ଦେବଗଡ଼ ଜିଲ୍ଲା
ଦେଖଣା
ଦେବଗଡ଼ | |
|---|---|
ଜିଲ୍ଲା | |
ଓଡ଼ିଶାରେ ଅବସ୍ଥାନ | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଲୋକ ସଭା | ସମ୍ବଲପୁର |
| ଭାଷା | ଓଡ଼ିଆ, ଇଂରାଜୀ |
| ବିଧାନ ସଭା | ୧ଟି ଆସନ: ଦେବଗଡ଼ |
| Area | |
| • ଜିଲ୍ଲା | 2781.66 km2 (1,074�00 sq mi) |
| Population (୨୦୧୧) | |
| • ଜିଲ୍ଲା | ୩୧୨୧୬୪ |
| • Density | 106/km2 (270/sq mi) |
| • Urban | ୨୨୩୫୦ |
| • Rural | ୨୮୯୮୧୪ |
| • ୬ ବର୍ଷରୁ କମ ଶିଶୁ | ୩୮୬୨୧ |
| Time zone | IST (+୫.୩୦) |
| ଡାକ କୋଡ଼ (ପିନ୍) | ୭୬୮ xxx |
| ଯାନବାହାନ ପଞ୍ଚୀକରଣ | OD-28 |
| ଜିଲ୍ଲାପାଳ | ବନ ବିହାରି ଜେନା |
| Website | Official website |
ଦେବଗଡ଼ ଜିଲ୍ଲା, ଓଡ଼ିଶାର ଉତ୍ତର-ପଶ୍ଚିମରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଦେବଗଡ଼ ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର ।
ଇତିହାସ
[ସମ୍ପାଦନା]ଜାନୁଆରୀ ପହିଲା ୧୯୯୪ ଦିନ ଏହା ସମ୍ବଲପୁର ଜିଲ୍ଲାରୁ ଅଲଗା ହୋଇ ଏକ ନୂଆ ଜିଲ୍ଲାର ପରିଚୟ ପାଇଲା
ଭୂଗୋଳ
[ସମ୍ପାଦନା]ଦେବଗଡ଼ ଜିଲ୍ଲାର ଆୟତନ ୨,୭୮୨ ବର୍ଗ କିମି
ଜନସଂଖ୍ୟା
[ସମ୍ପାଦନା]୨୦୧୧ ଜନଗଣନା[୧] ଅନୁସାରେ, ଦେବଗଡ଼ ଜିଲ୍ଲାର ମୋଟ ଲୋକସଂଖ୍ୟା ୩,୧୨,୧୬୪| ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୨,୮୯,୮୧୪ ଓ ସହରାଞ୍ଚଳରେ ୨୨,୩୫୦ ଲୋକ ବାସ କରନ୍ତି [୨] |
- ପୁରୁଷ: ୧,୫୮,୦୧୭
- ମହିଳା: ୧,୫୪,୧୪୭
- ଛ ବର୍ଷରୁ କମ: ୩୮,୬୨୧
- ପଢୁଆ ହାର ୭୩.୦୭%
- ପୁରୁଷ: ୮୨.୬୨%
- ମହିଳା: ୬୩.୩୬%
ସଦର ମହକୁମା
[ସମ୍ପାଦନା]- ଦେବଗଡ଼
ତହସିଲ
[ସମ୍ପାଦନା]- ଦେବଗଡ଼
- ରିଆମାଳ
- ବାରକୋଟ
ଗ୍ରାମ ପଞ୍ଚାୟତ
[ସମ୍ପାଦନା]ମୋଟ ୬୦ ଗ୍ରାମ ପଞ୍ଚାୟତ, ତନ୍ମଧ୍ୟରୁ
- ବାରକୋଟ ବ୍ଳକ ଅଧିନରେ: ୨୨ଟି
- ରିଆମାଳ ବ୍ଳକ ଅଧିନରେ: ୨୨ଟି
- ତିଳେଇବଣି ବ୍ଳକ ଅଧିନରେ: ୧୬ଟି