ଓଡ଼ିଶାର ଲୋକ ସଭା ନିର୍ବାଚନ ମଣ୍ଡଳୀ ତାଲିକା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
# ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଅନ୍ତର୍ଗତ ଜିଲ୍ଲା ସୂଚନା
ବରଗଡ଼ ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲୀ, ବ୍ରଜରାଜନଗର, ଝାରସୁଗୁଡ଼ା ବରଗଡ଼, ଝାରସୁଗୁଡ଼ା -
ସୁନ୍ଦରଗଡ଼ ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲୀ, ରାଉରକେଲା, ରାଜଗାଙ୍ଗପୁର, ବଣାଇ ସୁନ୍ଦରଗଡ଼ -
ସମ୍ବଲପୁର କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢ଼ାଖୋଲ, ଦେବଗଡ଼, ଛେଣ୍ଡିପଦା, ଆଠମଲ୍ଲିକ ସମ୍ବଲପୁର, ଦେବଗଡ଼, ଅନୁଗୋଳ -
କେନ୍ଦୁଝର ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆ କେନ୍ଦୁଝର, ମୟୂରଭଞ୍ଜ -
ମୟୂରଭଞ୍ଜ ଜଶୀପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରିପୋଷି, ଉଦଳା, ବାରିପଦା, ମୋରଡ଼ା ମୟୂରଭଞ୍ଜ -
ବାଲେଶ୍ଵର ବଡ଼ସାହି, ଜଳେଶ୍ଵର, ଭୋଗରାଇ, ବସ୍ତା, ବାଲେଶ୍ଵର, ରେମୁଣା, ନୀଳଗିରି ବାଲେଶ୍ଵର -
ଭଦ୍ରକ ସୋର, ଶିମୂଳିଆ, ଭଣ୍ଡାରିପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର, ଚାନ୍ଦବାଲି ଭଦ୍ରକ -
ଯାଜପୁର ବିଞ୍ଝାରପୁର, ବରୀ, ବଡ଼ଚଣା, ଧର୍ମଶାଳା, ଯାଜପୁର, କୋରାଇ, ସୁକିନ୍ଦା ଯାଜପୁର -
ଢେଙ୍କାନାଳ ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପର୍ଜଙ୍ଗ, ପାଲଲହଡ଼ା, ତାଳଚେର, ଅନୁଗୋଳ ଢେଙ୍କାନାଳ, ଅନୁଗୋଳ -
୧୦ ବଲାଙ୍ଗୀର ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟନାଗଡ଼, ବଲାଙ୍ଗୀର, ଟିଟଲାଗଡ଼, କଣ୍ଟାବାଞ୍ଝି ବଲାଙ୍ଗୀର, ସୁବର୍ଣ୍ଣପୁର -
୧୧ କଳାହାଣ୍ଡି ନୂଆପଡ଼ା, ଖଡ଼ିଆଳ, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲା କଳାହାଣ୍ଡି, ନୂଆପଡ଼ା -
୧୨ ନବରଙ୍ଗପୁର ଉମରକୋଟ, ଝରିଗାଁ, ନବରଙ୍ଗପୁର‎, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡା ନବରଙ୍ଗପୁର, ମାଲକାନଗିରି, କୋରାପୁଟ -
୧୩ କନ୍ଧମାଳ ବାଲିଗୁଡ଼ା, ଘୁ. ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲା, ଭଞ୍ଜନଗର କନ୍ଧମାଳ, ବୌଦ୍ଧ, ନୟାଗଡ଼, ଗଞ୍ଜାମ -
୧୪ କଟକ ବଡ଼ମ୍ବା, ବାଙ୍କୀ, ଆଠଗଡ଼, ବାରବାଟି-କଟକ, ଚୌଦ୍ଵାର-କଟକ, କଟକ ସଦର, ଖଣ୍ଡପଡ଼ା କଟକ, ନୟାଗଡ଼ -
୧୫ କେନ୍ଦ୍ରାପଡ଼ା ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର, ମହାକାଳପଡ଼ା କେନ୍ଦ୍ରାପଡ଼ା, କଟକ -
୧୬ ଜଗତସିଂହପୁର ନିଆଳି, ପାରାଦ୍ଵୀପ, ତିର୍ତ୍ତୋଲ, ବାଲିକୁଦା-ଏରସମା, ଜଗତସିଂହପୁର, କାକଟପୁର, ନିମାପଡ଼ା ଜଗତସିଂହପୁର, କଟକ, ପୁରୀ -
୧୭ ପୁରୀ ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର, ନୟାଗଡ଼ ପୁରୀ, ଖୋର୍ଦ୍ଧା, ନୟାଗଡ଼ -
୧୮ ଭୁବନେଶ୍ଵର ଖଣ୍ଡପଡ଼ା, ଖୋର୍ଦ୍ଧା, ଜଟଣି, ଦଶପଲ୍ଲା, ନୟାଗଡ଼, ବେଗୁନିଆ, ଭୁବନେଶ୍ବର ଖୋର୍ଦ୍ଧା -
୧୯ ଆସିକା ପୋଲସରା, କବିସୂର୍ଯ୍ୟ ନଗର, ଖଲ୍ଲିକୋଟ, ଆସିକା, ସୋରଡ଼ା, ସାନଖେମୁଣ୍ଡି, ହିଞ୍ଜିଳି ଗଞ୍ଜାମ -
୨୦ ବ୍ରହ୍ମପୁର ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି ଗଞ୍ଜାମ, ଗଜପତି -
୨୧ କୋରାପୁଟ ଗୁଣୁପୁର, ବିଷମ କଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟ୍ଟାଙ୍ଗି କୋରାପୁଟ, ରାୟଗଡ଼ା -

ଆଉରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]