କେନ୍ଦ୍ରାପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
Appearance
କେନ୍ଦ୍ରାପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୯୭,୭୦୪ |
ଜିଲ୍ଲା: | କେନ୍ଦ୍ରାପଡ଼ା |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | କେନ୍ଦ୍ରାପଡ଼ା |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୧ |
କେନ୍ଦ୍ରାପଡ଼ା (କ୍ରମିକ ସଂଖ୍ୟା: ୯୭) କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: କେନ୍ଦ୍ରାପଡ଼ା (ପୌ), କେନ୍ଦ୍ରାପଡ଼ା ବ୍ଳକ ଓ ପଟ୍ଟାମୁଣ୍ଡାଇ ବ୍ଳକର କିଛି ଅଞ୍ଚଳ ।[୨][୩]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ କିଶୋର ଚନ୍ଦ୍ର ତରାଇ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଗଣେଶ୍ୱର ପାତ୍ରଙ୍କଠାରୁ ୫୪୩୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]୧୯୫୧ରୁ ୨୦୨୪ ମଧ୍ୟରେ ମୋଟ ୧୮ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୫][୬][୪]
- ୨୦୨୪: ଗଣେଶ୍ଵର ବେହେରା (ବିଜଦ)
- ୨୦୧୯: (୯୭): ଶଶି ଭୂଷଣ ବେହେରା (ବିଜଦ)
- ୨୦୧୪: (୯୭): କିଶୋର ଚନ୍ଦ୍ର ତରାଇ (ବିଜଦ)
- ୨୦୦୯: (୯୭): ସିପ୍ରା ମଲ୍ଲିକ (ବିଜଦ)
- ୨୦୦୪: (୩୩): ଉତ୍କଳ କେଶରୀ ପରିଡ଼ା (ଓ ଜି ପି: ଓଡ଼ିଶା ଗଣ ପରିଷଦ)
- ୨୦୦୦: (୩୩): ବେଦ ପ୍ରକାଶ ଅଗ୍ରୱାଲ (ବିଜଦ)
- ୧୯୯୫: (୩୩): ଭାଗବତ ପ୍ରସାଦ ମହାନ୍ତି (କଂଗ୍ରେସ)
- ୧୯୯୦: (୩୩): ବେଦ ପ୍ରକାଶ ଅଗ୍ରୱାଲା (ଜନତା ଦଳ)
- ୧୯୮୫: (୩୩): ଭାଗବତ ପ୍ରସାଦ ମହାନ୍ତି (କଂଗ୍ରେସ)
- ୧୯୮୦: (୩୩): ଇନ୍ଦ୍ରମଣି ରାଉତ (କଂଗ୍ରେସ-ଇ)
- ୧୯୭୭: (୩୩): ବେଦ ପ୍ରକାଶ ଅଗ୍ରୱାଲା (ଜନତା)
- ୧୯୭୪: (୩୩): ବେଦ ପ୍ରକାଶ ଅଗ୍ରୱାଲା (ଉତ୍କଳ କଂଗ୍ରେସ)
- ୧୯୭୧: (୩୧): ଭାଗବତ ପ୍ରସାଦ ମହାନ୍ତି (ପ୍ରଜା ସୋସିଆଲିଷ୍ଟ ପାର୍ଟି)
- ୧୯୬୭: (୩୧): ସରୋଜକାନ୍ତ କାନୁନଗୋ (ପ୍ରଜା ସୋସିଆଲିଷ୍ଟ ପାର୍ଟି)
- ୧୯୬୧: (୧୧୨): ଧୃବ ଚରଣ ସାହୁ (ପ୍ରଜା ସୋସିଆଲିଷ୍ଟ ପାର୍ଟି)
- ୧୯୫୭: (୮୦): ପ୍ରହଲ୍ଲାଦ ମଲ୍ଲିକ (କଂଗ୍ରେସ) ଓ ଦୀନବନ୍ଧୁ ସାହୁ (କଂଗ୍ରେସ)
- ୧୯୫୫: (୬୯): ପୁରୁଷୋତ୍ତମ ନାୟକ (କଂଗ୍ରେସ) [୭]
- ୧୯୫୧: (୬୯): ଦୀନବନ୍ଧୁ ସାହୁ (କଂଗ୍ରେସ)
୨୦୦୯ ନିର୍ବାଚନ ଫଳାଫଳ
[ସମ୍ପାଦନା]ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସିପ୍ରା ମଲ୍ଲିକ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କଠାରୁ ୧୫,୯୩୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୮]
୨୦୦୯ ବିଧାନ ସଭା ନିର୍ବାଚନ, କେନ୍ଦ୍ରାପଡ଼ା [୯] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ସିପ୍ରା ମଲ୍ଲିକ | ୬୨,୪୩୬ | ୫୨.୬୧ | - | |
କଂଗ୍ରେସ | ଗଣେଶ୍ୱର ବେହେରା | ୪୬,୫୦୫ | ୩୯.୧୯ | - | |
ଭାଜପା | ବିଜୟ କୁମାର ମଲ୍ଲିକ | ୬,୮୬୧ | ୫.୭୮ | - | |
ବସପା | ରଞ୍ଜନ କୁମାର ମଲ୍ଲିକ | ୭୬୩ | ୦.୬୪ | - | |
ସିପିଆଇ(ମାଲେ) ଲିବରେସନ | ରାଧାକାନ୍ତ ସେଠୀ | ୫୫୨ | ୦.୪୭ | - | |
ସ୍ୱାଧୀନ | ସତ୍ୟ ରଞ୍ଜନ ଜେନା | ୫୦୭ | ୦.୪୩ | - | |
ସମୃଦ୍ଧ ଓଡ଼ିଶା | ନଳିନି କୁମାର ଗୋଚ୍ଛାୟତ | ୪୬୭ | ୦.୩୯ | - | |
ଓଡ଼ିଶା କମ୍ୟୁନିଷ୍ଟ ପାର୍ଟି | ନିତ୍ୟାନନ୍ଦ ବେହେରା | ୩୮୨ | ୦.୩୨ | - | |
ତୃଣମୂଳ କଂଗ୍ରେସ | ଭାଗିରଥୀ ମଲ୍ଲିକ | ୨୦୧ | ୦.୧୭ | - | |
ଭୋଟ ବ୍ୟବଧାନ | ୧୫,୯୩୧ | ୧୩.୪୨* | - | ||
ମତଦାନ ହାର | ୧,୧୮,୬୭୮ | ୬୬.୦୧ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ଆଧାର
[ସମ୍ପାଦନା]- ↑ "Kendrapara Assembly Election 2009, Orissa". empoweringindia.org. Archived from the original on 16 April 2014. Retrieved 17 June 2013.
Constituency: Kendrapara (97)
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "State Elections 2004 - Partywise Comparision for 33-Kendrapara Constituency of ORISSA". eci.nic.in. 2006. Retrieved 17 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
- ↑ "BY-ELECTIONS OF ODISHA LEGISLATIVE ASSEMBLY" (PDF). Retrieved 23 March 2014.
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
15931
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf