ନିଆଳି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ନିଆଳି ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୧୯,୦୭୬ |
ଜିଲ୍ଲା: | କଟକ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ଜଗତସିଂହପୁର |
ପଞ୍ଚାୟତ ସମିତି: | ୩ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୦ |
ନିଆଳି (କ୍ରମିକ ସଂଖ୍ୟା: ୯୨) କଟକ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ନିଆଳି ବ୍ଳକ, କଣ୍ଟାପଡ଼ା ବ୍ଳକ ଓ ବାରଙ୍ଗ ବ୍ଳକର କିଛି ଅଂଶ ।[୧][୨]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରମୋଦ କୁମାର ମଲ୍ଲିକ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଛବି ମଲ୍ଲିକଙ୍କଠାରୁ ୨୫୮୦୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୩]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରମୋଦ କୁମାର ମଲ୍ଲିକ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଆର୍ତ୍ତତ୍ରାଣ ମଲ୍ଲିକଙ୍କଠାରୁ ୫୦,୬୫୩ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୪]
୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]
୨୦୦୯ ବିଧାନ ସଭା ନିର୍ବାଚନ, ନିଆଳି [୫] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ପ୍ରମୋଦ କୁମାର ମଲ୍ଲିକ | ୯୦,୬୫୮ | ୬୫.୪୫ | - | |
କଂଗ୍ରେସ | ଆର୍ତ୍ତତ୍ରାଣ ମଲ୍ଲିକ | ୪୦,୦୦୫ | ୨୮.୮୮ | - | |
ଭାଜପା | ସୁଶାନ୍ତ କୁମାର ମଲ୍ଲିକ | ୪,୯୨୧ | ୩.୫୫ | - | |
ସ୍ୱାଧୀନ | ସନ୍ଧ୍ୟାରାଣୀ ଦାସ | ୧,୭୧୯ | ୧.୨୪ | - | |
ବସପା | ସନ୍ତୋଷ କୁମାର ମଲ୍ଲିକ | ୧,୨୧୮ | ୦.୮୮ | - | |
ଭୋଟ ବ୍ୟବଧାନ | ୫୦,୬୫୩ | ୩୬.୫୭* | - | ||
ମତଦାନ ହାର | ୧,୩୮,୫୩୪ | ୬୪.୫୬ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ[ସମ୍ପାଦନା]
୨୦୦୯ରେ ନବଗଠିତ[୬] ଏହି ନିର୍ବାଚନ ମଣ୍ଡଳୀରେ କେବଳ ୨ଥର ନିର୍ବାଚନ ଅନୁଷ୍ଠିତ ହୋଇଛି ।[୩]
- ୨୦୧୯: ପ୍ରମୋଦ କୁମାର ମଲ୍ଲିକ (ବିଜଦ)
- ୨୦୧୪: ପ୍ରମୋଦ କୁମାର ମଲ୍ଲିକ (ବିଜଦ)
- ୨୦୦୯: (୯୨): ପ୍ରମୋଦ କୁମାର ମଲ୍ଲିକ (ବିଜଦ)
ଆଧାର[ସମ୍ପାଦନା]
- ↑ Assembly Constituencies and their Extent
- ↑ Seats of Odisha
- ↑ ୩.୦ ୩.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Retrieved 21 April 2013.
8971
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "Lobbying begins for new seats in Cuttack". newindianexpress.com. 2013. Retrieved 20 May 2013.
The newly carved out Niali seat