ଅଶୋକ କୁମାର ବଳ

ଉଇକିପିଡ଼ିଆ‌ରୁ
ଅଶୋକ କୁମାର ବଳ
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀଆକାଶ ଦାସନାୟକ
ନିର୍ବାଚନ ମଣ୍ଡଳୀକୋରାଇ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1963-07-19) ୧୯ ଜୁଲାଇ ୧୯୬୩ (ବୟସ ୬୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀସୁଧାଞ୍ଜଳି ବଳ
ବାପା/ବୋଉବ୍ରହ୍ମାନନ୍ଦ ବଳ (ବାପା)
ବୃତ୍ତିରାଜନୀତିଜ୍ଞ

ଅଶୋକ କୁମାର ବଳ (ଜନ୍ମ: ୧୯ ଜୁଲାଇ ୧୯୬୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ଅଶୋକ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ କୋରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଅଶୋକ କୁମାର ବଳ ୧୯୬୩ ମସିହାର ଜୁଲାଇ ମାସ ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବ୍ରହ୍ମାନନ୍ଦ ବଳ ଓ ପତ୍ନୀଙ୍କ ନାମ ସୁଧାଞ୍ଜଳି ବଳ । ତାଙ୍କର ଶିକ୍ଷାଗତ ଯୋଗ୍ୟାତା ବାଣିଜ୍ୟରେ ସ୍ନାତକ ଓ ପରେ ସେ ଓକିଲାତି ପଢ଼ିଥିଲେ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଅଶୋକ କୁମାର ବଳ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳ କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Ashok Kumar Bal". odishaassembly.nic.in. Odisha Assembly. Retrieved 4 October 2020.

ବାହାର ଆଧାର[ସମ୍ପାଦନା]

  • ଉଇକିମିଡ଼ିଆ କମନ୍ସରେ Ashok Kumar Bal-ସମ୍ପର୍କିତ ମିଡ଼ିଆ