ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି
Jump to navigation
Jump to search
ଅନୁସୂଚିତ ଜାତି ଭାରତୀୟ ସମ୍ବିଧାନର ଅନୁସୂଚିତ ଧାରା ଅନୁସାରେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀକୁ ବୁଝାଏ । ଜାତିଗତ ଦୃଷ୍ଟିରୁ ଦଳିତ ଓ ହରିଜନ ଆଦି ନାମ ମଧ୍ୟ ଅନୁସୂଚିତ ଜାତି ପାଇଁ ବ୍ୟବହାର କରାଯାଏ ।
ଓଡ଼ିଶାର ଜଣେ କନ୍ଧ ମହିଳା
ଅନୁସୂଚିତ ଜନଜାତି: ଅନୁସୂଚିତ ଜନଜାତି ବା ଆଦିବାସୀ ସାମୁହିକ ଭାବେ ଆଦିମ ଅଧିବାସୀମାନଙ୍କୁ ବୁଝାଏ । ଓଡ଼ିଶାରେ ୬୨ଟି ଅନୁସୂଚିତ ଜନଜାତିର ଲୋକ ବାସକରନ୍ତି ।