ହିନ୍ଦୋଳ
ଦେଖଣା
ହିନ୍ଦୋଳ | |
|---|---|
ଗାଁ, ପଞ୍ଚାୟତ ସମିତି | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | ଢେଙ୍କାନାଳ |
| ପଞ୍ଚାୟତ ସମିତି | ହିନ୍ଦୋଳ |
| ଗ୍ରାମ ପଞ୍ଚାୟତ | ଗ୍ରାମ ପଞ୍ଚାୟତ ନାମ |
| ଭାଷା | ଓଡ଼ିଆ, ଇଂରାଜୀ |
| Time zone | IST (+୫.୩୦) |
| ଡାକ କୋଡ଼ | ୭୫୯୦୨୨[୧] |
| Area code | ୦୬୭୩୨[୨] |
| ଯାନବାହାନ ପଞ୍ଚୀକରଣ | OR-06 |
ହିନ୍ଦୋଳ,ଢେଙ୍କାନାଳ ଜିଲ୍ଲାର ଏକ ତହସିଲ ଅଟେ।
ଅବସ୍ଥିତି
[ସମ୍ପାଦନା]୨୯ କିଲୋମିଟର ଜାତୀୟ ରାଜପଥଠାରୁ ଦୂରତାରେ ଅବସ୍ଥିତ ।
ମା ରତ୍ନେଶ୍ୱରି ହେଉଛନ୍ତି ହିନ୍ଦୋଳର ପ୍ରମୁଖ ଦେବୀ। ମାଙ୍କ ମହିମା ଜୀବନ୍ତ ଏଠି। ମାଙ୍କୁ କେହି ମା ରଙ୍କେଇ ବୋଲି ମଧ୍ୟ କୁହନ୍ତି , ଓ ଏହି ରଙ୍କେଇ ମନ୍ଦିରଟି ହିନ୍ଦୋଳର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଅଟେ