ବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଦେଖଣା
| ବିଷମ କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
|---|---|
| ଭୋଟର ସଂଖ୍ୟା (୨୦୧୪): | ୨,୦୫,୭୦୨ |
| ଜିଲ୍ଲା: | ରାୟଗଡ଼ା |
| ଲୋକ ସଭା ନିର୍ବାଚନ ମଣ୍ଡଳୀ: | କୋରାପୁଟ |
| ପଞ୍ଚାୟତ ସମିତି: | ୪ |
| ଗ୍ରାମ ପଞ୍ଚାୟତ: | |
| ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
| ପୌର ପରିଷଦ: | ୦ |
ବିଷମ କଟକ (କ୍ରମିକ ସଂଖ୍ୟା: ୧୩୯) ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବିଷମ କଟକ ବ୍ଳକ, ମୁନିଗୁଡ଼ା ବ୍ଳକ, କୋଲନାରା ବ୍ଳକ, ଓ କଲ୍ୟାଣସିଂହପୁର ବ୍ଳକ ।[୨][୩]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଜଗନ୍ନାଥ ସାରକା ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଡମ୍ବରୁଧର ଉଲାକାଙ୍କଠାରୁ ୨୯୧୮୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଡମ୍ବରୁଧର ଉଲାକା, ବିଜୁ ଜନତା ଦଳ ପ୍ରାର୍ଥୀ ଜଗନ୍ନାଥ ସରକାଙ୍କଠାରୁ ୩୪୯ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:[୬] [୭][୮][୪]
- ୨୦୨୪: ନୀଳମାଧବ ହିକ୍କା (କଂଗ୍ରେସ)
- ୨୦୧୯: ଜଗନ୍ନାଥ ସାରକା (ବିଜଦ)
- ୨୦୧୪: ଜଗନ୍ନାଥ ସାରକା (ବିଜଦ)
- ୨୦୦୯: (୧୩୯): ଡମ୍ବରୁଧର ଉଲାକା (କଂଗ୍ରେସ)
- ୨୦୦୪: (୮୧): ଡମ୍ବରୁଧର ଉଲାକା (କଂଗ୍ରେସ)
- ୨୦୦୦: (୮୧): ସାରଙ୍ଗଧର କାଡ୍ରାକା (ବିଜଦ)
- ୧୯୯୫: (୮୧): ଡମ୍ବରୁଧର ଉଲାକା (କଂଗ୍ରେସ)
- ୧୯୯୦: (୮୧): ସାରଙ୍ଗଧର କାଡ୍ରାକା (ଜନତା ଦଳ)
- ୧୯୮୫: (୮୧): ଡମ୍ବରୁଧର ଉଲାକା (କଂଗ୍ରେସ)
- ୧୯୮୦: (୮୧): ଡମ୍ବରୁଧର ଉଲାକା (କଂଗ୍ରେସ-ଇ)
- ୧୯୭୭: (୮୧): ଡମ୍ବରୁଧର ଉଲାକା (କଂଗ୍ରେସ)
- ୧୯୭୪: (୮୧): ଡମ୍ବରୁଧର ଉଲାକା (କଂଗ୍ରେସ)
- ୧୯୭୧: (୭୭): ପ୍ରସକା ଶ୍ରୀପତି (ସ୍ୱତନ୍ତ୍ର)
- ୧୯୬୭: (୭୭): ବିଶ୍ୱନାଥ ଚୌଧୁରୀ (ସ୍ୱତନ୍ତ୍ର)
- ୧୯୬୧: (୧୨): ବିଶ୍ୱନାଥ ଚୌଧୁରୀ (ଗଣ ପରିଷଦ)
- ୧୯୫୧: (୮): ଶ୍ୟାମଘନ ଉଲାକା (ଗଣ ପରିଷଦ)
୨୦୦୯ ନିର୍ବାଚନ ଫଳାଫଳ
[ସମ୍ପାଦନା]| ୨୦୦୯ ବିଧାନ ସଭା ନିର୍ବାଚନ, ବିଷମ କଟକ [୯] | |||||
|---|---|---|---|---|---|
| ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
| କଂଗ୍ରେସ | ଡମ୍ବରୁଧର ଉଲାକା | ୪୭,୫୫୫ | ୩୪.୫୦ | - | |
| ବିଜଦ | ଜଗନ୍ନାଥ ସରକା | ୪୭,୨୦୬ | ୩୪.୨୪ | - | |
| ବସପା | ସୁବର୍ଦନୀ ୱଡ଼କା | ୧୪,୦୭୪ | ୧୦.୨୧ | - | |
| ଭାଜପା | ବିଦୁଲତା ହୁଇକା | ୭,୭୮୫ | ୫.୬୫ | - | |
| ସ୍ୱାଧୀନ | ସାରଙ୍ଗଧର କଡ଼ର୍କା | ୬,୧୮୪ | ୪.୪୯ | - | |
| ସ୍ୱାଧୀନ | ଶ୍ରୀଧର କୋରଡ଼ା | ୪,୬୬୧ | ୩.୩୮ | - | |
| ସ୍ୱାଧୀନ | ହୀରାଧର ଜଗରଙ୍ଗା | ୪,୧୪୫ | ୩.୦୧ | - | |
| ସିପିଆଇ(ମାଲେ) ଲିବରେସନ | ଘାସିରାମ ପ୍ରସ୍କା | ୩,୪୭୩ | ୨.୫୨ | - | |
| ସମୃଦ୍ଧ ଓଡ଼ିଶା | ଗୋପି କୋଣ୍ଡାଗରି | ୨,୭୭୭ | ୨.୦୧ | - | |
| ଭୋଟ ବ୍ୟବଧାନ | ୩୪୯ | ୦.୨୫* | - | ||
| ମତଦାନ ହାର | ୧,୩୭,୮୬୧ | ୭୧.୩୯ | - | ||
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ଆଧାର
[ସମ୍ପାଦନା]- ↑ "Bissam Cuttack Assembly Election 2009, Orissa". empoweringindia.org. Archived from the original on 24 March 2014. Retrieved 21 June 2013.
Constituency: Bissam Cuttack (139) District : Rayagada
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
349
- ↑ "State Elections 2004 - Partywise Comparision for 81-Bissam-Cuttack Constituency of ORISSA". eci.nic.in. 2006. Retrieved 21 June 2013.
List Of Winning Candidates Year Voters In 1000 Voter Turnout (% age) Winner
{{cite web}}: horizontal tab character in|quote=at position 33 (help) - ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
- ↑ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf