ରେଢ଼ାଖୋଲ
ଦେଖଣା
ରେଢ଼ାଖୋଲ Rairakhol | |
— ସହର — | |
ଦିଗବାରେଣି | 20°40′0″N 84°20′0″E / 20.66667°N 84.33333°E |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଭାରତର ଜିଲାସବୁ | ସମ୍ବଲପୁର |
ସମୟ ଜୋନ | ଆ.ଏସ.ଟି (ୟୁଟିସି +୫.୩୦) |
ରେଢ଼ାଖୋଲ ଓଡ଼ିଶାର ସମ୍ବଲପୁର ଜିଲ୍ଲାସ୍ଥିତ ଏକ ସହର ଓ ବିଜ୍ଞାପିତ ଅଞ୍ଚଳ ।
ଭୂଗୋଳ
[ସମ୍ପାଦନା]ରେଢ଼ାଖୋଲ 21°04′N 84°21′E / 21.07°N 84.35°Eଠାରେ ଅବସ୍ଥିତ[୧] ସମୁଦ୍ର ପତ୍ତନଠାରୁ ଏହାର ହାରାହାରି ଉଚ୍ଚତା 182 m (597 ft) ।
ଇତିହାସ
[ସମ୍ପାଦନା]ବ୍ରିଟିଶ ଶାସନ କାଳରେ ରେଢ଼ାଖୋଲ ପୂର୍ବର ରାଜକୀୟ ରାଜ୍ୟ ରେଢ଼ାଖୋଲ ରାଜ୍ୟର ରାଜଧାନୀ ଥିଲା । ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଏହା ବାମଣ୍ଡାର ଏକ ସାମନ୍ତବାଦୀ ରାଜ୍ୟ ମଧ୍ୟ ଥିଲା ।[୨][୩]
ଦର୍ଶନୀୟ ସ୍ଥାନ
[ସମ୍ପାଦନା]୧-ପଞ୍ଚଖଣ୍ଡା ଦେବୀ ୨-ଭୀମଭୋଇ ସ୍ମୃତିପୀଠ (କନ୍ଧରା)
ଆଧାର
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |