ପାରଳାଖେମୁଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ପାରଳାଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୯୪,୭୮୪ |
ଜିଲ୍ଲା: | ଗଜପତି |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ବ୍ରହ୍ମପୁର |
ପଞ୍ଚାୟତ ସମିତି: | ୩ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ପୌର ପରିଷଦ: | ୧ |
ପାରଳାଖେମୁଣ୍ଡି (କ୍ରମିକ ସଂଖ୍ୟା: (୧୩୭) ଗଜପତି ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ପାରଳାଖେମୁଣ୍ଡି (ପୌ), କାଶିନଗର (ବି), ପାରଳାଖେମୁଣ୍ଡି ବ୍ଳକ, କାଶିନଗର ବ୍ଳକ ଓ ଗୁମ୍ମା ବ୍ଳକ ।[୨][୩]
ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ କେ. ସୂର୍ୟ୍ଯା ରାଓ ବିଜୁ ଜନତା ଦଳ ପ୍ରାର୍ଥୀ କେ. ନାରାୟଣ ରାଓଙ୍କଠାରୁ ୧୪୧୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ନିର୍ବାଚିତ ବିଧାୟକଗଣ[ସମ୍ପାଦନା]
୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୫][୬]
- ୨୦୧୯: (୧୩୬): କୋଦୁରୁ ନାରାୟଣ ରାଓ (ଭାଜପା)
- ୨୦୧୪: (୧୩୬): କେଙ୍ଗମ ସୂର୍ଯ୍ୟ ରାଓ (କଂଗ୍ରେସ)
- ୨୦୦୯: (୧୩୬): କୋଦୁରୁ ନାରାୟଣ ରାଓ (ବିଜଦ)
- ୨୦୦୪: (୭୯): ତ୍ରିନାଥ ସାହୁ (କଂଗ୍ରେସ)
- ୨୦୦୦: (୭୯): ତ୍ରିନାଥ ସାହୁ (କଂଗ୍ରେସ)
- ୧୯୯୫: (୭୯): ତ୍ରିନାଥ ସାହୁ (ସ୍ୱାଧୀନ)
- ୧୯୯୦: (୭୯): ଦରପୁ ଲଚନା ନାଇଡ଼ୁ (ଜନତା ଦଳ)
- ୧୯୮୫: (୭୯): ତ୍ରିନାଥ ସାହୁ (କଂଗ୍ରେସ)
- ୧୯୮୦: (୭୯): ବିଜୟ କୁମାର ଜେନା (ସ୍ୱାଧୀନ)
- ୧୯୭୭: (୭୯): ବିଜୟ କୁମାର ଜେନା (ସ୍ୱାଧୀନ)
- ୧୯୭୪: (୭୯): ନାଲା କୁର୍ମୁ ନାୟକଲୁ ଦୋରା[୭] (ଉତ୍କଳ କଂଗ୍ରେସ)
- ୧୯୭୧: (୭୫): ଦରପୁ ଲଚନା ନାଇଡ଼ୁ (ସ୍ୱତନ୍ତ୍ର)
- ୧୯୬୭: (୭୫): ନାଲା କୁର୍ମୁ ନାୟକଲୁ ଦୋରା (କଂଗ୍ରେସ)
- ୧୯୬୧: (୧୩): ନାଲା କୁର୍ମୁ ନାୟକଲୁ ଦୋରା (କଂଗ୍ରେସ)
- ୧୯୫୭: (୧୦): ନାଲା କୁର୍ମୁ ନାୟକଲୁ ଦୋରା (ସ୍ୱାଧୀନ)
- ୧୯୫୧: (୧୦୬): ଜଗନ୍ନାଥ ମିଶ୍ର (କମ୍ୟୁନିଷ୍ଟ) ଓ ଅପନା ଦୋରା ବିଶ୍ୱାସରାୟ (ସ୍ୱାଧୀନ)
୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ କେ. ନାରାୟଣ ରାଓ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ତ୍ରିନାଥ ସାହୁଙ୍କଠାରୁ ୧୪୯୪୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୮]
୨୦୦୯ ବିଧାନ ସଭା ନିର୍ବାଚନ, ପାରଳାଖେମୁଣ୍ଡି [୯] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | କେ. ନାରାୟଣ ରାଓ | ୫୮,୫୨୮ | ୫୧.୧୦ | - | |
କଂଗ୍ରେସ | ତ୍ରିନାଥ ସାହୁ | ୪୩,୫୮୭ | ୩୮.୦୬ | - | |
ଭାଜପା | ଟି. କୁରାନ୍ନା | ୬,୬୮୬ | ୫.୮୪ | - | |
ସ୍ୱାଧୀନ | ଯକୁବୋ ରାଇତୋ | ୨,୧୬୦ | ୧.୮୯ | - | |
କଳିଙ୍ଗ ସେନା | କୈଳାଶ ଚନ୍ଦ୍ର ମାଳୀ | ୧,୧୬୭ | ୧.୦୨ | - | |
ସମୃଦ୍ଧ ଓଡ଼ିଶା | ସସ୍ମିତା ରାଜଗୁରୁ | ୮୪୭ | ୦.୭୪ | - | |
ସ୍ୱାଧୀନ | ବିବେକାନନ୍ଦ ବେହେରା | ୭୮୯ | ୦.୬୯ | - | |
ସିପିଆଇ(ମାଲେ) ଲିବରେସନ | ବିଦ୍ୟାଧର ପାତ୍ର | ୭୬୨ | ୦.୬୭ | - | |
ଭୋଟ ବ୍ୟବଧାନ | ୧୪,୯୪୧ | ୧୩.୦୫* | - | ||
ମତଦାନ ହାର | ୧,୧୪,୫୫୬ | ୬୩.୭୨ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ଆଧାର[ସମ୍ପାଦନା]
- ↑ "Paralakhemundi Assembly Election 2009, Orissa". empoweringindia.org. Retrieved 8 June 2013.
Constituency: Paralakhemundi (137) District : Gajapati
- ↑ Assembly Constituencies and their Extent
- ↑ Seats of Odisha
- ↑ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "State Elections 2004 - Partywise Comparision for 79-Parlakhemundi Constituency of ORISSA". eci.nic.in. 2006. Retrieved 8 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
- ↑ "ପୂର୍ବତନ ବିଧାୟକ ଏନ୍.କୁର୍ମୁ ନାୟକୁଲୁ ଦୋରାଙ୍କ ପରଲୋକ". Dharitri E-Paper. 21 February 2016. Archived from the original on 27 June 2022. Retrieved 27 June 2022.
- ↑ "Orissa Election Result 2009 With Vote Margin". leadtech.in. Retrieved 21 April 2013.
14941
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf