ଭୁବନେଶ୍ୱର (ଏକାମ୍ର)

ଉଇକିପିଡ଼ିଆ‌ରୁ
(ଏକାମ୍ର ଭୁବନେଶ୍ୱରରୁ ଲେଉଟି ଆସିଛି)
ଭୁବନେଶ୍ୱର (ଏକାମ୍ର)
ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ constituency
ଓଡ଼ିଶାର ଜିଲ୍ଲା ତାଲିକାଖୋର୍ଦ୍ଧା ଜିଲ୍ଲା
Blocksଭୁବନେଶ୍ୱର
Electorate୨,୩୮,୯୪୯[୧][a]
Major settlementsଭୁବନେଶ୍ୱର
Current constituency
Created୨୦୧୯
ବିଧାୟକଅଶୋକ ଚନ୍ଦ୍ର ପଣ୍ଡା
Partyବିଜେଡି
Const. No.୧୧୪
ଲୋକ ସଭା ନିର୍ବାଚନ ମଣ୍ଡଳୀଭୁବନେଶ୍ୱର[୨]

ଭୁବନେଶ୍ୱର (ଏକାମ୍ର), (କ୍ରମାଙ୍କ: ୧୧୪) ଖୋର୍ଦ୍ଧା ଜିଲ୍ଲା, ଓଡ଼ିଶାର ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅଟେ ।[୩]

ଏହି ନିର୍ବାଚନ ମଣ୍ଡଳୀ ପାଞ୍ଚଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ । ସେଗୁଡ଼ିକ ହେଲା:

  1. ବାସୁଆଘାଇ
  2. ଇତିପୁର
  3. ଟିକରପଡ଼ା
  4. ଧଉଳି ଏବଂ
  5. ଶିଶୁପାଳ

ଏହା ଭୁବନେଶ୍ୱର ପଞ୍ଚାୟତର ୱାର୍ଡ଼ ୧୨, ୧୪, ୧୫, ୩୦ରୁ ୩୪ ଏବଂ ୩୮ରୁ ୪୭କୁ ନେଇ ଗଠିତ ।[୪][୫]

ନିର୍ବାଚିତ ବିଧାୟକ[ସମ୍ପାଦନା]

Vote share of Winning candidates
2009
  
65.63%

୨୦୦୯ ମସିହାରୁ ୨୦୧୯ ସୁଦ୍ଧା ତିନୋଟି ନିର୍ବାଚନ ହୋଇଥିଲା । ନିର୍ବାଚିତ ବିଧାୟକଗଣ ହେଲେ: [୬]

ଆହୁରି ଦେଖନ୍ତୁ[ସମ୍ପାଦନା]

ଟିପ୍ପଣୀ[ସମ୍ପାଦନା]

  1. as on 1 January 2014

ଆଧାର[ସମ୍ପାଦନା]

  1. "CONSTITUENCY-WISE ELECTOR INFORMATION" (PDF). Election Commission of India. Retrieved 16 March 2014.
  2. "18 - Bhubaneswar Parliamentary (Lok Sabha) Constituency". Datanet India. Retrieved 25 April 2014.
  3. "Orissa Assembly Election 2009". empoweringindia.org. Retrieved 25 April 2014. Constituency: Ekamra-Bhubaneswar (114) District: Khordha[dead link]
  4. Assembly Constituencies and their Extent
  5. Seats of Odisha
  6. "Ekamra-Bhubaneswar Assembly Constituency, Orissa". Compare Infobase Limited. Retrieved 24 April 2014.

ବାହାର ଆଧାର[ସମ୍ପାଦନା]