କେନ୍ଦ୍ରାପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
କେନ୍ଦ୍ରାପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୯୭,୭୦୪
ଜିଲ୍ଲା: କେନ୍ଦ୍ରାପଡ଼ା
ଲୋକ ସଭା ନିର୍ବାଚନ ମଣ୍ଡଳୀ: କେନ୍ଦ୍ରାପଡ଼ା
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:
କନିକା ରାଜବାଟି

କେନ୍ଦ୍ରାପଡ଼ା (କ୍ରମିକ ସଂଖ୍ୟା: ୯୭) କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: କେନ୍ଦ୍ରାପଡ଼ା (ପୌ), କେନ୍ଦ୍ରାପଡ଼ା ବ୍ଳକ ଓ ପଟ୍ଟାମୁଣ୍ଡାଇ ବ୍ଳକର କିଛି ଅଞ୍ଚଳ ।[୨][୩]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ କିଶୋର ଚନ୍ଦ୍ର ତରାଇ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଗଣେଶ୍ୱର ପାତ୍ରଙ୍କଠାରୁ ୫୪୩୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୫][୬][୪]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସିପ୍ରା ମଲ୍ଲିକ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କଠାରୁ ୧୫,୯୩୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୮]

୨୦୦୯ ବିଧାନ ସଭା ନିର୍ବାଚନ, କେନ୍ଦ୍ରାପଡ଼ା [୯]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ସିପ୍ରା ମଲ୍ଲିକ ୬୨,୪୩୬ ୫୨.୬୧ -
କଂଗ୍ରେସ ଗଣେଶ୍ୱର ବେହେରା ୪୬,୫୦୫ ୩୯.୧୯ -
ଭାଜପା ବିଜୟ କୁମାର ମଲ୍ଲିକ ୬,୮୬୧ ୫.୭୮ -
ବସପା ରଞ୍ଜନ କୁମାର ମଲ୍ଲିକ ୭୬୩ ୦.୬୪ -
ସିପିଆଇ(ମାଲେ) ଲିବରେସନ ରାଧାକାନ୍ତ ସେଠୀ ୫୫୨ ୦.୪୭ -
ସ୍ୱାଧୀନ ସତ୍ୟ ରଞ୍ଜନ ଜେନା ୫୦୭ ୦.୪୩ -
ସମୃଦ୍ଧ ଓଡ଼ିଶା ନଳିନି କୁମାର ଗୋଚ୍ଛାୟତ ୪୬୭ ୦.୩୯ -
ଓଡ଼ିଶା କମ୍ୟୁନିଷ୍ଟ ପାର୍ଟି ନିତ୍ୟାନନ୍ଦ ବେହେରା ୩୮୨ ୦.୩୨ -
ତୃଣମୂଳ କଂଗ୍ରେସ ଭାଗିରଥୀ ମଲ୍ଲିକ ୨୦୧ ୦.୧୭ -
ଭୋଟ ବ୍ୟବଧାନ ୧୫,୯୩୧ ୧୩.୪୨* -
ମତଦାନ ହାର ୧,୧୮,୬୭୮ ୬୬.୦୧ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ଆଧାର[ସମ୍ପାଦନା]

  1. "Kendrapara Assembly Election 2009, Orissa". empoweringindia.org. Retrieved 17 June 2013. Constituency: Kendrapara (97)
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "State Elections 2004 - Partywise Comparision for 33-Kendrapara Constituency of ORISSA". eci.nic.in. 2006. Retrieved 17 June 2013. List Of Winning Candidates
  6. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
  7. "BY-ELECTIONS OF ODISHA LEGISLATIVE ASSEMBLY" (PDF). Retrieved 23 March 2014.
  8. "Orissa Election Result 2009 With Vote Margin". leadtech.in. Retrieved 21 April 2013. 15931
  9. http://eci.nic.in/eci_main/StatisticalReports/AE2009/stat_OR_April2009.pdf