ପଟ୍ଟାଙ୍ଗି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ପଟ୍ଟାଙ୍ଗି ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୭୩,୧୩୦
ଜିଲ୍ଲା: କୋରାପୁଟ
ଲୋକ ସଭା ନିର୍ବାଚନ ମଣ୍ଡଳୀ: କୋରାପୁଟ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ପଟ୍ଟାଙ୍ଗି (କ୍ରମିକ ସଂଖ୍ୟା: ୧୪୫) କୋରାପୁଟ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ପଟ୍ଟାଙ୍ଗୀ ବ୍ଳକ, ନନ୍ଦପୁର ବ୍ଳକ, ସେମିଳିଗୁଡ଼ା ବ୍ଳକ ଓ କୋରାପୁଟ ବ୍ଳକର କିଛି ଅଂଶ ।[୧][୨]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ପାଙ୍ଗୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର କାଡାମଙ୍କଠାରୁ ୧୦୭୬୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୩]

ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ରାମ ଚନ୍ଦ୍ର କଦମ, ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ପାଙ୍ଗୀଙ୍କଠାରୁ ୫,୪୩୬ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୪]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, ପଟ୍ଟାଙ୍ଗି [୫]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
କଂଗ୍ରେସ ରାମ ଚନ୍ଦ୍ର କଦମ ୪୧,୪୫୧ ୪୧.୬୦ -
ବିଜଦ ପ୍ରଫୁଲ୍ଲ କୁମାର ପାଙ୍ଗୀ ୩୬,୦୧୫ ୩୬.୧୪ -
ଭାଜପା ଧନପତି ଇଡ଼ିଙ୍ଗ ୯,୨୫୭ ୯.୨୯ -
ରିସୋପା ତ୍ରିଲୋଚନ ମୁଦୁଲି ୫,୪୬୨ ୫.୪୮ -
ସମୃଦ୍ଧ ଓଡ଼ିଶା ଅନନ୍ତରାମ ମତ୍ତାମ ୪,୬୨୦ ୪.୬୪ -
ସିପିଆଇ(ମାଲେ) ଲିବରେସନ ଜଗା ହିକ୍କା ୨,୮୩୯ ୨.୮୫ -
ଭୋଟ ବ୍ୟବଧାନ ୫୪୩୬ ୫.୪୬* -
ମତଦାନ ହାର ୯୯,୬୪୬ ୫୫.୯୬ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୫୭ରୁ ୨୦୧୪ ମଧ୍ୟରେ ମୋଟ ୧୨ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୬][୩]

ଆଧାର[ସମ୍ପାଦନା]

  1. Assembly Constituencies and their Extent
  2. Seats of Odisha
  3. ୩.୦ ୩.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  4. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  5. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  6. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf