ପ୍ରଦୀପ୍ତ କୁମାର ନାଏକ

ଉଇକିପିଡ଼ିଆ‌ରୁ
(ପ୍ରଦୀପ୍ତ କୁମାର ନାୟକରୁ ଲେଉଟି ଆସିଛି)
ପ୍ରଦୀପ୍ତ କୁମାର ନାୟକ
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଚାଲୁଅଛି
ପୂର୍ବ ଅଧିକାରୀଅନାମ ନାୟକ
ନିର୍ବାଚନ ମଣ୍ଡଳୀଭବାନୀପାଟଣା
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ବାପା/ବୋଉକିର୍ର୍ଷାଣି ନାୟକ (ବାପା)
ଘରଜରପଡ଼ା, ଭବାନୀପାଟଣା, କଳାହାଣ୍ଡି, ଓଡ଼ିଶା
ବୃତ୍ତିରାଜନୀତିଜ୍ଞ

ପ୍ରଦୀପ୍ତ କୁମାର ନାୟକ ବା ପ୍ରଦୀପ୍ତ ନାୟକ ଓଡ଼ିଶାର ୧୬ଶ ଓଡ଼ିଶା ବିଧାନ ସଭାର ବିରୋଧୀ ଦଳର ନେତା ଅଟନ୍ତି । ସେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟି ତରଫରୁ ନିର୍ବାଚିତ ହୋଇଛନ୍ତି । [୧] ସେ ନିକଟତମ ପ୍ରତିଦ୍ୱନ୍ଦୀ, ବିଜୁ ଜନତା ଦଳର ଦୁଷ୍ମନ୍ତ ନାୟକଙ୍କୁ ୪୬୮୪ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୨]

ଆଧାର[ସମ୍ପାଦନା]

  1. Bureau, Samaja Live (2019-06-24). "ପ୍ରଦୀପ୍ତ ନାୟକ ହେଲେ ବିଧାନ ସଭାରେ ବିରୋଧୀଦଳ ନେତା". Samaja Live (in ଆମେରିକୀୟ ଇଂରାଜୀ). Retrieved 2019-06-24.
  2. "Assembly Election 2019 - Election Commission of India". results.eci.gov.in. Retrieved 2019-06-25.

ବାହାର ଆଧାର[ସମ୍ପାଦନା]