ସଦାଶିବ ପ୍ରଧାନୀ

ଉଇକିପିଡ଼ିଆ‌ରୁ
ସଦାଶିବ ପ୍ରଧାନୀ
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀମନୋହର ରନ୍ଧାରୀ
ନିର୍ବାଚନ ମଣ୍ଡଳୀନବରଙ୍ଗପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1961-03-01) ୧ ମାର୍ଚ୍ଚ ୧୯୬୧ (ବୟସ ୬୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀକୌଶଲ୍ୟା ପ୍ରଧାନୀ
ବାପା/ବୋଉଗୋପିନାଥ ପ୍ରଧାନୀ (ବାପା)
ବୃତ୍ତିରାଜନୀତିଜ୍ଞ

ସଦାଶିବ ପ୍ରଧାନୀ (ଜନ୍ମ: ୧ ମାର୍ଚ୍ଚ ୧୯୬୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନବରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ସଦାଶିବ ପ୍ରଧାନୀ ୧୯୬୧ ମସିହାର ମାର୍ଚ୍ଚ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୋପିନାଥ ପ୍ରଧାନୀ ଓ ପତ୍ନୀଙ୍କ ନାମ କୌଶଲ୍ୟା ପ୍ରଧାନୀ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ସଦାଶିବ ପ୍ରଧାନୀ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Sadasiva Pradhani". odishaassembly.nic.in. Odisha Assembly. Retrieved 1 April 2022.

ବାହାର ଆଧାର[ସମ୍ପାଦନା]

  • ଉଇକିମିଡ଼ିଆ କମନ୍ସରେ Sadasiva Pradhani-ସମ୍ପର୍କିତ ମିଡ଼ିଆ