ଉମରକୋଟ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ ରୁ
Jump to navigation Jump to search
ଉମରକୋଟ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୭୪,୨୧୨
ଜିଲ୍ଲା: ନବରଙ୍ଗପୁର
ଲୋକ ସଭା ନିର୍ବାଚନ ମଣ୍ଡଳୀ: ନବରଙ୍ଗପୁର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଉମରକୋଟ (କ୍ରମିକ ସଂଖ୍ୟା: ୭୩) ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଉମରକୋଟ (ବି), ରାଇଘର ବ୍ଳକ ଓ ଉମରକୋଟ ବ୍ଳକର କିଛି ଅଞ୍ଚଳ ।[୨][୩]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସୁବାସ ଗଣ୍ଡ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଯତିନ୍ଦ୍ରନାଥ ଗଣ୍ଡଙ୍କ ଠାରୁ ୧୦୫୨୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଜଗବନ୍ଧୁ ମାଝି, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଧର୍ମୁ ଗଣ୍ଡଙ୍କଠାରୁ ୧୪,୧୭୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୫୭ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ମାନେ ହେଲେ: [୬][୭][୪]

  • ୨୦୧୪ (୭୩): ସୁବାସ ଗଣ୍ଡ (ବିଜୁ ଜନତା ଦଳ|ବିଜଦ)
  • ୨୦୧୨( ଉପ ନିର୍ବାଚନ ): ସୁବାସ ଗଣ୍ଡ (ବିଜଦ)
  • ୨୦୦୯: (୭୩): ଜଗବନ୍ଧୁ ମାଝି (ବିଜଦ)
  • ୨୦୦୪: (୯୩): ଧର୍ମୁ ଗଣ୍ଡ (ଭାଜପା)
  • ୨୦୦୦: (୯୩): ପରମା ପୂଜାରୀ (କଂଗ୍ରେସ)
  • ୧୯୯୫: (୯୩): ପରମା ପୂଜାରୀ (କଂଗ୍ରେସ)
  • ୧୯୯୦: (୯୩): ଗୁରୁବାରୀ ମାଝି (ଜନତା ଦଳ)
  • ୧୯୮୫: (୯୩): ପରମା ପୂଜାରୀ (କଂଗ୍ରେସ)
  • ୧୯୮୦: (୯୩): ପରମା ପୂଜାରୀ (କଂଗ୍ରେସ-ଇ)
  • ୧୯୭୭: (୯୩): ରବି ସିଂହ ମାଝି (ଜନତା)
  • ୧୯୭୪: (୯୩): ରବି ସିଂହ ମାଝି (ଉତ୍କଳ କଂଗ୍ରେସ)
  • ୧୯୭୧: (୮୭): ରବି ସିଂହ ମାଝି (ଉତ୍କଳ କଂଗ୍ରେସ)
  • ୧୯୬୭: (୮୭): ରବି ସିଂହ ମାଝି (କଂଗ୍ରେସ)
  • ୧୯୬୧: (୧): ସଦାଶିବ ତ୍ରିପାଠୀ (କଂଗ୍ରେସ)
  • ୧୯୫୭: (୧): ରାଧାକୃଷ୍ଣ ବିଶ୍ୱାସରାୟ (କଂଗ୍ରେସ)

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, ଉମରକୋଟ [୮]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ଜଗବନ୍ଧୁ ମାଝି ୪୪,୩୨୬ ୪୦.୬୦ -
ଭାଜପା ଧର୍ମୁ ଗଣ୍ଡ ୩୦,୧୫୫ ୨୭.୬୨ -
କଂଗ୍ରେସ ପରମା ପୂଜାରୀ ୨୫,୫୧୨ ୨୩.୩୭ -
ସମୃଦ୍ଧ ଓଡ଼ିଶା ହାରାବତୀ ଗଣ୍ଡ ୫,୨୭୬ ୪.୮୩ -
ବସପା ରବିନାରାୟଣ ଦାଶ ସମର୍ଥ ୩,୯୧୮ ୩.୫୯ -
ଭୋଟ ବ୍ୟବଧାନ ୧୪,୧୭୧ ୧୨.୯୮* -
ମତଦାନ ହାର ୧,୦୯,୧୮୭ ୭୦.୧୭ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ଆଧାର[ସମ୍ପାଦନା]

  1. "Umerkote Assembly Election 2009, Orissa". empoweringindia.org. Retrieved 16 June 2013. Constituency: Umerkote (73) District : Nabarangpur
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Retrieved 21 April 2013. 14171
  6. "State Elections 2004 - Partywise Comparision for 93-Umarkote Constituency of ORISSA". eci.nic.in. 2006. Retrieved 16 June 2013. List Of Winning Candidates
  7. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
  8. http://eci.nic.in/eci_main/StatisticalReports/AE2009/stat_OR_April2009.pdf