: ଅନୁଗୋଳ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଢେଙ୍କାନାଳ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ତାଳଚେର (କ୍ରମିକ ସଂଖ୍ୟା: ୬୦) ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ତାଳଚେର (ପୌ), ତାଳଚେର ବ୍ଳକ ଓ କଣିହାଁ ବ୍ଳକର କିଛି ଅଞ୍ଚଳ ।[୨][୩]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ କାଳନ୍ଦୀ ସାମଲଙ୍କ ଠାରୁ ୧୪୩୨୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ, ବିଜୁ ଜନତା ଦଳ ପ୍ରାର୍ଥୀ ମହେଶ ସାହୁ ଙ୍କଠାରୁ ୮,୬୪୨ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, ତାଳଚେର [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ସ୍ୱାଧୀନ ବ୍ରଜ କିଶୋର ପ୍ରଧାନ ୩୭,୦୪୮ ୩୬.୨୧ -
ବିଜଦ ମହେଶ ସାହୁ ୨୮,୪୦୬ ୨୭.୭୭ -
ଭାଜପା କାଳନ୍ଦି ସାମଲ ୧୭,୪୧୫ ୧୭.୦୨ -
କଂଗ୍ରେସ କ୍ଷିରୋଦ ସାହୁ ୭,୬୩୬ ୭.୪୬ -
ଆରପିଆଇ ଦିଲେଶ୍ୱର ନାଏକ ୬,୪୮୩ ୬.୩୪ -
ସମୃଦ୍ଧ ଓଡ଼ିଶା ରିତାରାଣୀ ଦାସ ୧,୨୨୭ ୧.୨୦ -
ସ୍ୱାଧୀନ ମାନସୀ ସ୍ୱାଇଁ ୮୬୨ ୦.୮୪ -
ବସପା ଉଚ୍ଛନ ଚନ୍ଦ୍ର ପଟ୍ଟନାୟକ ୮୪୭ ୦.୮୩ -
ସ୍ୱାଧୀନ ପ୍ରଫୁଲ୍ଲ କୁମାର ନାଏକ ୭୮୨ ୦.୭୬ -
ଝାମୁମୋ ଯୁଗଳ କିଶୋର ନନ୍ଦ ୫୧୪ ୦.୫୦ -
ସ୍ୱାଧୀନ ମାୟାଧର ସାମଲ ୪୪୭ ୦.୪୪ -
ଜନତା ଦଳ (ସଂ) ଅରେନ କୁମାର ପାଣି ୩୬୯ ୦.୩୬ -
କଳିଙ୍ଗ ସେନା ଶ୍ରୀହରି ସେଠୀ ୨୭୧ ୦.୨୬ -
ଭୋଟ ବ୍ୟବଧାନ ୧,୦୨,୩୦୯ ୬୭.୭୮* -
ମତଦାନ ହାର ୮,୬୪୨ ୮.୪୫ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ମାନେ ହେଲେ: [୭][୮][୪]

  • ୨୦୧୪: ବ୍ରଜ କିଶୋର ପ୍ରଧାନ (ବିଜଦ)
  • ୨୦୦୯: (୬୦): ବ୍ରଜ କିଶୋର ପ୍ରଧାନ(ସ୍ୱାଧୀନ)
  • ୨୦୦୪: (୧୨୨): ମହେଶ ସାହୁ (ଭାଜପା)
  • ୨୦୦୦: (୧୨୨): ମହେଶ ସାହୁ (ଭାଜପା)
  • ୧୯୯୫: (୧୨୨): ମହେଶ ସାହୁ (ଭାଜପା)
  • ୧୯୯୦: (୧୨୨): ବୃନ୍ଦାବନ ବେହେରା (ସ୍ୱାଧୀନ)
  • ୧୯୮୫: (୧୨୨): ଭଜମନ ବେହେରା (କଂଗ୍ରେସ)
  • ୧୯୮୦: (୧୨୨): ବୃନ୍ଦାବନ ବେହେରା (ଜନତା-ଜେପି)
  • ୧୯୭୭: (୧୨୨): ବୃନ୍ଦାବନ ବେହେରା (ଜନତା)
  • ୧୯୭୪: (୧୨୨): ବୃନ୍ଦାବନ ବେହେରା (ଜନ କଂଗ୍ରେସ)
  • ୧୯୭୧: (୧୩୭): ବୃନ୍ଦାବନ ବେହେରା (ଜନ କଂଗ୍ରେସ)
  • ୧୯୬୭: (୧୩୭): କୁମାର ଚନ୍ଦ୍ର ବେହେରା (ଜନ କଂଗ୍ରେସ)
  • ୧୯୬୧: (୭୪): ପବିତ୍ର ମୋହନ ପ୍ରଧାନ (କଂଗ୍ରେସ)
  • ୧୯୫୭: (୫୦): ପବିତ୍ର ମୋହନ ପ୍ରଧାନ (କଂଗ୍ରେସ)
  • ୧୯୫୧: (୧୫): ପବିତ୍ର ମୋହନ ପ୍ରଧାନ (କଂଗ୍ରେସ)

ଆଧାର[ସମ୍ପାଦନା]

  1. "Talcher Assembly Election 2009, Orissa". empoweringindia.org. Retrieved 9 June 2013. Constituency: Talcher (60) District : Angul
  2. Assembly Constituencies and their EXtent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Retrieved 21 April 2013. 8642
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 122-Talcher Constituency of ORISSA". eci.nic.in. 2006. Retrieved 9 June 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf