ନବରଙ୍ଗପୁର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/softredirect' not found. with short description]]

ନବରଙ୍ଗପୁର
ସହର
ଭଣ୍ଡାରଘରଣୀ ମନ୍ଦିର
ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା' ଭଣ୍ଡାରଘରଣୀ
Country India
Stateଓଡ଼ିଶା
Districtନବରଙ୍ଗପୁର
Area
 • ସମୁଦାୟ5,294.5 km2 (2,044.2 sq mi)
Elevation
557 m (1,827 ft)
Population
 (1991)
 • Total୮,୪୬,୬୫୯
 • Density160/km2 (410/sq mi)
Languages
Time zoneUTC+5:30 (IST)
PIN
୭୬୪୦୫୯
Telephone code୦୬୭୫୮

ନବରଙ୍ଗପୁର ] ଓଡ଼ିଶା ଅବସ୍ଥିତ ନବରଙ୍ଗପୁର ଜିଲ୍ଲାର ଏକ ମ୍ୟୁନିସିପାଲିଟି ଓ ଏକ ବଡ଼ ସହର । ଏହା ନବରଙ୍ଗପୁର ଜିଲ୍ଲାର ସଦର ମହକୁମା ।

ଅବସ୍ଥାନ[ସମ୍ପାଦନା]

ଏହାର ଦିଗବାରେଣି:
ଏହି ସହର ୧୯.୧୪' ଅକ୍ଷାଂଶ ଓ ୮୨.୩୨' ଦ୍ରାଘିମାରେ ଓ ସମୁଦ୍ର ପତ୍ତନଠାରୁ ୧୮୭୬ ଫୁଟ ଉଚ୍ଚରେ ଅବସ୍ଥିତ ।

ଇତିହାସ[ସମ୍ପାଦନା]

ପର୍ଯ୍ୟଟନ[ସମ୍ପାଦନା]

ଜନଗଣନା[ସମ୍ପାଦନା]

୨୦୦୧ର ଜନଗଣନା ଅନୁସାରେ ,[୧] ନବରଙ୍ଗପୁରର ଲୋକସଙ୍ଖ୍ୟା ଥିଲା ୨୭,୯୭୫ । ସମୁଦାୟର ଜନସଙ୍ଖ୍ୟାର ୫୩% ଭାଗ ପୁରୁଷ ଓ ମହିଳା ୪୭% । ହାରାହାରି ସାକ୍ଷରତା ହାର ୬୭%, ଯାହା ଜାତୀୟ ସାକ୍ଷରତା ହାର ୫୯.୫%ଠାରୁ ଅଧିକ । ପୁରୁଷ ସାକ୍ଷରତା ୭୨% ଓ ମହିଳା ସାକ୍ଷରତା ହାର ୬୨% । ସମୁଦାୟ ଲୋକସଙ୍ଖ୍ୟାର ୧୨% ୬ ବର୍ଷରୁ କମ ବୟସର ।

ଆଧାର[ସମ୍ପାଦନା]

  1. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.