ଓଡ଼ିଶାର ପଞ୍ଚାୟତ ସମିତି ତାଲିକା
Appearance
ଏହା ଓଡ଼ିଶାର ପଞ୍ଚାୟତ ସମିତିମାନଙ୍କ ବାବଦରେ ଏକ ତାଲିକା ପ୍ରଦାନ କରିଥାଏ । ରାଜ୍ୟର ମୋଟ ୩୦ ଗୋଟି ଜିଲ୍ଲାରେ ୬୨୩୬ ଗ୍ରାମପଞ୍ଚାୟତ, ୬୨୩୪ ପଞ୍ଚାୟତ ସମିତି ସଭ୍ୟ, ୮୭, ୫୫୧ ୱାର୍ଡ଼ ସଭ୍ୟ ଓ ୮୫୪ ଜିଲ୍ଲା ପରିଷଦ ପଦବୀ ରହିଛି ।
ଅନୁଗୋଳ ଜିଲ୍ଲା ପରିଷଦର ପଞ୍ଚାୟତ
[ସମ୍ପାଦନା]ଜିଲ୍ଲା ପରିଷଦ | ପଞ୍ଚାୟତ ସମିତି | ସମ୍ପାଦକ ପଦବୀ କାହାପାଇଁ ସଂରକ୍ଷିତ | ଅଧିନସ୍ଥ ଗ୍ରାମପଞ୍ଚାୟତ | ସୂଚନା |
---|---|---|---|---|
ଅନୁଗୋଳ | ଅନୁଗୋଳ | ସାଧାରଣ | ୩୨ଟି ପଞ୍ଚାୟତ | |
ଅନୁଗୋଳ | ଆଠମଲ୍ଲିକ | ମହିଳା-ପଛୁଆ ବର୍ଗ | ୨୪ଟି ପଞ୍ଚାୟତ | |
ଅନୁଗୋଳ | କଣିହାଁ | ପଛୁଆ ବର୍ଗ | ୨୬ଟି ପଞ୍ଚାୟତ
|
|
ଅନୁଗୋଳ | କିଶୋରନଗର | ମହିଳା-ଅନୂସୁଚିତ ଜନଜାତି | ୨୧ଟି ପଞ୍ଚାୟତ
|
|
ଅନୁଗୋଳ | ଛେଣ୍ଡିପଦା | ପଛୁଆ ବର୍ଗ | ୩୬ଟି ପଞ୍ଚାୟତ
|
|
ଅନୁଗୋଳ | ତାଳଚେର | ସାଧାରଣ | ୨୦ଟି ପଞ୍ଚାୟତ
|
|
ଅନୁଗୋଳ | ପାଳଲହଡ଼ା | ସାଧାରଣ | ୨୬ଟି ପଞ୍ଚାୟତ
|
|
ଅନୁଗୋଳ | ବଅଁରପାଳ | ମହିଳା-ଅନୂସୁଚିତ ଜାତି | ୨୫ଟି ପଞ୍ଚାୟତ
|
କଟକ ଜିଲ୍ଲା ପରିଷଦର ପଞ୍ଚାୟତ
[ସମ୍ପାଦନା]ଜିଲ୍ଲା ପରିଷଦ | ପଞ୍ଚାୟତ ସମିତି | ସମ୍ପାଦକ ପଦବୀ କାହାପାଇଁ ସଂରକ୍ଷିତ | ଅଧିନସ୍ଥ ଗ୍ରାମପଞ୍ଚାୟତ | ସୂଚନା |
---|---|---|---|---|
କଟକ | ଆଠଗଡ଼ | ସାଧାରଣ | ||
କଟକ | କଟକ-ସଦର | ସାଧାରଣ | ୨୧ଟି ପଞ୍ଚାୟତ
|
|
କଟକ | କଣ୍ଟାପଡ଼ା | ସାଧାରଣ | xxଟି ପଞ୍ଚାୟତ
|
|
କଟକ | ଟାଙ୍ଗୀ-ଚୌଦ୍ୱାର | ପଛୁଆ ବର୍ଗ | ୨୦ଟି ପଞ୍ଚାୟତ
| |
କଟକ | ତିଗିରିଆ | ମହିଳା | xxଟି ପଞ୍ଚାୟତ
|
|
କଟକ | ନରସିଂହପୁର | ମହିଳା-ଅନୂସୁଚିତ ଜାତି | ୩୩ଟି ପଞ୍ଚାୟତ
|
|
କଟକ | ନିଆଳୀ | ଅନୂସୁଚିତ ଜାତି | ୨୩ଟି ପଞ୍ଚାୟତ
| |
କଟକ | ନିଶ୍ଚିନ୍ତକୋଇଲି | ପଛୁଆ ବର୍ଗ | ୪୦ଟି ପଞ୍ଚାୟତ
| |
କଟକ | ବଡ଼ମ୍ବା | ମହିଳା-ପଛୁଆ ବର୍ଗ | ୩୬ଟି ପଞ୍ଚାୟତ
| |
କଟକ | ବାରଙ୍ଗ | ମହିଳା-ଅନୂସୁଚିତ ଜନଜାତି | ୧୬ଟି ପଞ୍ଚାୟତ
|
|
କଟକ | ବାଙ୍କୀ | ପଛୁଆ ବର୍ଗ | ୧୮ଟି ପଞ୍ଚାୟତ
|
|
କଟକ | ବାଙ୍କୀ-ଡମପଡ଼ା | ଅନୂସୁଚିତ ଜାତି | ୧୬ଟି ପଞ୍ଚାୟତ
|
|
କଟକ | ମାହାଙ୍ଗା | ସାଧାରଣ | ୩୪ଟି ପଞ୍ଚାୟତ
|
|
କଟକ | ସାଲେପୁର | ମହିଳା | ୩୨ଟି ପଞ୍ଚାୟତ
|
କଳାହାଣ୍ଡି ଜିଲ୍ଲା ପରିଷଦର ପଞ୍ଚାୟତ
[ସମ୍ପାଦନା]ଜିଲ୍ଲା ପରିଷଦ | ପଞ୍ଚାୟତ ସମିତି | ସମ୍ପାଦକ ପଦବୀ କାହାପାଇଁ ସଂରକ୍ଷିତ | ଅଧିନସ୍ଥ ଗ୍ରାମପଞ୍ଚାୟତ | ସୂଚନା |
---|---|---|---|---|
କଳାହାଣ୍ଡି | କଲମପୁର | ସାଧାରଣ | ୯ଟି ପଞ୍ଚାୟତ
| |
କଳାହାଣ୍ଡି | କର୍ଲାମୁଣ୍ଡା | ସାଧାରଣ | ||
କଳାହାଣ୍ଡି | କେସିଙ୍ଗା | ମହିଳା-ଅନୂସୁଚିତ ଜନଜାତି | ||
କଳାହାଣ୍ଡି | କୋକସରା | ମହିଳା-ପଛୁଆ ବର୍ଗ | ୨୦ଟି ପଞ୍ଚାୟତ
|
|
କଳାହାଣ୍ଡି | ଗୋଲାମୁଣ୍ଡା | ଅନୂସୁଚିତ ଜାତି | ୨୪ଟି ପଞ୍ଚାୟତ
|
|
କଳାହାଣ୍ଡି | ଜୟପାଟଣା | ପଛୁଆ ବର୍ଗ | ୧୮ଟି ପଞ୍ଚାୟତ | |
କଳାହାଣ୍ଡି | ଜୁନାଗଡ଼ | ପଛୁଆ ବର୍ଗ | ୩୨ଟି ପଞ୍ଚାୟତ
|
|
କଳାହାଣ୍ଡି | ଥୁଆମୂଳ-ରାମପୁର | ମହିଳା-ଅନୂସୁଚିତ ଜନଜାତି | ୧୬ଟି ପଞ୍ଚାୟତ
|
|
କଳାହାଣ୍ଡି | ଧର୍ମଗଡ଼ | ମହିଳା-ଅନୂସୁଚିତ ଜାତି | ||
କଳାହାଣ୍ଡି | ନର୍ଲା | ଅନୂସୁଚିତ ଜନଜାତି | ||
କଳାହାଣ୍ଡି | ଭବାନିପାଟଣା | ମହିଳା-ପଛୁଆ ବର୍ଗ | ||
କଳାହାଣ୍ଡି | ମଦନପୁର-ରାମପୁର | ସାଧାରଣ | ୧୫ଟି ପଞ୍ଚାୟତ
|
|
କଳାହାଣ୍ଡି | ଲାଞ୍ଜିଗଡ଼ | ଅନୂସୁଚିତ ଜନଜାତି | ୨୦ଟି ପଞ୍ଚାୟତ
|
କନ୍ଧମାଳ ଜିଲ୍ଲା ପରିଷଦର ପଞ୍ଚାୟତ
[ସମ୍ପାଦନା]ଜିଲ୍ଲା ପରିଷଦ | ପଞ୍ଚାୟତ ସମିତି | ସମ୍ପାଦକ ପଦବୀ କାହାପାଇଁ ସଂରକ୍ଷିତ | ଅଧିନସ୍ଥ ଗ୍ରାମପଞ୍ଚାୟତ | ସୂଚନା | ||||
---|---|---|---|---|---|---|---|---|
କନ୍ଧମାଳ | କନ୍ଧମାଳ ନୂଆଗାଁ | ଅନୂସୁଚିତ ଜନଜାତି | ୧୧ଟି ପଞ୍ଚାୟତ
|
|||||
କନ୍ଧମାଳ | କୋଟଗଡ଼ | ଅନୂସୁଚିତ ଜନଜାତି | ||||||
କନ୍ଧମାଳ | ଖଜୁରିପଡ଼ା | ଅନୂସୁଚିତ ଜନଜାତି | ||||||
କନ୍ଧମାଳ | ଘୁ. ଉଦୟଗିରି | ଅନୂସୁଚିତ ଜନଜାତି | ୮ଟି ପଞ୍ଚାୟତ
|
|||||
କନ୍ଧମାଳ | ଚକାପାଦ | ଅନୂସୁଚିତ ଜନଜାତି | ୧୦ଟି ପଞ୍ଚାୟତ
|
|||||
କନ୍ଧମାଳ | ଟିକାବାଲି | ମହିଳା-ଅନୂସୁଚିତ ଜନଜାତି | ||||||
କନ୍ଧମାଳ | ତୁମୁଡ଼ିବନ୍ଧ | ଅନୂସୁଚିତ ଜନଜାତି | ||||||
କନ୍ଧମାଳ | ଦାରିଙ୍ଗବାଡ଼ି | ଅନୂସୁଚିତ ଜନଜାତି | ୨୪ଟି ପଞ୍ଚାୟତ
|
|||||
କନ୍ଧମାଳ | ଫିରିଙ୍ଗିଆ | ମହିଳା-ଅନୂସୁଚିତ ଜନଜାତି | ୨୨ଟି ପଞ୍ଚୟତ
|
କନ୍ଧମାଳ | ଫୁଲବାଣୀ | ମହିଳା-ଅନୂସୁଚିତ ଜନଜାତି | ୧୧ଟି ପଞ୍ଚାୟତ
| |
କନ୍ଧମାଳ | ବାଲିଗୁଡ଼ା | ଅନୂସୁଚିତ ଜନଜାତି | ୧୪ଟି ପଞ୍ଚାୟତ
| |||||
କନ୍ଧମାଳ | ରାଇକିଆ | ମହିଳା-ଅନୂସୁଚିତ ଜନଜାତି | ୧୦ଟି ପଞ୍ଚାୟତ
|
କେନ୍ଦୁଝର ଜିଲ୍ଲା ପରିଷଦର ପଞ୍ଚାୟତ
[ସମ୍ପାଦନା]ଜିଲ୍ଲା ପରିଷଦ | ପଞ୍ଚାୟତ ସମିତି | ସମ୍ପାଦକ ପଦବୀ କାହାପାଇଁ ସଂରକ୍ଷିତ | ଅଧିନସ୍ଥ ଗ୍ରାମପଞ୍ଚାୟତ | ସୂଚନା |
---|---|---|---|---|
କେନ୍ଦୁଝର | ଆନନ୍ଦପୁର | ମହିଳା-ଅନୂସୁଚିତ ଜାତି | ୧୬ଟି ପଞ୍ଚାୟତ
| |
କେନ୍ଦୁଝର | କେନ୍ଦୁଝର | ମହିଳା-ଅନୂସୁଚିତ ଜନଜାତି | ୨୪ଟି ପଞ୍ଚାୟତ
|
|
କେନ୍ଦୁଝର | ଘଟଗାଁ | ଅନୂସୁଚିତ ଜନଜାତି | ୨୬ଟି ପଞ୍ଚାୟତ
|
|
କେନ୍ଦୁଝର | ଘସିପୁରା | ମହିଳା-ପଛୁଆ ବର୍ଗ | ୨୨ଟି ପଞ୍ଚାୟତ
|
|
କେନ୍ଦୁଝର | ଚମ୍ପୁଆ | ମହିଳା-ଅନୂସୁଚିତ ଜନଜାତି | ||
କେନ୍ଦୁଝର | ଝୁମ୍ପୁରା | ଅନୂସୁଚିତ ଜନଜାତି | ||
କେନ୍ଦୁଝର | ତେଲକୋଇ | ମହିଳା-ଅନୂସୁଚିତ ଜନଜାତି | ୨୨ଟି ପଞ୍ଚାୟତ
|
|
କେନ୍ଦୁଝର | ପାଟଣା | ଅନୂସୁଚିତ ଜନଜାତି | ୨୦ଟି ପଞ୍ଚାୟତ
|
|
କେନ୍ଦୁଝର | ବାଂଶପାଳ | ଅନୂସୁଚିତ ଜନଜାତି | ||
କେନ୍ଦୁଝର | ଯୋଡ଼ା | ମହିଳା-ଅନୂସୁଚିତ ଜନଜାତି | ୧୫ଟି ପଞ୍ଚାୟତ
|
|
କେନ୍ଦୁଝର | ସହରପଦା | ସାଧାରଣ | ||
କେନ୍ଦୁଝର | ହରିଚନ୍ଦନପୁର | ଅନୂସୁଚିତ ଜନଜାତି | ||
କେନ୍ଦୁଝର | ହାଟଡିହି | ସାଧାରଣ | ୩୦ଟି ପଞ୍ଚାୟତ
|
କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ପଞ୍ଚାୟତ
[ସମ୍ପାଦନା]ଜିଲ୍ଲା ପରିଷଦ | ପଞ୍ଚାୟତ ସମିତି | ସମ୍ପାଦକ ପଦବୀ କାହାପାଇଁ ସଂରକ୍ଷିତ | ଅଧିନସ୍ଥ ଗ୍ରାମପଞ୍ଚାୟତ | ସୂଚନା |
---|---|---|---|---|
କେନ୍ଦ୍ରାପଡ଼ା | ଆଳି | ମହିଳା-ପଛୁଆ ବର୍ଗ | ୩୨ଟି ପଞ୍ଚାୟତ
|
|
କେନ୍ଦ୍ରାପଡ଼ା | କେନ୍ଦ୍ରାପଡ଼ା | ସାଧାରଣ | ୨୭ଟି ପଞ୍ଚାୟତ
|
|
କେନ୍ଦ୍ରାପଡ଼ା | ଗରଦପୁର | ଅନୂସୁଚିତ ଜାତି | ୧୮ଟି ପଞ୍ଚାୟତ | |
କେନ୍ଦ୍ରାପଡ଼ା | ଡେରାବିଶ | ପଛୁଆ ବର୍ଗ | ୨୬ଟି ପଞ୍ଚାୟତ
|
|
କେନ୍ଦ୍ରାପଡ଼ା | ପଟ୍ଟାମୁଣ୍ଡାଇ | ପଛୁଆ ବର୍ଗ | ୩୦ଟି ପଞ୍ଚାୟତ
|
|
କେନ୍ଦ୍ରାପଡ଼ା | ମହାକାଳପଡ଼ା | ସାଧାରଣ | ##ଟି ପଞ୍ଚାୟତ
|
|
କେନ୍ଦ୍ରାପଡ଼ା | ମାର୍ଶାଘାଇ | ସାଧାରଣ | ୧୫ଟି ପଞ୍ଚାୟତ
|
|
କେନ୍ଦ୍ରାପଡ଼ା | ରାଜକନିକା | ମହିଳା-ଅନୂସୁଚିତ ଜାତି | ୩୨ଟି ପଞ୍ଚାୟତ
|
|
କେନ୍ଦ୍ରାପଡ଼ା | ରାଜନଗର | ମହିଳା | ୧୮ଟି ପଞ୍ଚାୟତ
|
କୋରାପୁଟ ଜିଲ୍ଲା ପରିଷଦର ପଞ୍ଚାୟତ
[ସମ୍ପାଦନା]ଜିଲ୍ଲା ପରିଷଦ | ପଞ୍ଚାୟତ ସମିତି | ସମ୍ପାଦକ ପଦବୀ କାହାପାଇଁ ସଂରକ୍ଷିତ | ଅଧିନସ୍ଥ ଗ୍ରାମପଞ୍ଚାୟତ | ସୂଚନା |
---|---|---|---|---|
କୋରାପୁଟ | କୁନ୍ଦୁରା | ଅନୂସୁଚିତ ଜନଜାତି | ୧୨ଟି ପଞ୍ଚାୟତ
| |
କୋରାପୁଟ | କୋଟପାଡ଼ | ଅନୂସୁଚିତ ଜନଜାତି | ୧୬ଟି ପଞ୍ଚାୟତ
| |
କୋରାପୁଟ | କୋରାପୁଟ | ମହିଳା-ଅନୂସୁଚିତ ଜନଜାତି | ||
କୋରାପୁଟ | ଜୟପୁର | ମହିଳା-ଅନୂସୁଚିତ ଜନଜାତି | ||
କୋରାପୁଟ | ଦଶମନ୍ତପୁର | ଅନୂସୁଚିତ ଜନଜାତି | ୧୬ଟି ପଞ୍ଚାୟତ
| |
କୋରାପୁଟ | ନନ୍ଦପୁର | ଅନୂସୁଚିତ ଜନଜାତି | ||
କୋରାପୁଟ | ନାରାୟଣପାଟଣା | ମହିଳା-ଅନୂସୁଚିତ ଜନଜାତି | ||
କୋରାପୁଟ | ପଟ୍ଟାଙ୍ଗି | ଅନୂସୁଚିତ ଜନଜାତି | ||
କୋରାପୁଟ | ବନ୍ଧୁଗାଁ | ଅନୂସୁଚିତ ଜନଜାତି | ||
କୋରାପୁଟ | ବୋରିଗୁମ୍ମା | ମହିଳା-ଅନୂସୁଚିତ ଜନଜାତି | ୨୯ଟି ପଞ୍ଚାୟତ
| |
କୋରାପୁଟ | ବୈପାରିଗୁଡ଼ା | ମହିଳା-ଅନୂସୁଚିତ ଜନଜାତି | ୧୬ଟି ପଞ୍ଚାୟତ
| |
କୋରାପୁଟ | ସେମିଳିଗୁଡ଼ା | ଅନୂସୁଚିତ ଜନଜାତି | ୧୬ଟି ପଞ୍ଚାୟତ
| |
କୋରାପୁଟ | ଲମତାପୁର | ଅନୂସୁଚିତ ଜନଜାତି | ||
କୋରାପୁଟ | ଲକ୍ଷ୍ମୀପୁର | ଅନୂସୁଚିତ ଜନଜାତି |
ଖୋର୍ଦ୍ଧା ଜିଲ୍ଲା ପରିଷଦର ପଞ୍ଚାୟତ
[ସମ୍ପାଦନା]ଜିଲ୍ଲା ପରିଷଦ | ପଞ୍ଚାୟତ ସମିତି | ସମ୍ପାଦକ ପଦବୀ କାହାପାଇଁ ସଂରକ୍ଷିତ | ଅଧିନସ୍ଥ ଗ୍ରାମପଞ୍ଚାୟତ | ସୂଚନା |
---|---|---|---|---|
ଖୋର୍ଦ୍ଧା | ଖୋର୍ଦ୍ଧା | ମହିଳା | ୨୦ଟି ପଞ୍ଚାୟତ
|
|
ଖୋର୍ଦ୍ଧା | ଚିଲିକା | ସାଧାରଣ | ୧୫ଟି ପଞ୍ଚାୟତ
|
|
ଖୋର୍ଦ୍ଧା | ଜଟଣି | ମହିଳା-ଅନୂସୁଚିତ ଜାତି | ||
ଖୋର୍ଦ୍ଧା | ଟାଙ୍ଗୀ | ଅନୂସୁଚିତ ଜାତି | ୨୦ଟି ପଞ୍ଚାୟତ
|
|
ଖୋର୍ଦ୍ଧା | ବାଣପୁର | ମହିଳା-ପଛୁଆ ବର୍ଗ | ୧୩ଟି ପଞ୍ଚାୟତ
|
|
ଖୋର୍ଦ୍ଧା | ବାଲିଅନ୍ତା | ପଛୁଆ ବର୍ଗ | ୧୫ଟି ପଞ୍ଚାୟତ
| |
ଖୋର୍ଦ୍ଧା | ବାଲିପାଟଣା | ପଛୁଆ ବର୍ଗ | ##ଟି ପଞ୍ଚାୟତ
| |
ଖୋର୍ଦ୍ଧା | ବେଗୁନିଆ | ସାଧାରଣ | ୨୧ଟି ପଞ୍ଚାୟତ
|
|
ଖୋର୍ଦ୍ଧା | ବୋଲଗଡ଼ | ସାଧାରଣ | ୧୯ଟି ପଞ୍ଚାୟତ
|
|
ଖୋର୍ଦ୍ଧା | ଭୁବନେଶ୍ୱର | ମହିଳା-ଅନୂସୁଚିତ ଜନଜାତି |
ଗଜପତି ଜିଲ୍ଲା ପରିଷଦର ପଞ୍ଚାୟତ
[ସମ୍ପାଦନା]ଜିଲ୍ଲା ପରିଷଦ | ପଞ୍ଚାୟତ ସମିତି | ସମ୍ପାଦକ ପଦବୀ କାହାପାଇଁ ସଂରକ୍ଷିତ | ଅଧିନସ୍ଥ ଗ୍ରାମପଞ୍ଚାୟତ | ସୂଚନା |
---|---|---|---|---|
ଗଜପତି | କାଶୀନଗର | ମହିଳା-ପଛୁଆ ବର୍ଗ | ||
ଗଜପତି | ଗୁମ୍ମା | ମହିଳା-ଅନୂସୁଚିତ ଜନଜାତି | ||
ଗଜପତି | ନୂଆଗଡ଼ | ଅନୂସୁଚିତ ଜନଜାତି | ୧୪ଟି ପଞ୍ଚାୟତ
|
|
ଗଜପତି | ପାରଳାଖେମୁଣ୍ଡି | ମହିଳା-ପଛୁଆ ବର୍ଗ | ||
ଗଜପତି | ମୋହନା | ଅନୂସୁଚିତ ଜନଜାତି | ୩୨ଟି ପଞ୍ଚାୟତ
|
|
ଗଜପତି | ରା. ଉଦୟଗିରି | ମହିଳା-ଅନୂସୁଚିତ ଜନଜାତି | ୧୩ଟି ପଞ୍ଚାୟତ
|
|
ଗଜପତି | ରାୟଗଡ଼ | ଅନୂସୁଚିତ ଜନଜାତି | ୦୯ଟି ପଞ୍ଚାୟତ
|
ଗଞ୍ଜାମ ଜିଲ୍ଲା ପରିଷଦର ପଞ୍ଚାୟତ
[ସମ୍ପାଦନା]ଜିଲ୍ଲା ପରିଷଦ | ପଞ୍ଚାୟତ ସମିତି | ସମ୍ପାଦକ ପଦବୀ କାହାପାଇଁ ସଂରକ୍ଷିତ | ଅଧିନସ୍ଥ ଗ୍ରାମପଞ୍ଚାୟତ | ସୂଚନା |
---|---|---|---|---|
ଗଞ୍ଜାମ | ଆସିକା | ସାଧାରଣ | ||
ଗଞ୍ଜାମ | କବିସୂର୍ଯ୍ୟନଗର | ସାଧାରଣ | ||
ଗଞ୍ଜାମ | କୁକୁଡ଼ାଖଣ୍ଡି | ସାଧାରଣ | ୧୯ଟି ପଞ୍ଚାୟତ
|
|
ଗଞ୍ଜାମ | ଖଲ୍ଲିକୋଟ | ପଛୁଆ ବର୍ଗ | ୨୬ଟି ପଞ୍ଚାୟତ
|
|
ଗଞ୍ଜାମ | ଗଞ୍ଜାମ | ପଛୁଆ ବର୍ଗ | ||
ଗଞ୍ଜାମ | ଚିକିଟି | ସାଧାରଣ | ୧୭ଟି ପଞ୍ଚାୟତ
|
|
ଗଞ୍ଜାମ | ଛତ୍ରପୁର | ସାଧାରଣ | ୧୭ଟି ପଞ୍ଚାୟତ
|
|
ଗଞ୍ଜାମ | ଜଗନ୍ନାଥପ୍ରସାଦ | ମହିଳା | ||
ଗଞ୍ଜାମ | ଦିଗପହଣ୍ଡି | ମହିଳା-ପଛୁଆ ବର୍ଗ | ୨୪ଟି ପଞ୍ଚାୟତ
|
|
ଗଞ୍ଜାମ | ଧରାକୋଟ | ପଛୁଆ ବର୍ଗ | ||
ଗଞ୍ଜାମ | ପାତ୍ରପୁର | ମହିଳା-ପଛୁଆ ବର୍ଗ | ୨୩ଟି ପଞ୍ଚାୟତ
|
|
ଗଞ୍ଜାମ | ପୁରୁଷୋତ୍ତମପୁର | ମହିଳା-ଅନୂସୁଚିତ ଜାତି | ୨୬ଟି ପଞ୍ଚାୟତ
|
|
ଗଞ୍ଜାମ | ପୋଲସରା | ପଛୁଆ ବର୍ଗ | ||
ଗଞ୍ଜାମ | ବୁଗୁଡ଼ା | ଅନୂସୁଚିତ ଜାତି | ୨୦ଟି ପଞ୍ଚାୟତ
|
|
ଗଞ୍ଜାମ | ବେଗୁନିଆପଡ଼ା | ମହିଳା | ୨୨ଟି ପଞ୍ଚାୟତ
|
|
ଗଞ୍ଜାମ | ବେଲଗୁଣ୍ଠା | ସାଧାରଣ | ||
ଗଞ୍ଜାମ | ଭଞ୍ଜନଗର | ମହିଳା | ୨୦ଟି ପଞ୍ଚାୟତ
| |
ଗଞ୍ଜାମ | ରଙ୍ଗେଇଲୁଣ୍ଡା | ଅନୂସୁଚିତ ଜାତି | ୨୪ଟି ପଞ୍ଚାୟତ
| |
ଗଞ୍ଜାମ | ଶେରଗଡ଼ | ମହିଳା-ଅନୂସୁଚିତ ଜାତି | ୨୨ଟି ପଞ୍ଚାୟତ
| |
ଗଞ୍ଜାମ | ସାନଖେମୁଣ୍ଡି | ସାଧାରଣ | ୨୧ଟି ପଞ୍ଚାୟତ
| |
ଗଞ୍ଜାମ | ସୋରଡ଼ା | ମହିଳା-ଅନୂସୁଚିତ ଜନଜାତି | ୨୫ଟି ପଞ୍ଚାୟତ
| |
ଗଞ୍ଜାମ | ହିଞ୍ଜିଳିକାଟୁ | ସାଧାରଣ | ୨୦ଟି ପଞ୍ଚାୟତ
|
ଜଗତସିଂହପୁର ଜିଲ୍ଲା ପରିଷଦର ପଞ୍ଚାୟତ
[ସମ୍ପାଦନା]ଜିଲ୍ଲା ପରିଷଦ | ପଞ୍ଚାୟତ ସମିତି | ସମ୍ପାଦକ ପଦବୀ କାହାପାଇଁ ସଂରକ୍ଷିତ | ଅଧିନସ୍ଥ ଗ୍ରାମପଞ୍ଚାୟତ | ସୂଚନା |
---|---|---|---|---|
ଜଗତସିଂହପୁର | ଏରସମା | ମହିଳା | ୨୫ଟି ପଞ୍ଚାୟତ
|
|
ଜଗତସିଂହପୁର | କୁଜଙ୍ଗ | ସାଧାରଣ | ||
ଜଗତସିଂହପୁର | ଜଗତସିଂହପୁର | ମହିଳା-ପଛୁଆ ବର୍ଗ | ୨୯ଟି ପଞ୍ଚାୟତ
|
|
ଜଗତସିଂହପୁର | ତିର୍ତୋଲ | ମହିଳା-ଅନୂସୁଚିତ ଜାତି | ||
ଜଗତସିଂହପୁର | ନାଉଗାଁ | ପଛୁଆ ବର୍ଗ | ଜାମୁଗାଁ | |
ଜଗତସିଂହପୁର | ବାଲିକୁଦା | ଅନୂସୁଚିତ ଜାତି | ୩୦ଟି ପଞ୍ଚାୟତ
|
|
ଜଗତସିଂହପୁର | ବିରିଡ଼ି | ସାଧାରଣ | ୨୧ଟି ପଞ୍ଚାୟତ
|
|
ଜଗତସିଂହପୁର | ରଘୁନାଥପୁର | ସାଧାରଣ | ୧୯ଟି ପଞ୍ଚାୟତ
|
ଝାରସୁଗୁଡ଼ା ଜିଲ୍ଲା ପରିଷଦର ପଞ୍ଚାୟତ
[ସମ୍ପାଦନା]ଜିଲ୍ଲା ପରିଷଦ | ପଞ୍ଚାୟତ ସମିତି | ସମ୍ପାଦକ ପଦବୀ କାହାପାଇଁ ସଂରକ୍ଷିତ | ଅଧିନସ୍ଥ ଗ୍ରାମପଞ୍ଚାୟତ | ସୂଚନା |
---|---|---|---|---|
ଝାରସୁଗୁଡ଼ା | କିର୍ମିରା | ମହିଳା-ଅନୂସୁଚିତ ଜାତି | ୦୮ଟି ପଞ୍ଚାୟତ
| |
ଝାରସୁଗୁଡ଼ା | କୋଲାବିରା | ମହିଳା-ପଛୁଆ ବର୍ଗ | ୧୧ଟି ପଞ୍ଚାୟତ
| |
ଝାରସୁଗୁଡ଼ା | ଝାରସୁଗୁଡ଼ା | ମହିଳା-ଅନୂସୁଚିତ ଜନଜାତି | ୧୭ଟି ପଞ୍ଚାୟତ
| |
ଝାରସୁଗୁଡ଼ା | ଲଇକେରା | ଅନୂସୁଚିତ ଜନଜାତି | ୧୧ଟି ପଞ୍ଚାୟତ
| |
ଝାରସୁଗୁଡ଼ା | ଲଖନପୁର | ପଛୁଆ ବର୍ଗ | ୩୩ଟି ପଞ୍ଚାୟତ
|
ଢେଙ୍କାନାଳ ଜିଲ୍ଲା ପରିଷଦର ପଞ୍ଚାୟତ
[ସମ୍ପାଦନା]ଜିଲ୍ଲା ପରିଷଦ | ପଞ୍ଚାୟତ ସମିତି | ସମ୍ପାଦକ ପଦବୀ କାହାପାଇଁ ସଂରକ୍ଷିତ | ଅଧିନସ୍ଥ ଗ୍ରାମପଞ୍ଚାୟତ | ସୂଚନା |
---|---|---|---|---|
ଢେଙ୍କାନାଳ | ଓଡ଼ାପଡ଼ା | ପଛୁଆ ବର୍ଗ | ||
ଢେଙ୍କାନାଳ | କଙ୍କଡ଼ାହାଡ଼ | ସାଧାରଣ | ||
ଢେଙ୍କାନାଳ | କାମାକ୍ଷାନଗର | ମହିଳା-ଅନୂସୁଚିତ ଜାତି | ୨୧ଟି ପଞ୍ଚାୟତ
|
|
ଢେଙ୍କାନାଳ | ଗଁଦିଆ | ମହିଳା-ପଛୁଆ ବର୍ଗ | ୨୭ଟି ପଞ୍ଚାୟତ
|
|
ଢେଙ୍କାନାଳ | ଢେଙ୍କାନାଳ ସଦର | ମହିଳା-ଅନୂସୁଚିତ ଜନଜାତି | ୨୭ଟି ପଞ୍ଚାୟତ
|
|
ଢେଙ୍କାନାଳ | ପର୍ଜଙ୍ଗ | ପଛୁଆ ବର୍ଗ | ୨୬ଟି ପଞ୍ଚାୟତ
|
|
ଢେଙ୍କାନାଳ | ଭୁବନ | ସାଧାରଣ | ୧୭ଟି ପଞ୍ଚାୟତ
|
|
ଢେଙ୍କାନାଳ | ହିନ୍ଦୋଳ | ସାଧାରଣ | ୩୬ଟି ପଞ୍ଚାୟତ
|
ଦେବଗଡ଼ ଜିଲ୍ଲା ପରିଷଦର ପଞ୍ଚାୟତ
[ସମ୍ପାଦନା]ଜିଲ୍ଲା ପରିଷଦ | ପଞ୍ଚାୟତ ସମିତି | ସମ୍ପାଦକ ପଦବୀ କାହାପାଇଁ ସଂରକ୍ଷିତ | ଅଧିନସ୍ଥ ଗ୍ରାମପଞ୍ଚାୟତ | ସୂଚନା |
---|---|---|---|---|
ଦେବଗଡ଼ | ତିଳେଇବଣି | ସାଧାରଣ | ୧୬ଟି ପଞ୍ଚାୟତ
|
|
ଦେବଗଡ଼ | ବାରକୋଟ | ମହିଳା-ପଛୁଆ ବର୍ଗ | ୨୨ଟି ପଞ୍ଚାୟତ
|
|
ଦେବଗଡ଼ | ରିଆମାଳ | ଅନୂସୁଚିତ ଜନଜାତି | ୨୨ଟି ପଞ୍ଚାୟତ
|
ନବରଙ୍ଗପୁର ଜିଲ୍ଲା ପରିଷଦର ପଞ୍ଚାୟତ
[ସମ୍ପାଦନା]ଜିଲ୍ଲା ପରିଷଦ | ପଞ୍ଚାୟତ ସମିତି | ସମ୍ପାଦକ ପଦବୀ କାହାପାଇଁ ସଂରକ୍ଷିତ | ଅଧିନସ୍ଥ ଗ୍ରାମପଞ୍ଚାୟତ | ସୂଚନା |
---|---|---|---|---|
ନବରଙ୍ଗପୁର | ଉମରକୋଟ | ଅନୂସୁଚିତ ଜନଜାତି | ୦୮ଟି ପଞ୍ଚାୟତ
|
|
ନବରଙ୍ଗପୁର | କୋଷାଗୁମୁଡ଼ା | ଅନୂସୁଚିତ ଜନଜାତି | ୨୪ଟି ପଞ୍ଚାୟତ
|
|
ନବରଙ୍ଗପୁର | ଚନ୍ଦାହାଣ୍ଡି | ଅନୂସୁଚିତ ଜନଜାତି | ୧୪ଟି ପଞ୍ଚାୟତ
|
|
ନବରଙ୍ଗପୁର | ଝରିଗାଁ | ମହିଳା-ଅନୂସୁଚିତ ଜନଜାତି | ୨୧ଟି ପଞ୍ଚାୟତ
|
|
ନବରଙ୍ଗପୁର | ତେନ୍ତୁଳିଖୁଣ୍ଟି | ଅନୂସୁଚିତ ଜନଜାତି | ୧୫ଟି ପଞ୍ଚାୟତ
|
|
ନବରଙ୍ଗପୁର | ଦେବୁଗାଁ | ଅନୂସୁଚିତ ଜନଜାତି | ||
ନବରଙ୍ଗପୁର | ନବରଙ୍ଗପୁର | ମହିଳା-ଅନୂସୁଚିତ ଜନଜାତି | ||
ନବରଙ୍ଗପୁର | ନନ୍ଦାହାଣ୍ଡି | ଅନୂସୁଚିତ ଜନଜାତି | ୧୦ଟି ପଞ୍ଚାୟତ
|
|
ନବରଙ୍ଗପୁର | ପାପଡ଼ାହାଣ୍ଡି | ମହିଳା-ଅନୂସୁଚିତ ଜନଜାତି | ୨୨ଟି ପଞ୍ଚାୟତ
|
|
ନବରଙ୍ଗପୁର | ରାଇଘର | ମହିଳା-ଅନୂସୁଚିତ ଜନଜାତି | ୨୪ଟି ପଞ୍ଚାୟତ
|
ନୟାଗଡ଼ ଜିଲ୍ଲା ପରିଷଦର ପଞ୍ଚାୟତ
[ସମ୍ପାଦନା]ଜିଲ୍ଲା ପରିଷଦ | ପଞ୍ଚାୟତ ସମିତି | ସମ୍ପାଦକ ପଦବୀ କାହାପାଇଁ ସଂରକ୍ଷିତ | ଅଧିନସ୍ଥ ଗ୍ରାମପଞ୍ଚାୟତ | ସୂଚନା |
---|---|---|---|---|
ନୟାଗଡ଼ | ଓଡ଼ଗାଁ | ସାଧାରଣ | ||
ନୟାଗଡ଼ | ଖଣ୍ଡପଡ଼ା | ମହିଳା-ଅନୂସୁଚିତ ଜାତି | ||
ନୟାଗଡ଼ | ଗଣିଆଁ | ମହିଳା-ଅନୂସୁଚିତ ଜନଜାତି | ##ଟି ପଞ୍ଚାୟତ
|
|
ନୟାଗଡ଼ | ଦଶପଲ୍ଲା | ପଛୁଆ ବର୍ଗ | ୧୯ଟି ପଞ୍ଚାୟତ
|
|
ନୟାଗଡ଼ | ନୟାଗଡ଼ | ମହିଳା-ପଛୁଆ ବର୍ଗ | ||
ନୟାଗଡ଼ | ନୂଆଗାଁ | ସାଧାରଣ | ୨୦ଟି ପଞ୍ଚାୟତ
|
|
ନୟାଗଡ଼ | ଭାପୁର | ସାଧାରଣ | ##ଟି ପଞ୍ଚାୟତ
|
|
ନୟାଗଡ଼ | ରଣପୁର | ସାଧାରଣ |
ନୂଆପଡ଼ା ଜିଲ୍ଲା ପରିଷଦର ପଞ୍ଚାୟତ
[ସମ୍ପାଦନା]ଜିଲ୍ଲା ପରିଷଦ | ପଞ୍ଚାୟତ ସମିତି | ସମ୍ପାଦକ ପଦବୀ କାହାପାଇଁ ସଂରକ୍ଷିତ | ଅଧିନସ୍ଥ ଗ୍ରାମପଞ୍ଚାୟତ | ସୂଚନା |
---|---|---|---|---|
ନୂଆପଡ଼ା | କୋମନା | ଅନୂସୁଚିତ ଜନଜାତି | ||
ନୂଆପଡ଼ା | ଖରିଆର | ମହିଳା-ଅନୂସୁଚିତ ଜନଜାତି | ୨୮ଟି ପଞ୍ଚାୟତ
|
|
ନୂଆପଡ଼ା | ନୂଆପଡ଼ା | ପଛୁଆ ବର୍ଗ | ୨୮ଟି ପଞ୍ଚାୟତ
|
|
ନୂଆପଡ଼ା | ବୋଡ଼େନ | ସାଧାରଣ | ୧୪ଟି ପଞ୍ଚାୟତ
| |
ନୂଆପଡ଼ା | ସିନାପାଲି | ମହିଳା |
ପୁରୀ ଜିଲ୍ଲା ପରିଷଦର ପଞ୍ଚାୟତ
[ସମ୍ପାଦନା]ଜିଲ୍ଲା ପରିଷଦ | ପଞ୍ଚାୟତ ସମିତି | ସମ୍ପାଦକ ପଦବୀ କାହାପାଇଁ ସଂରକ୍ଷିତ | ଅଧିନସ୍ଥ ଗ୍ରାମପଞ୍ଚାୟତ | ସୂଚନା |
---|---|---|---|---|
ପୁରୀ | ଅସ୍ତରଙ୍ଗ | ମହିଳା | ୧୪ଟି ପଞ୍ଚାୟତ
|
|
ପୁରୀ | କଣାସ | ସାଧାରଣ | ୨୨ଟି ପଞ୍ଚାୟତ
|
|
ପୁରୀ | କାକଟପୁର | ମହିଳା-ଅନୂସୁଚିତ ଜାତି | ୧୪ଟି ପଞ୍ଚାୟତ
|
|
ପୁରୀ | କୃଷ୍ଣପ୍ରସାଦ | ପଛୁଆ ବର୍ଗ | ୨୦ଟି ପଞ୍ଚାୟତ
|
|
ପୁରୀ | ଗୋପ | ଅନୂସୁଚିତ ଜାତି | title= | | |
ପୁରୀ | ଡେଲାଙ୍ଗ | ମହିଳା-ପଛୁଆ ବର୍ଗ | ୧୯ଟି ପଞ୍ଚାୟତ
|
|
ପୁରୀ | ନିମାପଡ଼ା | ପଛୁଆ ବର୍ଗ | ##ଟି ପଞ୍ଚାୟତ
|
|
ପୁରୀ | ପିପିଲି | ସାଧାରଣ | ୧୯ଟି ପଞ୍ଚାୟତ
|
|
ପୁରୀ | ପୁରୀ ସଦର | ସାଧାରଣ | ୨୬ଟି ପଞ୍ଚାୟତ
|
|
ପୁରୀ | ସତ୍ୟବାଦୀ | ମହିଳା | ୨୨ଟି ପଞ୍ଚାୟତ
|
|
ପୁରୀ | ବ୍ରହ୍ମଗିରି | ସାଧାରଣ |
ବରଗଡ଼ ଜିଲ୍ଲା ପରିଷଦର ପଞ୍ଚାୟତ
[ସମ୍ପାଦନା]ଜିଲ୍ଲା ପରିଷଦ | ପଞ୍ଚାୟତ ସମିତି | ସମ୍ପାଦକ ପଦବୀ କାହାପାଇଁ ସଂରକ୍ଷିତ | ଅଧିନସ୍ଥ ଗ୍ରାମପଞ୍ଚାୟତ | ସୂଚନା |
---|---|---|---|---|
ବରଗଡ଼ | ଅତାବିରା | ମହିଳା-ଅନୂସୁଚିତ ଜନଜାତି | ||
ବରଗଡ଼ | ଅମ୍ବାଭୋନା | ମହିଳା-ଅନୂସୁଚିତ ଜାତି | ୧୧ଟି ପଞ୍ଚାୟତ
| |
ବରଗଡ଼ | ଗାଇସିଲଟ | ସାଧାରଣ | ||
ବରଗଡ଼ | ଝାରବନ୍ଧ | ସାଧାରଣ | ୧୪ଟି ପଞ୍ଚାୟତ
|
|
ବରଗଡ଼ | ପାଇକମାଳ | ପଛୁଆ ବର୍ଗ | ||
ବରଗଡ଼ | ବରଗଡ଼ | ମହିଳା-ପଛୁଆ ବର୍ଗ | ୨୫ଟି ପଞ୍ଚାୟତ
| |
ବରଗଡ଼ | ବରପାଲି | ପଛୁଆ ବର୍ଗ | ||
ବରଗଡ଼ | ବିଜେପୁର | ଅନୂସୁଚିତ ଜନଜାତି | ||
ବରଗଡ଼ | ଭଟଲି | ଅନୂସୁଚିତ ଜନଜାତି | ||
ବରଗଡ଼ | ଭେଡେନ | ସାଧାରଣ | ୨୧ଟି ପଞ୍ଚାୟତ
| |
ବରଗଡ଼ | ରାଜବୋଡ଼ାସମ୍ବର | ସାଧାରଣ | ୨୧ଟି ପଞ୍ଚାୟତ
|
|
ବରଗଡ଼ | ସୋହେଲା | ମହିଳା | ୨୬ଟି ପଞ୍ଚାୟତ
|
ବଲାଙ୍ଗୀର ଜିଲ୍ଲା ପରିଷଦର ପଞ୍ଚାୟତ
[ସମ୍ପାଦନା]ଜିଲ୍ଲା ପରିଷଦ | ପଞ୍ଚାୟତ ସମିତି | ସମ୍ପାଦକ ପଦବୀ କାହାପାଇଁ ସଂରକ୍ଷିତ | ଅଧିନସ୍ଥ ଗ୍ରାମପଞ୍ଚାୟତ | ସୂଚନା |
---|---|---|---|---|
ବଲାଙ୍ଗୀର | ଆଗଲପୁର | ସାଧାରଣ | ୧୮ଟି ପଞ୍ଚାୟତ
|
|
ବଲାଙ୍ଗୀର | ଖପ୍ରାଖୋଲ | ସାଧାରଣ | ୧୮ଟି ପଞ୍ଚାୟତ
|
|
ବଲାଙ୍ଗୀର | ଗୁଡ଼ଭେଲା | ମହିଳା-ଅନୂସୁଚିତ ଜାତି | ୧୨ଟି ପଞ୍ଚାୟତ
|
|
ବଲାଙ୍ଗୀର | ଟିଟିଲାଗଡ଼ | ଅନୂସୁଚିତ ଜନଜାତି | ୨୨ଟି ପଞ୍ଚାୟତ
|
|
ବଲାଙ୍ଗୀର | ତୁରେଇକେଲା | ଅନୂସୁଚିତ ଜାତି | ୧୯ଟି ପଞ୍ଚାୟତ
|
|
ବଲାଙ୍ଗୀର | ଦେଓଗାଁ | ମହିଳା-ଅନୂସୁଚିତ ଜନଜାତି | ୨୩ଟି ପଞ୍ଚାୟତ
|
|
ବଲାଙ୍ଗୀର | ପାଟଣାଗଡ଼ | ମହିଳା-ପଛୁଆ ବର୍ଗ | ୨୩ଟି ପଞ୍ଚାୟତ
|
|
ବଲାଙ୍ଗୀର | ପୁଇଁତଳା | ପଛୁଆ ବର୍ଗ | ୨୫ଟି ପଞ୍ଚାୟତ
|
|
ବଲାଙ୍ଗୀର | ବଲାଙ୍ଗୀର | ପଛୁଆ ବର୍ଗ | ୨୨ଟି ପଞ୍ଚାୟତ
|
|
ବଲାଙ୍ଗୀର | ବଙ୍ଗୋମୁଣ୍ଡା | ମହିଳା-ପଛୁଆ ବର୍ଗ | ୨୨ଟି ପଞ୍ଚାୟତ
|
|
ବଲାଙ୍ଗୀର | ବେଲପଡ଼ା | ମହିଳା | ୨୩ଟି ପଞ୍ଚାୟତ
|
|
ବଲାଙ୍ଗୀର | ମୁରିବାହାଲ | ଅନୂସୁଚିତ ଜନଜାତି | ୧୮ଟି ପଞ୍ଚାୟତ
|
|
ବଲାଙ୍ଗୀର | ସଇଁତଳା | ସାଧାରଣ | ୨୦ଟି ପଞ୍ଚାୟତ
|
|
ବଲାଙ୍ଗୀର | ଲୋଇସିଂହା | ସାଧାରଣ | ୧୮ଟି ପଞ୍ଚାୟତ
|
ବାଲେଶ୍ୱର ଜିଲ୍ଲା ପରିଷଦର ପଞ୍ଚାୟତ
[ସମ୍ପାଦନା]ଜିଲ୍ଲା ପରିଷଦ | ପଞ୍ଚାୟତ ସମିତି | ସମ୍ପାଦକ ପଦବୀ କାହାପାଇଁ ସଂରକ୍ଷିତ | ଅଧିନସ୍ଥ ଗ୍ରାମପଞ୍ଚାୟତ | ସୂଚନା |
---|---|---|---|---|
ବାଲେଶ୍ୱର | ଔପଦା | ସାଧାରଣ | ||
ବାଲେଶ୍ୱର | ଖଇରା | ଅନୂସୁଚିତ ଜାତି | ୩୦ଟି ପଞ୍ଚାୟତ
|
|
ବାଲେଶ୍ୱର | ଜଳେଶ୍ୱର | ସାଧାରଣ | ୨୭ଟି ପଞ୍ଚାୟତ
|
|
ବାଲେଶ୍ୱର | ନୀଳଗିରି | ମହିଳା-ଅନୂସୁଚିତ ଜନଜାତି | ୨୫ଟି ପଞ୍ଚାୟତ
| |
ବାଲେଶ୍ୱର | ବସ୍ତା | ମହିଳା-ପଛୁଆ ବର୍ଗ | ୨୨ଟି ପଞ୍ଚାୟତ
| |
ବାଲେଶ୍ୱର | ବାହାନଗା | ପଛୁଆ ବର୍ଗ | ||
ବାଲେଶ୍ୱର | ବାଲିଆପାଳ | ପଛୁଆ ବର୍ଗ | ||
ବାଲେଶ୍ୱର | ବାଲେଶ୍ୱର | ମହିଳା | ||
ବାଲେଶ୍ୱର | ଭୋଗରାଇ | ସାଧାରଣ | ୩୨ଟି ପଞ୍ଚାୟତ
| |
ବାଲେଶ୍ୱର | ରେମୁଣା | ସାଧାରଣ | ||
ବାଲେଶ୍ୱର | ସିମୁଳିଆ | ସାଧାରଣ | ||
ବାଲେଶ୍ୱର | ସୋର | ମହିଳା-ଅନୂସୁଚିତ ଜାତି |
ବୌଦ୍ଧ ଜିଲ୍ଲା ପରିଷଦର ପଞ୍ଚାୟତ
[ସମ୍ପାଦନା]ଜିଲ୍ଲା ପରିଷଦ | ପଞ୍ଚାୟତ ସମିତି | ସମ୍ପାଦକ ପଦବୀ କାହାପାଇଁ ସଂରକ୍ଷିତ | ଅଧିନସ୍ଥ ଗ୍ରାମପଞ୍ଚାୟତ | ସୂଚନା |
---|---|---|---|---|
ବୌଦ୍ଧ | କଣ୍ଟାମାଳ | ମହିଳା-ଅନୂସୁଚିତ ଜାତି | ୨୪ଟି ପଞ୍ଚାୟତ
|
|
ବୌଦ୍ଧ | ବୌଦ୍ଧ | ଅନୂସୁଚିତ ଜନଜାତି | ୨୧ଟି ପଞ୍ଚାୟତ
| |
ବୌଦ୍ଧ | ହରଭଙ୍ଗା | ପଛୁଆ ବର୍ଗ |
ଭଦ୍ରକ ଜିଲ୍ଲା ପରିଷଦର ପଞ୍ଚାୟତ
[ସମ୍ପାଦନା]ଜିଲ୍ଲା ପରିଷଦ | ପଞ୍ଚାୟତ ସମିତି | ସମ୍ପାଦକ ପଦବୀ କାହାପାଇଁ ସଂରକ୍ଷିତ | ଅଧିନସ୍ଥ ଗ୍ରାମପଞ୍ଚାୟତ | ସୂଚନା |
---|---|---|---|---|
ଭଦ୍ରକ | ଚାନ୍ଦବାଲି | ଅନୂସୁଚିତ ଜନଜାତି | ||
ଭଦ୍ରକ | ତିହିଡ଼ି | ପଛୁଆ ବର୍ଗ | ୧୪ଟି ପଞ୍ଚାୟତ
|
|
ଭଦ୍ରକ | ଧାମନଗର | ମହିଳା-ଅନୂସୁଚିତ ଜାତି | ||
ଭଦ୍ରକ | ବନ୍ତ | ମହିଳା-ପଛୁଆ ବର୍ଗ | ୨୨ଟି ପଞ୍ଚାୟତ
|
|
ଭଦ୍ରକ | ବାସୁଦେବପୁର | ସାଧାରଣ | ||
ଭଦ୍ରକ | ଭଦ୍ରକ | ସାଧାରଣ | ||
ଭଦ୍ରକ | ଭଣ୍ଡାରିପୋଖରି | ମହିଳା |
ମୟୂରଭଞ୍ଜ ଜିଲ୍ଲା ପରିଷଦର ପଞ୍ଚାୟତ
[ସମ୍ପାଦନା]ଜିଲ୍ଲା ପରିଷଦ | ପଞ୍ଚାୟତ ସମିତି | ସମ୍ପାଦକ ପଦବୀ କାହାପାଇଁ ସଂରକ୍ଷିତ | ଅଧିନସ୍ଥ ଗ୍ରାମପଞ୍ଚାୟତ | ସୂଚନା |
---|---|---|---|---|
ମୟୂରଭଞ୍ଜ | ଉଦଳା | ମହିଳା-ଅନୂସୁଚିତ ଜନଜାତି | ୧୧ଟି ପଞ୍ଚାୟତ
| |
ମୟୂରଭଞ୍ଜ | କପ୍ତିପଦା | ମହିଳା-ଅନୂସୁଚିତ ଜନଜାତି | ୨୫ଟି ପଞ୍ଚାୟତ
| |
ମୟୂରଭଞ୍ଜ | କରଞ୍ଜିଆ | ଅନୂସୁଚିତ ଜନଜାତି | ୧୩ଟି ପଞ୍ଚାୟତ
| |
ମୟୂରଭଞ୍ଜ | କୁଳିଅଣା | ଅନୂସୁଚିତ ଜନଜାତି | ||
ମୟୂରଭଞ୍ଜ | କୁସୁମି | ଅନୂସୁଚିତ ଜନଜାତି | ||
ମୟୂରଭଞ୍ଜ | ଖୁଣ୍ଟା | ଅନୂସୁଚିତ ଜନଜାତି | ||
ମୟୂରଭଞ୍ଜ | ଗୋପବନ୍ଧୁନଗର | ଅନୂସୁଚିତ ଜନଜାତି | ୧୩ଟି ପଞ୍ଚାୟତ
| |
ମୟୂରଭଞ୍ଜ | ଜଶିପୁର | ଅନୂସୁଚିତ ଜନଜାତି | ||
ମୟୂରଭଞ୍ଜ | ଜାମଦା | ମହିଳା-ଅନୂସୁଚିତ ଜନଜାତି | ୦୮ଟି ପଞ୍ଚାୟତ
| |
ମୟୂରଭଞ୍ଜ | ଠାକୁରମୁଣ୍ଡା | ଅନୂସୁଚିତ ଜନଜାତି | ||
ମୟୂରଭଞ୍ଜ | ତିରିଙ୍ଗ | ଅନୂସୁଚିତ ଜନଜାତି | ||
ମୟୂରଭଞ୍ଜ | ବଡ଼ସାହି | ମହିଳା-ଅନୂସୁଚିତ ଜନଜାତି | ##ଟି ପଞ୍ଚାୟତ
| |
ମୟୂରଭଞ୍ଜ | ବହଳଦା | ଅନୂସୁଚିତ ଜନଜାତି | ୧୨ଟି ପଞ୍ଚାୟତ
| |
ମୟୂରଭଞ୍ଜ | ବାରିପଦା ସଦର | ଅନୂସୁଚିତ ଜନଜାତି | ୧୧ଟି ପଞ୍ଚାୟତ
|
|
ମୟୂରଭଞ୍ଜ | ବିଜାତଳା | ଅନୂସୁଚିତ ଜନଜାତି | ୧୦ଟି ପଞ୍ଚାୟତ
|
|
ମୟୂରଭଞ୍ଜ | ବିସୋଇ | ମହିଳା-ଅନୂସୁଚିତ ଜନଜାତି | ||
ମୟୂରଭଞ୍ଜ | ବାଙ୍ଗିରିପୋଶି | ଅନୂସୁଚିତ ଜନଜାତି | ||
ମୟୂରଭଞ୍ଜ | ବେତନଟୀ | ଅନୂସୁଚିତ ଜନଜାତି | ୨୨ଟି ପଞ୍ଚାୟତ
| |
ମୟୂରଭଞ୍ଜ | ମୋରଡ଼ା | ଅନୂସୁଚିତ ଜନଜାତି | ||
ମୟୂରଭଞ୍ଜ | ରରୁଆଁ | ମହିଳା-ଅନୂସୁଚିତ ଜନଜାତି | ୧୨ଟି ପଞ୍ଚାୟତ
| |
ମୟୂରଭଞ୍ଜ | ରାସଗୋବିନ୍ଦପୁର | ଅନୂସୁଚିତ ଜନଜାତି | ##ଟି ପଞ୍ଚାୟତ
| |
ମୟୂରଭଞ୍ଜ | ରାଇରଙ୍ଗପୁର | ମହିଳା-ଅନୂସୁଚିତ ଜନଜାତି | ||
ମୟୂରଭଞ୍ଜ | ଶାମାଖୁଣ୍ଟା | ମହିଳା-ଅନୂସୁଚିତ ଜନଜାତି | ୧୪ଟି ପଞ୍ଚାୟତ
| |
ମୟୂରଭଞ୍ଜ | ସାରସକଣା | ଅନୂସୁଚିତ ଜନଜାତି | ୧୫ଟି ପଞ୍ଚାୟତ
| |
ମୟୂରଭଞ୍ଜ | ଶୁକୃଳି | ମହିଳା-ଅନୂସୁଚିତ ଜନଜାତି | ୦୯ଟି ପଞ୍ଚାୟତ
| |
ମୟୂରଭଞ୍ଜ | ଶୁଳିଆପଦା | ଅନୂସୁଚିତ ଜନଜାତି |
ମାଲକାନଗିରି ଜିଲ୍ଲା ପରିଷଦର ପଞ୍ଚାୟତ
[ସମ୍ପାଦନା]ଜିଲ୍ଲା ପରିଷଦ | ପଞ୍ଚାୟତ ସମିତି | ସମ୍ପାଦକ ପଦବୀ କାହାପାଇଁ ସଂରକ୍ଷିତ | ଅଧିନସ୍ଥ ଗ୍ରାମପଞ୍ଚାୟତ | ସୂଚନା |
---|---|---|---|---|
ମାଲକାନଗିରି | କାଲିମେଳା | ମହିଳା-ଅନୂସୁଚିତ ଜନଜାତି | ୨୧ଟି ପଞ୍ଚାୟତ
|
|
ମାଲକାନଗିରି | କୁଡୁମୁଳୁଗୁମ୍ମା | ଅନୂସୁଚିତ ଜନଜାତି | ୧୧ଟି ପଞ୍ଚାୟତ
|
|
ମାଲକାନଗିରି | ଚିତ୍ରକୋଣ୍ଡା | ଅନୂସୁଚିତ ଜନଜାତି | ||
ମାଲକାନଗିରି | ଖଇରପୁଟ | ମହିଳା-ଅନୂସୁଚିତ ଜନଜାତି | ||
ମାଲକାନଗିରି | ପଡ଼ିଆ | ଅନୂସୁଚିତ ଜନଜାତି | ୧୦ଟି ପଞ୍ଚାୟତ
|
|
ମାଲକାନଗିରି | ମାଥିଲୀ | ଅନୂସୁଚିତ ଜନଜାତି | ||
ମାଲକାନଗିରି | ମାଲକାନଗିରି | ମହିଳା-ଅନୂସୁଚିତ ଜନଜାତି |
ଯାଜପୁର ଜିଲ୍ଲା ପରିଷଦର ପଞ୍ଚାୟତ
[ସମ୍ପାଦନା]ଜିଲ୍ଲା ପରିଷଦ | ପଞ୍ଚାୟତ ସମିତି | ସମ୍ପାଦକ ପଦବୀ କାହାପାଇଁ ସଂରକ୍ଷିତ | ଅଧିନସ୍ଥ ଗ୍ରାମପଞ୍ଚାୟତ | ସୂଚନା |
---|---|---|---|---|
ଯାଜପୁର | କୋରେଇ | ପଛୁଆ ବର୍ଗ | ୨୨ଟି ପଞ୍ଚାୟତ
|
|
ଯାଜପୁର | ଦଶରଥପୁର | ମହିଳା | ୧୫ଟି ପଞ୍ଚାୟତ
|
|
ଯାଜପୁର | ଦାନଗଦି | ମହିଳା-ଅନୂସୁଚିତ ଜାତି | ୨୨ଟି ପଞ୍ଚାୟତ
|
|
ଯାଜପୁର | ଧର୍ମଶାଳା | ସାଧାରଣ | ୩୬ଟି ପଞ୍ଚାୟତ
|
|
ଯାଜପୁର | ବଡ଼ଚଣା | ମହିଳା | ୩୭ଟି ପଞ୍ଚାୟତ
|
|
ଯାଜପୁର | ବରୀ | ମହିଳା-ପଛୁଆ ବର୍ଗ | ୨୯ଟି ପଞ୍ଚାୟତ
|
|
ଯାଜପୁର | ବିଞ୍ଝାରପୁର | ପଛୁଆ ବର୍ଗ | ୨୬ଟି ପଞ୍ଚାୟତ
|
|
ଯାଜପୁର | ଯାଜପୁର | ଅନୂସୁଚିତ ଜାତି | ##ଟି ପଞ୍ଚାୟତ
|
|
ଯାଜପୁର | ରସୁଲପୁର | ସାଧାରଣ | ୨୮ଟି ପଞ୍ଚାୟତ
|
|
ଯାଜପୁର | ସୁକିନ୍ଦା | ସାଧାରଣ | ୨୫ଟି ପଞ୍ଚାୟତ
|
ରାୟଗଡ଼ା ଜିଲ୍ଲା ପରିଷଦର ପଞ୍ଚାୟତ
[ସମ୍ପାଦନା]ଜିଲ୍ଲା ପରିଷଦ | ପଞ୍ଚାୟତ ସମିତି | ସମ୍ପାଦକ ପଦବୀ କାହାପାଇଁ ସଂରକ୍ଷିତ | ଅଧିନସ୍ଥ ଗ୍ରାମପଞ୍ଚାୟତ | ସୂଚନା |
---|---|---|---|---|
ରାୟଗଡ଼ା | କଲ୍ୟାଣସିଂହପୁର | ମହିଳା-ଅନୂସୁଚିତ ଜନଜାତି | ୧୩ଟି ପଞ୍ଚାୟତ
| |
ରାୟଗଡ଼ା | କାଶୀପୁର | ଅନୂସୁଚିତ ଜନଜାତି | ୨୦ଟି ପଞ୍ଚାୟତ
| |
ରାୟଗଡ଼ା | କୋଲନରା | ଅନୂସୁଚିତ ଜନଜାତି | ||
ରାୟଗଡ଼ା | ଗୁଡ଼ାରି | ମହିଳା-ଅନୂସୁଚିତ ଜନଜାତି | ||
ରାୟଗଡ଼ା | ଗୁଣୁପୁର | ଅନୂସୁଚିତ ଜନଜାତି | ||
ରାୟଗଡ଼ା | ଚନ୍ଦ୍ରପୁର | ମହିଳା-ଅନୂସୁଚିତ ଜନଜାତି | ||
ରାୟଗଡ଼ା | ପଦ୍ମପୁର | ଅନୂସୁଚିତ ଜନଜାତି | ||
ରାୟଗଡ଼ା | ବିଷମକଟକ | ଅନୂସୁଚିତ ଜନଜାତି | ୨୦ଟି ପଞ୍ଚାୟତ
| |
ରାୟଗଡ଼ା | ମୁନିଗୁଡ଼ା | ଅନୂସୁଚିତ ଜନଜାତି | ||
ରାୟଗଡ଼ା | ରାମନାଗୁଡ଼ା | ଅନୂସୁଚିତ ଜନଜାତି | ୧୨ଟି ପଞ୍ଚାୟତ[୧]
| |
ରାୟଗଡ଼ା | ରାୟଗଡ଼ା | ମହିଳା-ଅନୂସୁଚିତ ଜନଜାତି |
ସମ୍ବଲପୁର ଜିଲ୍ଲା ପରିଷଦର ପଞ୍ଚାୟତ
[ସମ୍ପାଦନା]ଜିଲ୍ଲା ପରିଷଦ | ପଞ୍ଚାୟତ ସମିତି | ସମ୍ପାଦକ ପଦବୀ କାହାପାଇଁ ସଂରକ୍ଷିତ | ଅଧିନସ୍ଥ ଗ୍ରାମପଞ୍ଚାୟତ | ସୂଚନା |
---|---|---|---|---|
ସମ୍ବଲପୁର | କୁଚିଣ୍ଡା | ମହିଳା-ଅନୂସୁଚିତ ଜନଜାତି | ୧୭ଟି ପଞ୍ଚାୟତ
|
|
ସମ୍ବଲପୁର | ଧନକଉଡ଼ା | ମହିଳା-ପଛୁଆ ବର୍ଗ | ୧୬ଟି ପଞ୍ଚାୟତ
|
|
ସମ୍ବଲପୁର | ନାକଟିଦେଉଳ | ଅନୂସୁଚିତ ଜାତି | ୧୩ଟି ପଞ୍ଚାୟତ
|
|
ସମ୍ବଲପୁର | ବାମରା | ଅନୂସୁଚିତ ଜନଜାତି | ||
ସମ୍ବଲପୁର | ମାନେଶ୍ୱର | ସାଧାରଣ | ୧୭ଟି ପଞ୍ଚାୟତ
|
|
ସମ୍ବଲପୁର | ଯମନକିରା | ଅନୂସୁଚିତ ଜନଜାତି | ||
ସମ୍ବଲପୁର | ଯୁଯୋମୁରା | ପଛୁଆ ବର୍ଗ | ୧୮ଟି ପଞ୍ଚାୟତ
|
|
ସମ୍ବଲପୁର | ରେଢ଼ାଖୋଲ | ମହିଳା-ଅନୂସୁଚିତ ଜାତି | ୧୪ଟି ପଞ୍ଚାୟତ
|
|
ସମ୍ବଲପୁର | ରେଙ୍ଗାଲି | ମହିଳା-ଅନୂସୁଚିତ ଜନଜାତି | ୧୫ଟି ପଞ୍ଚାୟତ
|
ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ପଞ୍ଚାୟତ
[ସମ୍ପାଦନା]ଜିଲ୍ଲା ପରିଷଦ | ପଞ୍ଚାୟତ ସମିତି | ସମ୍ପାଦକ ପଦବୀ କାହାପାଇଁ ସଂରକ୍ଷିତ | ଅଧିନସ୍ଥ ଗ୍ରାମପଞ୍ଚାୟତ | ସୂଚନା |
---|---|---|---|---|
ସୁବର୍ଣ୍ଣପୁର | ଉଲୁଣ୍ଡା | ସାଧାରଣ | ||
ସୁବର୍ଣ୍ଣପୁର | ଡୁଙ୍ଗୁରିପାଲି | ସାଧାରଣ | ୨୧ଟି ପଞ୍ଚାୟତ
|
|
ସୁବର୍ଣ୍ଣପୁର | ତରଭା | ପଛୁଆ ବର୍ଗ | ||
ସୁବର୍ଣ୍ଣପୁର | ବିନିକା | ମହିଳା-ଅନୂସୁଚିତ ଜାତି | ||
ସୁବର୍ଣ୍ଣପୁର | ବୀରମହାରାଜାପୁର | ପଛୁଆ ବର୍ଗ | ||
ସୁବର୍ଣ୍ଣପୁର | ସୋନପୁର | ମହିଳା-ଅନୂସୁଚିତ ଜନଜାତି | ୧୩ଟି ପଞ୍ଚାୟତ
|
ସୁନ୍ଦରଗଡ଼ ଜିଲ୍ଲା ପରିଷଦର ପଞ୍ଚାୟତ
[ସମ୍ପାଦନା]ଜିଲ୍ଲା ପରିଷଦ | ପଞ୍ଚାୟତ ସମିତି | ସମ୍ପାଦକ ପଦବୀ କାହାପାଇଁ ସଂରକ୍ଷିତ | ଅଧିନସ୍ଥ ଗ୍ରାମପଞ୍ଚାୟତ | ସୂଚନା |
---|---|---|---|---|
ସୁନ୍ଦରଗଡ଼ | କୋଇଡ଼ା | ମହିଳା-ଅନୂସୁଚିତ ଜନଜାତି | ||
ସୁନ୍ଦରଗଡ଼ | କୁଆଁରମୁଣ୍ଡା | ଅନୂସୁଚିତ ଜନଜାତି | ||
ସୁନ୍ଦରଗଡ଼ | କୁତ୍ରା | ଅନୂସୁଚିତ ଜନଜାତି | ||
ସୁନ୍ଦରଗଡ଼ | ଗୁରୁଣ୍ଡିଆ | ମହିଳା-ଅନୂସୁଚିତ ଜନଜାତି | ||
ସୁନ୍ଦରଗଡ଼ | ଟାଙ୍ଗରପାଲି | ଅନୂସୁଚିତ ଜନଜାତି | ||
ସୁନ୍ଦରଗଡ଼ | ନୁଆଗାଁ | ଅନୂସୁଚିତ ଜନଜାତି | ||
ସୁନ୍ଦରଗଡ଼ | ବଣାଇଗଡ଼ | ଅନୂସୁଚିତ ଜନଜାତି | ||
ସୁନ୍ଦରଗଡ଼ | ବଡ଼ଗାଁ | ମହିଳା-ଅନୂସୁଚିତ ଜନଜାତି | ||
ସୁନ୍ଦରଗଡ଼ | ବାଲିଶଙ୍କରା | ମହିଳା-ଅନୂସୁଚିତ ଜନଜାତି | ||
ସୁନ୍ଦରଗଡ଼ | ବିଶ୍ରା | ଅନୂସୁଚିତ ଜନଜାତି | ୧୫ଟି ପଞ୍ଚାୟତ
|
|
ସୁନ୍ଦରଗଡ଼ | ରାଜଗାଙ୍ଗପୁର | ଅନୂସୁଚିତ ଜନଜାତି | ||
ସୁନ୍ଦରଗଡ଼ | ସବଡ଼େଗା | ଅନୂସୁଚିତ ଜନଜାତି | ||
ସୁନ୍ଦରଗଡ଼ | ସୁନ୍ଦରଗଡ଼ ସଦର | ମହିଳା-ଅନୂସୁଚିତ ଜନଜାତି | ||
ସୁନ୍ଦରଗଡ଼ | ଲହୁଣିପଡ଼ା | ଅନୂସୁଚିତ ଜନଜାତି | ||
ସୁନ୍ଦରଗଡ଼ | ଲାଠିକଟା | ମହିଳା-ଅନୂସୁଚିତ ଜନଜାତି | ୧୬ଟି ପଞ୍ଚାୟତ
|
|
ସୁନ୍ଦରଗଡ଼ | ଲେଫ୍ରିପଡ଼ା | ଅନୂସୁଚିତ ଜନଜାତି | ||
ସୁନ୍ଦରଗଡ଼ | ହେମଗିରି | ଅନୂସୁଚିତ ଜନଜାତି |
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ "ପଞ୍ଚାୟତ ସମିତି କାର୍ଯ୍ୟାଳୟ, ରାମନାଗୁଡ଼ା". ଧରିତ୍ରୀ. Archived from the original on 24 October 2016. Retrieved 21 October 2016.