Jump to content

ନିମାପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ନିମାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ
ବିଧାୟିକା : ପ୍ରଭାତୀ ପରିଡ଼ା (ଭାଜପା) (୨୦୨୪)
ଆରକ୍ଷଣ: ସାଧାରଣ
ଭୋଟର ସଂଖ୍ୟା (୨୦୨୪): ୨,୪୪,୦୪୨
ଜିଲ୍ଲା: ପୁରୀ
ଲୋକସଭା ନିର୍ବାଚନମଣ୍ଡଳୀ: ଜଗତସିଂହପୁର
ପଞ୍ଚାୟତ ସମିତି:
ବିଜ୍ଞାପିତ ଅଞ୍ଚଳ ପରିଷଦ:

ନିମାପଡ଼ା (କ୍ରମିକ ସଂଖ୍ୟା: ୧୦୬) ପୁରୀ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ନିମାପଡ଼ା (ବି), ନିମାପଡ଼ା ବ୍ଳକ ଓ ଗୋପ ବ୍ଳକର କିଛି ଅଞ୍ଚଳ ।[][]
ଗତ ୨୦୨୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀନୀ ପ୍ରଭାତୀ ପରିଡ଼ା ବିଜୁ ଜନତା ଦଳ ପ୍ରାର୍ଥୀ ଦିଲ୍ଲୀପ କୁମାର ନାୟକଙ୍କଠାରୁ ୪,୫୮୮ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସମୀର ରଞ୍ଜନ ଦାଶ ବିଜୁ ଜନତା ଦଳ ପ୍ରାର୍ଥୀନୀ ପ୍ରଭାତୀ ପରିଡ଼ାଠାରୁ ୨୯,୬୩୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସମିର ରଞ୍ଜନ ଦାଶ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସତ୍ୟବ୍ରତ ପାତ୍ରଙ୍କଠାରୁ ୩୯,୧୫୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[]

୨୦୦୯ ନିର୍ବାଚନ ଫଳାଫଳ

[ସମ୍ପାଦନା]
୨୦୦୯ ବିଧାନ ସଭା ନିର୍ବାଚନ, ନିମାପଡ଼ା []
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ସମିର ରଞ୍ଜନ ଦାଶ ୮୦,୭୬୨ ୫୩.୫୦ -
କଂଗ୍ରେସ ସତ୍ୟବ୍ରତ ପାତ୍ର ୪୧,୬୦୮ ୨୭.୫୬ -
ଭାଜପା ଶଙ୍କର୍ଷଣ ପରିଡ଼ା ୧୯,୧୮୩ ୧୨.୭୧ -
ସ୍ୱାଧୀନ ପ୍ରଭାତି ପରିଡ଼ା ୬,୮୨୦ ୪.୫୨ -
ବସପା ସୁଧିର ମହାନ୍ତି ୧,୩୮୭ ୦.୯୨ -
ସମୃଦ୍ଧ ଓଡ଼ିଶା ସରସ୍ୱତୀ ନାୟକ ୬୮୫ ୦.୪୫ -
ସ୍ୱାଧୀନ ଡ. ଅକ୍ଷୟ କୁମାର ବାରିକ ୫୦୧ ୦.୩୩ -
ଭୋଟ ବ୍ୟବଧାନ ୩୯,୧୫୪ ୨୫.୯୪* -
ମତଦାନ ହାର ୧,୫୧,୦୦୪ ୭୦.୭୪ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

[ସମ୍ପାଦନା]

୧୯୬୧ରୁ ୨୦୨୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:[] [][]

କାକଟପୁର-ନିମାପଡ଼ା

[ସମ୍ପାଦନା]
  1. "Nimapara Assembly Election 2009, Orissa". empoweringindia.org. Archived from the original on 15 April 2014. Retrieved 19 June 2013. Constituency: Nimapara (106) District : Puri
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 39154
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 53-Nimapara Constituency of ORISSA". eci.nic.in. 2006. Retrieved 19 June 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf

ବାହାର ତଥ୍ୟ

[ସମ୍ପାଦନା]