ବାଲୁଗାଁ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ବାଲୁଗାଁ
ସହର
ବାଲୁଗାଁର ରେଳଷ୍ଟେସନ
ବାଲୁଗାଁର ରେଳଷ୍ଟେସନ
ବାଲୁଗାଁ ଓଡ଼ିଶାରେ ଅବସ୍ଥିତ ।
ବାଲୁଗାଁ
ବାଲୁଗାଁ
ଓଡ଼ିଶାରେ ଅବସ୍ଥାନ
Coordinates: 19°44′45.3″N 85°12′28.59″E / 19.745917°N 85.2079417°E / 19.745917; 85.2079417ଦିଗବାରେଣି: 19°44′45.3″N 85°12′28.59″E / 19.745917°N 85.2079417°E / 19.745917; 85.2079417
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଜିଲା ଖୋର୍ଦ୍ଧା
ସମୟ ମଣ୍ଡଳ IST (+୫.୩୦)
ଗାଡି ପଞ୍ଜୀକରଣ OD/02
ବାଲୁଗାଁର ରେଳଷ୍ଟେସନ

ବାଲୁଗାଁ ଓଡ଼ିଶାର ଖୋର୍ଦ୍ଧାରେ ଥିବା ଏକ ସହର ।

ଭୂଗୋଳ[ସମ୍ପାଦନା]

ବାଲୁଗାଁ ଓଡ଼ିଶାର ମଧ୍ୟଭାଗରେ ତଥା ଚିଲିକା ହ୍ରଦର ଉତ୍ତର-ପୂର୍ବ ଉପକୁଳରେ ଥିବା ଏକ ସହର । ଏହା 19°44′45.3″N 85°12′28.59″E / 19.745917°N 85.2079417°E / 19.745917; 85.2079417 ରେ ଅବସ୍ଥିତ ।[୧] ଏହା ସମୁଦ୍ର ପତ୍ତନ ଠାରୁ ୭୬ ମି.  ଉଚ୍ଚତ୍ତାରେ ଅବସ୍ଥିତ । ଏହା ରାଜ୍ୟ ରାଜଧାନୀ ଭୁବନେଶ୍ଵର ଠାରୁ ୯୯ କି.ମି.  ଦୂରରେ ତଥା ଶାଳିଆ ଡ୍ୟାମ୍ ଠାରୁ ୧୯ କି.ମି.  ଦୂରରେ ଅବସ୍ଥିତ ।

ଲୋକଗଣନା[ସମ୍ପାଦନା]

୨୦୧୧ ଜନଗଣନା ଅନୁସାରେ ବାଲୁଗାଁ ସ୍ଵୟଶାସିତ ଅଞ୍ଚଳର ଲୋକସଂଖ୍ୟା ୧୫୮୨୩ । [୨] ଘର ସଂଖ୍ୟା ୧,୦୩୧, ଲୋକସଂଖ୍ୟା ୬,୨୦୭, ପୁରୁଷ ୩,୯୩୯ ଓ ନାରୀ ୨,୨୬୮ ।[୩]

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]