ସାଲେପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ ରୁ
Jump to navigation Jump to search
ସାଲେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୧୧,୩୭୯
ଜିଲ୍ଲା: କଟକ
ଲୋକ ସଭା ନିର୍ବାଚନ ମଣ୍ଡଳୀ: କେନ୍ଦ୍ରାପଡ଼ା
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ସାଲେପୁର (କ୍ରମିକ ସଂଖ୍ୟା: ୯୪) କଟକ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ସାଲେପୁର ବ୍ଳକ ଓ ଟାଙ୍ଗୀ-ଚୌଦ୍ୱାର ବ୍ଳକର କିଛି ଅଞ୍ଚଳ ।[୨][୩]

ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ବେହେରା ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କ ଠାରୁ ୨୧୧୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଚନ୍ଦ୍ର ସାରଥୀ ବେହେରା, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ବେହେରାଙ୍କଠାରୁ ୧,୨୭୭ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, ସାଲେପୁର [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ଚନ୍ଦ୍ର ସାରଥି ବେହେରା ୬୬,୩୭୫ ୪୭.୩୫ -
କଂଗ୍ରେସ ପ୍ରକାଶ ଚନ୍ଦ୍ର ବେହେରା ୬୫,୦୯୮ ୪୬.୪୪ -
ଭାଜପା ଓମ ପ୍ରକାଶ ରାୟ ୫,୯୦୬ ୪.୨୧ -
ସ୍ୱାଧୀନ ଗୀତା ଦାସ ୧,୨୨୯ ୦.୮୮ -
ତୃଣମୂଳ କଂଗ୍ରେସ ରମେଶ ଚନ୍ଦ୍ର ନାୟକ ୯୮୦ ୦.୭୦ -
କଳିଙ୍ଗ ସେନା ସଞ୍ଜୟ କୁମାର ଲେଙ୍କା ୬୦୨ ୦.୪୩ -
ଭୋଟ ବ୍ୟବଧାନ ୧,୨୭୭ ୦.୯୧* -
ମତଦାନ ହାର ୧,୪୦,୧୯୮ ୭୦.୧୭ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ମାନେ ହେଲେ: [୭][୮][୪]

  • ୨୦୧୪: ପ୍ରକାଶ ଚନ୍ଦ୍ର ବେହେରା (କଂଗ୍ରେସ)
  • ୨୦୦୯: (୯୪): ଚନ୍ଦ୍ର ସାରଥୀ ବେହେରା (ବିଜଦ)
  • ୨୦୦୪: (୪୧): କାଳନ୍ଦୀ ଚରଣ ବେହେରା (ବିଜଦ)
  • ୨୦୦୦: (୪୧): କାଳନ୍ଦୀ ଚରଣ ବେହେରା (ବିଜଦ)
  • ୧୯୯୫: (୪୧): ରବିନ୍ଦ୍ର କୁମାର ବେହେରା (କଂଗ୍ରେସ)
  • ୧୯୯୦: (୪୧): କାଳନ୍ଦୀ ଚରଣ ବେହେରା (ଜନତା ଦଳ)
  • ୧୯୮୫: (୪୧): ମାୟାଧର ସେଠୀ (କଂଗ୍ରେସ)
  • ୧୯୮୦: (୪୧): ମାୟାଧର ସେଠୀ (କଂଗ୍ରେସ-ଇ)
  • ୧୯୭୭: (୪୧): କାଳନ୍ଦୀ ଚରଣ ବେହେରା (ଜନତା)
  • ୧୯୭୪: (୪୧): ବାଇଧର ବେହେରା (କଂଗ୍ରେସ)
  • ୧୯୭୧: (୩୮): ବଟକୃଷ୍ଣ ଜେନା (ଉତ୍କଳ କଂଗ୍ରେସ)
  • ୧୯୬୭: (୩୮): ସୁରେନ୍ଦ୍ର ନାଥ ପଟ୍ଟନାୟକ (ଜନ କଂଗ୍ରେସ)
  • ୧୯୬୧: (୧୦୫): ବାଇଧର ବେହେରା (ପ୍ରଜା ସୋସିଆଲିଷ୍ଟ ପାର୍ଟି)
  • ୧୯୫୭: (୭୩): ପ୍ରଦୀପ୍ତ କିଶୋର ଦାସ (ପ୍ରଜା ସୋସିଆଲିଷ୍ଟ ପାର୍ଟି) ବାଇଧର ବେହେରା (ପ୍ରଜା ସୋସିଆଲିଷ୍ଟ ପାର୍ଟି)
  • ୧୯୫୧: (୭୬): ସୁରେନ୍ଦ୍ର ନାଥ ପଟ୍ଟନାୟକ (କଂଗ୍ରେସ) ଓ ପୂର୍ଣ୍ଣାନନ୍ଦ ସାମଲ (କଂଗ୍ରେସ)

ଆଧାର[ସମ୍ପାଦନା]

  1. "Salipur Assembly Election 2009, Orissa". empoweringindia.org. Retrieved 17 June 2013. Constituency: Salipur (94)
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Retrieved 21 April 2013. 2277
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 41-Salepur Constituency of ORISSA". eci.nic.in. 2006. Retrieved 17 June 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf

ବାହାର ତଥ୍ୟ[ସମ୍ପାଦନା]