ସୋରଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ସୋରଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୦୯,୨୮୪
ଦେଶ: ଭାରତ
ରାଜ୍ୟ: ଓଡ଼ିଶା
ଜିଲ୍ଲା: ଗଞ୍ଜାମ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଆସିକା
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ: ସୋରଡା(୨୫), ବେଲଗୁଣ୍ଠା(୧୮)
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ସୋରଡ଼ା (କ୍ରମିକ ସଂଖ୍ୟା: ୧୨୯) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ସୋରଡ଼ା (ବି), ବେଲଗୁଣ୍ଠା (ବି), ସୋରଡ଼ା ବ୍ଳକ ଓ ବେଲଗୁଣ୍ଠା ବ୍ଳକ । [୧][୨]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ବସନ୍ତ କୁମାର ବିଷୋଇଙ୍କଠାରୁ ୧୬୦୦୦ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୩]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ସ୍ୱାଧୀନ ପ୍ରାର୍ଥୀ ନୀଳମଣି ବିଷୋୟୀଙ୍କଠାରୁ ୪,୦୧୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୪]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, ସୋରଡ଼ା [୫]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ୪୩,୨୯୯ ୪୦.୪୧ -
ସ୍ୱାଧୀନ ନୀଳମଣି ବିଷୋୟୀ ୩୯,୨୮୮ ୩୬.୬୬ -
କଂଗ୍ରେସ ସୟଦ ମୁବାରକ ୧୦,୫୧୭ ୯.୮୧ -
ଭାଜପା ବରାତ ଦଣ୍ଡପାଣି ପାତ୍ର ୭,୮୧୧ ୭.୨୯ -
ସ୍ୱାଧୀନ ରଘୁନାଥ ନାୟକ ୩,୧୬୩ ୨.୯୫ -
ରିସୋପା ମଦନ ପାଢ଼ୀ ଜଗବନ୍ଧୁ ଗଡ଼ାଙ୍ଗୀ ୧,୫୪୯ ୧.୪୫ -
ସ୍ୱାଧୀନ ଭଗବାନ ନାୟକ ୧,୫୩୩ ୧.୪୩ -
ଭୋଟ ବ୍ୟବଧାନ ୪,୦୧୧ ୩.୭୪* -
ମତଦାନ ହାର ୧,୦୭,୧୮୨ ୫୭.୭୧ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୫୭ରୁ ୨୦୧୪ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୬]

ଆଧାର[ସମ୍ପାଦନା]

  1. Assembly Constituencies and their EXtent
  2. Seats of Odisha
  3. https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  4. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  5. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  6. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf