ଓଡ଼ିଶାର ଲୋକ ସଭା ନିର୍ବାଚନ ମଣ୍ଡଳୀ ତାଲିକା

ଉଇକିପିଡ଼ିଆ‌ରୁ
ନବୀନ ପଟ୍ଟନାୟକଙ୍କ ସହିତ ବିଜେଡି ଦଳର ନିର୍ବାଚିତ ସାଂସଦଗଣ
# ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଅନ୍ତର୍ଗତ ଜିଲ୍ଲା ୧୭ଶ ଲୋକ ସଭା ସଦସ୍ୟ[୨] ରାଜନୈତିକ ଦଳ
ବରଗଡ଼ ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲୀ, ବ୍ରଜରାଜନଗର, ଝାରସୁଗୁଡ଼ା ବରଗଡ଼, ଝାରସୁଗୁଡ଼ା ସୁରେଶ ପୂଜାରୀ ବିଜେପି
ସୁନ୍ଦରଗଡ଼ ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲୀ, ରାଉରକେଲା, ରାଜଗାଙ୍ଗପୁର, ବଣାଇ ସୁନ୍ଦରଗଡ଼ ଜୁଏଲ ଓରାମ ବିଜେପି
ସମ୍ବଲପୁର କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢ଼ାଖୋଲ, ଦେବଗଡ଼, ଛେଣ୍ଡିପଦା, ଆଠମଲ୍ଲିକ ସମ୍ବଲପୁର, ଦେବଗଡ଼, ଅନୁଗୋଳ ନୀତେଶ ଗଙ୍ଗଦେବ ବିଜେପି
କେନ୍ଦୁଝର ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆ କେନ୍ଦୁଝର, ମୟୂରଭଞ୍ଜ ଚନ୍ଦ୍ରାଣୀ ମୁର୍ମୁ ବିଜେଡି
ମୟୂରଭଞ୍ଜ ଜଶୀପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରିପୋଷି, ଉଦଳା, ବାରିପଦା, ମୋରଡ଼ା ମୟୂରଭଞ୍ଜ ବିଶ୍ୱେଶ୍ୱର ଟୁଡ଼ୁ ବିଜେପି
ବାଲେଶ୍ୱର ବଡ଼ସାହି, ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲେଶ୍ୱର, ରେମୁଣା, ନୀଳଗିରି ବାଲେଶ୍ୱର ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବିଜେପି
ଭଦ୍ରକ ସୋର, ଶିମୂଳିଆ, ଭଣ୍ଡାରିପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର, ଚାନ୍ଦବାଲି ଭଦ୍ରକ, ବାଲେଶ୍ୱର ମଞ୍ଜୁଲତା ମଣ୍ଡଳ ବିଜେଡି
ଯାଜପୁର ବିଞ୍ଝାରପୁର, ବରୀ, ବଡ଼ଚଣା, ଧର୍ମଶାଳା, ଯାଜପୁର, କୋରାଇ, ସୁକିନ୍ଦା ଯାଜପୁର ଶର୍ମିଷ୍ଠା ସେଠୀ ବିଜେଡି
ଢେଙ୍କାନାଳ ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପର୍ଜଙ୍ଗ, ପାଲଲହଡ଼ା, ତାଳଚେର, ଅନୁଗୋଳ ଢେଙ୍କାନାଳ, ଅନୁଗୋଳ ମହେଶ ସାହୁ ବିଜେଡି
୧୦ ବଲାଙ୍ଗୀର ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟନାଗଡ଼, ବଲାଙ୍ଗୀର, ଟିଟଲାଗଡ଼, କଣ୍ଟାବାଞ୍ଝି ବଲାଙ୍ଗୀର, ସୁବର୍ଣ୍ଣପୁର ସଙ୍ଗୀତା କୁମାରୀ ସିଂଦେଓ ବିଜେପି
୧୧ କଳାହାଣ୍ଡି ନୂଆପଡ଼ା, ଖଡ଼ିଆଳ, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲା କଳାହାଣ୍ଡି, ନୂଆପଡ଼ା ବସନ୍ତ କୁମାର ପଣ୍ଡା ବିଜେପି
୧୨ ନବରଙ୍ଗପୁର ଉମରକୋଟ, ଝରିଗାଁ, ନବରଙ୍ଗପୁର‎, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡା ନବରଙ୍ଗପୁର, ମାଲକାନଗିରି, କୋରାପୁଟ ରମେଶ ଚନ୍ଦ୍ର ମାଝି ବିଜେଡି
୧୩ କନ୍ଧମାଳ ବାଲିଗୁଡ଼ା, ଘୁ. ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲା, ଭଞ୍ଜନଗର କନ୍ଧମାଳ, ବୌଦ୍ଧ, ନୟାଗଡ଼, ଗଞ୍ଜାମ ଅଚ୍ୟୁତ ସାମନ୍ତ ବିଜେଡି
୧୪ କଟକ ବଡ଼ମ୍ବା, ବାଙ୍କୀ, ଆଠଗଡ଼, ବାରବାଟି-କଟକ, ଚୌଦ୍ୱାର - କଟକ, କଟକ ସଦର, ଖଣ୍ଡପଡ଼ା କଟକ, ନୟାଗଡ଼ ଭର୍ତ୍ତୃହରି ମହତାବ ବିଜେଡି
୧୫ କେନ୍ଦ୍ରାପଡ଼ା ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର, ମହାକାଳପଡ଼ା କେନ୍ଦ୍ରାପଡ଼ା, କଟକ ଅନୁଭବ ମହାନ୍ତି ବିଜେଡି
୧୬ ଜଗତସିଂହପୁର ନିଆଳି, ପାରାଦ୍ୱୀପ, ତିର୍ତ୍ତୋଲ, ବାଲିକୁଦା-ଏରସମା, ଜଗତସିଂହପୁର, କାକଟପୁର, ନିମାପଡ଼ା ଜଗତସିଂହପୁର, କଟକ, ପୁରୀ ରାଜଶ୍ରୀ ମଲ୍ଲିକ ବିଜେଡି
୧୭ ପୁରୀ ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର, ନୟାଗଡ଼ ପୁରୀ, ଖୋର୍ଦ୍ଧା, ନୟାଗଡ଼ ପିନାକୀ ମିଶ୍ର ବିଜେଡି
୧୮ ଭୁବନେଶ୍ୱର ଖଣ୍ଡପଡ଼ା, ଖୋର୍ଦ୍ଧା, ଜଟଣି, ଦଶପଲ୍ଲା, ନୟାଗଡ଼, ବେଗୁନିଆ, ଭୁବନେଶ୍ୱର, ଜୟଦେବ ଖୋର୍ଦ୍ଧା ଅପରାଜିତା ଷଡ଼ଙ୍ଗୀ ବିଜେପି
୧୯ ଆସିକା ପୋଲସରା, କବିସୂର୍ଯ୍ୟ ନଗର, ଖଲ୍ଲିକୋଟ, ଆସିକା, ସୋରଡ଼ା, ସାନଖେମୁଣ୍ଡି, ହିଞ୍ଜିଳି ଗଞ୍ଜାମ ପ୍ରମିଳା ବିଶୋଇ ବିଜେଡି
୨୦ ବ୍ରହ୍ମପୁର ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି ଗଞ୍ଜାମ, ଗଜପତି ଚନ୍ଦ୍ରଶେଖର ସାହୁ ବିଜେଡି
୨୧ କୋରାପୁଟ ଗୁଣୁପୁର, ବିଷମ କଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟ୍ଟାଙ୍ଗି କୋରାପୁଟ, ରାୟଗଡ଼ା ସପ୍ତଗିରି ଶଙ୍କର ଉଲାକା କଂଗ୍ରେସ

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]