Jump to content

ଚିତ୍ରକୋଣ୍ଡା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ଚିତ୍ରକୋଣ୍ଡା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୬୨,୬୯୫
ଜିଲ୍ଲା: ମାଲକାନଗିରି
ଲୋକ ସଭା ନିର୍ବାଚନ ମଣ୍ଡଳୀ: ନବରଙ୍ଗପୁର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଚିତ୍ରକୋଣ୍ଡା (କ୍ରମିକ ସଂଖ୍ୟା: ୧୪୭) ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବାଲିମେଳା (ବି), ମାଥିଲି ବ୍ଳକ, କୁଡୁମୁଲୁଗୁମ୍ମା ବ୍ଳକ, ଖଇରପୁଟ ବ୍ଳକ ଓ କୋରୁକୁଣ୍ଡା ବ୍ଳକର କିଛି ଅଂଶ ।[୧][୨]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଡମ୍ବରୁ ଶିଶାଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୁନାଧର କାକାରିଙ୍କଠାରୁ ୨୪୭୩୦ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୩]

ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ମମତା ମାଢ଼ୀ, ବିଜୁ ଜନତା ଦଳ ପ୍ରାର୍ଥୀ ଡମ୍ବରୁ ଶିଶାଙ୍କଠାରୁ ୨୬୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୪]

୨୦୦୯ ନିର୍ବାଚନ ଫଳାଫଳ

[ସମ୍ପାଦନା]
୨୦୦୯ ବିଧାନ ସଭା ନିର୍ବାଚନ, ଚିତ୍ରକୋଣ୍ଡା [୫]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
କଂଗ୍ରେସ ମମତା ମାଢ଼ୀ ୨୨,୮୨୨ ୨୭.୮୬ -
ବିଜଦ ଡମ୍ବରୁ ଶିସା ୨୨,୫୬୨ ୨୭.୫୫ -
ଭାଜପା ଶୁକ୍ର ମୁଦୁଲି ୧୧,୮୭୪ ୧୪.୫୦ -
ସ୍ୱାଧୀନ ପ୍ରହଲାଦ ଦୋରା ୬୯୮୩ ୮.୫୩ -
ସ୍ୱାଧୀନ ମୁକୁନ୍ଦ ପଦିଆମି ୫୫୫୫ ୬.୭୮ -
ବସପା ଜଗବନ୍ଧୁ ଗଡ଼ାଙ୍ଗୀ ୪,୪୯୬ ୫.୪୯ -
ସମୃଦ୍ଧ ଓଡ଼ିଶା ନନ୍ଦ କିଶୋର ମୁଦୁଲି ୨୫୧୭ ୩.୦୭ -
ଓଡ଼ିଶା ମୁକ୍ତି ମୋର୍ଚ୍ଚା ଶୁକ୍ର ମୁଦୁଲି ୧୮୧୮ ୨.୨୨ -
ରିସୋପା ଗଙ୍ଗାଧର ଜାନୀ ୧୬୯୧ ୨.୦୬ -
ସ୍ୱାଧୀନ ଡମ୍ବ ଗୋଲାରୀ ୧୫୮୭ ୧.୯୪ -
ଭୋଟ ବ୍ୟବଧାନ ୨୬୦ ୦.୩୨* -
ମତଦାନ ହାର ୮୧,୯୦୭ ୫୧.୨୫ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

[ସମ୍ପାଦନା]

୧୯୭୪ରୁ ୨୦୧୪ ମଧ୍ୟରେ ମୋଟ ୧୦ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୬][୩]

  1. Assembly ନିର୍ବାଚନ ମଣ୍ଡଳୀ and their EXtent
  2. Seats of Odisha
  3. ୩.୦ ୩.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  4. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  5. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  6. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf