Jump to content

ରେଢ଼ାଖୋଲ

Coordinates: 20°40′0″N 84°20′0″E / 20.66667°N 84.33333°E / 20.66667; 84.33333
ଉଇକିପିଡ଼ିଆ‌ରୁ
ରେଢ଼ାଖୋଲ
Rairakhol
—  ସହର  —
ରେଢ଼ାଖୋଲ
Rairakhol
ରେଢ଼ାଖୋଲ
Rairakholର ଅବସ୍ଥାନ
ଓଡ଼ିଶାରେ ଓ ଭାରତ
ଦିଗବାରେଣି 20°40′0″N 84°20′0″E / 20.66667°N 84.33333°E / 20.66667; 84.33333
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଭାରତର ଜିଲାସବୁ ସମ୍ବଲପୁର
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)

ରେଢ଼ାଖୋଲ ଓଡ଼ିଶାର ସମ୍ବଲପୁର ଜିଲ୍ଲାସ୍ଥିତ ଏକ ସହର ଓ ବିଜ୍ଞାପିତ ଅଞ୍ଚଳ ।

ଭୂଗୋଳ

[ସମ୍ପାଦନା]

ରେଢ଼ାଖୋଲ 21°04′N 84°21′E / 21.07°N 84.35°E / 21.07; 84.35ଠାରେ ଅବସ୍ଥିତ[] ସମୁଦ୍ର ପତ୍ତନଠାରୁ ଏହାର ହାରାହାରି ଉଚ୍ଚତା 182 m (597 ft) ।

ଇତିହାସ

[ସମ୍ପାଦନା]

ବ୍ରିଟିଶ ଶାସନ କାଳରେ ରେଢ଼ାଖୋଲ ପୂର୍ବର ରାଜକୀୟ ରାଜ୍ୟ ରେଢ଼ାଖୋଲ ରାଜ୍ୟର ରାଜଧାନୀ ଥିଲା । ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଏହା ବାମଣ୍ଡାର ଏକ ସାମନ୍ତବାଦୀ ରାଜ୍ୟ ମଧ୍ୟ ଥିଲା ।[][]

ଦର୍ଶନୀୟ ସ୍ଥାନ

[ସମ୍ପାଦନା]

୧-ପଞ୍ଚଖଣ୍ଡା ଦେବୀ ୨-ଭୀମଭୋଇ ସ୍ମୃତିପୀଠ (କନ୍ଧରା)

  1. Falling Rain Genomics, Inc - Redhakhol
  2. Rairakhol Princely State - "The Golden Book of India"; LETHBRIDGE, Roper, MacMillan & Co., 1893 p. 539
  3. "Imperial Gazetteer of India, v. 21, p. 61". Archived from the original on 2021-07-28. Retrieved 2021-08-29.

ବାହାର ଲିଙ୍କ

[ସମ୍ପାଦନା]