ମାହାଙ୍ଗା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ ରୁ
Jump to navigation Jump to search
ମାହାଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୩୬,୭୭୮
ଜିଲ୍ଲା: କଟକ
ଲୋକ ସଭା ନିର୍ବାଚନ ମଣ୍ଡଳୀ: କେନ୍ଦ୍ରାପଡ଼ା
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ମାହାଙ୍ଗା (କ୍ରମିକ ସଂଖ୍ୟା: ୯୫) କଟକ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ମାହାଙ୍ଗା ବ୍ଳକ ଓ ନିଶ୍ଚିନ୍ତକୋଇଲି ବ୍ଳକର କିଛି ଅଞ୍ଚଳ ।[୨][୩]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରତାପ ଜେନା ସ୍ୱାଧିନ ପ୍ରାର୍ଥୀ ସାରଦା ପ୍ରସାଦ ପ୍ରଧାନଙ୍କ ଠାରୁ ୨୭୮୭୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରତାପ ଜେନା, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଶେକ ମତଲୁବ ଅଲୀଙ୍କଠାରୁ ୨୯,୨୨୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, ମାହାଙ୍ଗା [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ପ୍ରତାପ ଜେନା ୮୯,୬୨୮ ୫୬.୮୨ -
କଂଗ୍ରେସ ଶେକ ମତଲୁବ ଅଲୀ ୬୦,୪୦୮ ୩୮.୩୦ -
ଭାଜପା ଚୌଧୁରୀ ପ୍ରଭାତକେଶରୀ ମିଶ୍ର ୬,୦୫୦ ୩.୮୪ -
ତୃଣମୂଳ କଂଗ୍ରେସ ପ୍ରେମଲତା ରାଉତ ୮୯୦ ୦.୫୬ -
କଳିଙ୍ଗ ସେନା ଚିତ୍ତରଞ୍ଜନ ସାହୁ ୭୫୮ ୦.୪୮ -
ଭୋଟ ବ୍ୟବଧାନ ୨୯,୨୨୦ ୧୮.୫୨* -
ମତଦାନ ହାର ୧,୫୭,୭୪୭ ୭୦.୮୭ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ମାନେ ହେଲେ: [୭][୮][୪]

  • ୨୦୧୪: ପ୍ରତାପ ଜେନା (ବିଜଦ)
  • ୨୦୦୯: (୯୫): ପ୍ରତାପ ଜେନା (ବିଜଦ)
  • ୨୦୦୪: (୪୦): ବିକ୍ରମ କେଶରୀ ବର୍ମା (ବିଜଦ)
  • ୨୦୦୦: (୪୦): ଶରତ କୁମାର କର (ବିଜଦ)
  • ୧୯୯୫: (୪୦): ଶେକ ମତଲୁବ ଅଲୀ (କଂଗ୍ରେସ)
  • ୧୯୯୦: (୪୦): ଶରତ କୁମାର କର (ଜନତା ଦଳ)
  • ୧୯୮୫: (୪୦): ଶେକ ମତଲୁବ ଅଲୀ (କଂଗ୍ରେସ-ଇ)
  • ୧୯୮୦: (୪୦): ଶେକ ମତଲୁବ ଅଲୀ (କଂଗ୍ରେସ-ଇ)
  • ୧୯୭୭: (୪୦): ପ୍ରଦୀପ କିଶୋର ଦାସ (ଜନତା)
  • ୧୯୭୪: (୪୦): ଶେକ ମତଲୁବ ଅଲୀ (କଂଗ୍ରେସ)
  • ୧୯୭୧: (୩୯): ଶରତ କୁମାର କର (ଉତ୍କଳ କଂଗ୍ରେସ)
  • ୧୯୬୭: (୩୯): ବିରାଜ ପ୍ରସାଦ ରାୟ (ପ୍ରଜା ସୋସିଆଲିଷ୍ଟ ପାର୍ଟି)
  • ୧୯୬୧: (୧୦୪): ସୁରେନ୍ଦ୍ରନାଥ ପଟ୍ଟନାୟକ (କଂଗ୍ରେସ)
  • ୧୯୫୧: (୭୭): ମହମ୍ମଦ ଅତାହାର (କଂଗ୍ରେସ)

ଆଧାର[ସମ୍ପାଦନା]

  1. "Mahanga Assembly Election 2009, Orissa". empoweringindia.org. Retrieved 17 June 2013. Constituency: Mahanga (95) District : Cuttack
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Retrieved 21 April 2013. 29220
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 40-Mahanga Constituency of ORISSA". eci.nic.in. 2006. Retrieved 17 June 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf

ବାହାର ତଥ୍ୟ[ସମ୍ପାଦନା]