ପାରଳାଖେମୁଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ ରୁ
Jump to navigation Jump to search
ପାରଳାଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୯୪,୭୮୪
ଜିଲ୍ଲା: ଗଜପତି
ଲୋକ ସଭା ନିର୍ବାଚନ ମଣ୍ଡଳୀ: ବ୍ରହ୍ମପୁର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ପାରଳାଖେମୁଣ୍ଡି (କ୍ରମିକ ସଂଖ୍ୟା: (୧୩୭) ଗଜପତି ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ପାରଳାଖେମୁଣ୍ଡି (ପୌ), କାଶିନଗର (ବି), ପାରଳାଖେମୁଣ୍ଡି ବ୍ଳକ, କାଶିନଗର ବ୍ଳକ ଓ ଗୁମ୍ମା ବ୍ଳକ ।[୨][୩]

ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ କେ. ସୂର୍ୟ୍ଯା ରାଓ ବିଜୁ ଜନତା ଦଳ ପ୍ରାର୍ଥୀ କେ. ନାରାୟଣ ରାଓଙ୍କ ଠାରୁ ୧୪୧୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ମାନେ ହେଲେ: [୫][୬]

  • ୨୦୧୪: (୧୩୬): କେଙ୍ଗମ ସୂର୍ଯ୍ୟ ରାଓ (କଂଗ୍ରେସ)
  • ୨୦୦୯: (୧୩୬): କେ. ନାରାୟଣ ରାଓ (ବିଜଦ)
  • ୨୦୦୪: (୭୯): ତ୍ରିନାଥ ସାହୁ (କଂଗ୍ରେସ)
  • ୨୦୦୦: (୭୯): ତ୍ରିନାଥ ସାହୁ (କଂଗ୍ରେସ)
  • ୧୯୯୫: (୭୯): ତ୍ରିନାଥ ସାହୁ (ସ୍ୱାଧୀନ)
  • ୧୯୯୦: (୭୯): ଦରପୁ ଲଚନ୍ନା ନାଇଡୁ (ଜନତା ଦଳ)
  • ୧୯୮୫: (୭୯): ତ୍ରିନାଥ ସାହୁ (କଂଗ୍ରେସ)
  • ୧୯୮୦: (୭୯): ବିଜୟ କୁମାର ଜେନା (ସ୍ୱାଧୀନ)
  • ୧୯୭୭: (୭୯): ବିଜୟ କୁମାର ଜେନା (ସ୍ୱାଧୀନ)
  • ୧୯୭୪: (୭୯): ନାଲା କୁର୍ମୁ ନାୟକଲୁ ଦୋରା[୭] (ଉତ୍କଳ କଂଗ୍ରେସ)
  • ୧୯୭୧: (୭୫): ଲଛନ ନାଇଡୁ ଦରମୁ (ସ୍ୱତନ୍ତ୍ର)
  • ୧୯୬୭: (୭୫): ନାଲା କୁର୍ମୁ ନାୟକଲୁ ଦୋରା (କଂଗ୍ରେସ)
  • ୧୯୬୧: (୧୩): ନାଲା କୁର୍ମୁ ନାୟକଲୁ ଦୋରା (କଂଗ୍ରେସ)
  • ୧୯୫୭: (୧୦): ନାଲା କୁର୍ମୁ ନାୟକଲୁ ଦୋରା (ସ୍ୱାଧୀନ)
  • ୧୯୫୧: (୧୦୬): ଜଗନ୍ନାଥ ମିଶ୍ର (କମ୍ୟୁନିଷ୍ଟ) ଓ ଅପନା ଦୋରା ବିଶ୍ୱାସରାୟ (ସ୍ୱାଧୀନ)

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ କେ. ନାରାୟଣ ରାଓ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ତ୍ରିନାଥ ସାହୁଙ୍କଠାରୁ ୧୪୯୪୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୮]

୨୦୦୯ ବିଧାନ ସଭା ନିର୍ବାଚନ, ପାରଳାଖେମୁଣ୍ଡି [୯]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ କେ. ନାରାୟଣ ରାଓ ୫୮,୫୨୮ ୫୧.୧୦ -
କଂଗ୍ରେସ ତ୍ରିନାଥ ସାହୁ ୪୩,୫୮୭ ୩୮.୦୬ -
ଭାଜପା ଟି. କୁରାନ୍ନା ୬,୬୮୬ ୫.୮୪ -
ସ୍ୱାଧୀନ ଯକୁବୋ ରାଇତୋ ୨,୧୬୦ ୧.୮୯ -
କଳିଙ୍ଗ ସେନା କୈଳାଶ ଚନ୍ଦ୍ର ମାଳୀ ୧,୧୬୭ ୧.୦୨ -
ସମୃଦ୍ଧ ଓଡ଼ିଶା ସସ୍ମିତା ରାଜଗୁରୁ ୮୪୭ ୦.୭୪ -
ସ୍ୱାଧୀନ ବିବେକାନନ୍ଦ ବେହେରା ୭୮୯ ୦.୬୯ -
ସିପିଆଇ(ମାଲେ) ଲିବରେସନ ବିଦ୍ୟାଧର ପାତ୍ର ୭୬୨ ୦.୬୭ -
ଭୋଟ ବ୍ୟବଧାନ ୧୪,୯୪୧ ୧୩.୦୫* -
ମତଦାନ ହାର ୧,୧୪,୫୫୬ ୬୩.୭୨ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ଆଧାର[ସମ୍ପାଦନା]

  1. "Paralakhemundi Assembly Election 2009, Orissa". empoweringindia.org. Retrieved 8 June 2013. Constituency: Paralakhemundi (137) District : Gajapati
  2. Assembly Constituencies and their Extent
  3. Seats of Odisha
  4. https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "State Elections 2004 - Partywise Comparision for 79-Parlakhemundi Constituency of ORISSA". eci.nic.in. 2006. Retrieved 8 June 2013. List Of Winning Candidates
  6. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
  7. "ପୂର୍ବତନ ବିଧାୟକଙ୍କ ପରଲୋକ". Dharitri E-Paper. Retrieved 21 February 2016.
  8. "Orissa Election Result 2009 With Vote Margin". leadtech.in. Retrieved 21 April 2013. 14941
  9. http://eci.nic.in/eci_main/StatisticalReports/AE2009/stat_OR_April2009.pdf