କବିସୂର୍ଯ୍ୟ ନଗର
Appearance
କବିସୂର୍ଯ୍ୟନଗର | |
---|---|
ସହର | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ଗଞ୍ଜାମ |
ବିଜ୍ଞାପିତ ଅଞ୍ଚଳ ପରିଷଦ | କବିସୂର୍ଯ୍ୟନଗର |
ଭାଷା | ଓଡ଼ିଆ |
Time zone | IST (+୫.୩୦) |
ଡାକ କୋଡ଼ | ୭୬୧୧୦୯[୧] |
Area code | ୦୬୮୨୨[୨] |
ଯାନବାହାନ ପଞ୍ଚୀକରଣ | OR-07-x-xxxx |
କବିସୂର୍ଯ୍ୟନଗର,ଗଞ୍ଜାମ ଜିଲ୍ଲାର ଏକ ପୁରାତନ ସହର ।
ପିତ୍ତଳ ଏବଂ ରସ ବାସନ ତିଆରି ପାଇଁ କବିସୂର୍ଯ୍ୟନଗର ସମଗ୍ର ଓଡ଼ିଶାରେ ପ୍ରସିଦ୍ଧ ।
ଅବସ୍ଥିତି
[ସମ୍ପାଦନା]ଏହାର ପୁର୍ବ ନାମ ବୋଇରାଣୀ ଥିଲା । ୧୯୬୨ ମସିହରେ ହରେକୃଷ୍ଣ ମହତାବ ଏହାକୁ କବିସୂର୍ଯ୍ୟ ନଗର ନାମରେ ନାମିତ କରାଇଥିଲେ ।
ଇତିହାସ
[ସମ୍ପାଦନା]ଦର୍ଶନୀୟ ସ୍ଥାନ
[ସମ୍ପାଦନା]- ମା ମହାମାୟୀ ଠାକୁରାଣୀଙ୍କ ବିଜେସ୍ଥଲୀ
- ଶ୍ରୀ ସିଦ୍ଧେଶ୍ୱର ମନ୍ଦିର