ଆଠମଲ୍ଲିକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୭୮,୪୦୪
ଜିଲ୍ଲା: ଅନୁଗୋଳ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ସମ୍ବଲପୁର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ: ୫୪
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଆଠମଲ୍ଲିକ (କ୍ରମିକ ସଂଖ୍ୟା: ୬୩) ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଆଠମଲ୍ଲିକ (ବି), ଆଠମଲ୍ଲିକ ବ୍ଳକ, କିଶୋରନଗର ବ୍ଳକ ଓ ଅନୁଗୋଳ ବ୍ଳକର କିଛି ଅଞ୍ଚଳ ।[୨][୩]

ଗତ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରମେଶ ଚନ୍ଦ୍ର ସାଇ ବିଜେପି ପ୍ରାର୍ଥୀ ଭାଗିରଥି ପ୍ରଧାନଙ୍କଠାରୁ ୪୭,୧୮୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ।[୪]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସଞ୍ଜୀବ କୁମାର ସାହୁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୁରେନ୍ଦ୍ର କୁମାର ପ୍ରଧାନଙ୍କଠାରୁ ୧୯୫୩୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ।[୫]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସଞ୍ଜୀବ କୁମାର ସାହୁ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ମୌସୁମି ପ୍ରଧାନଙ୍କଠାରୁ ୧୮,୯୮୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୬]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, ଆଠମଲ୍ଲିକ [୭]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ସଞ୍ଜୀବ କୁମାର ସାହୁ ୬୧,୩୮୮ ୪୮.୮୬ -
କଂଗ୍ରେସ ମୌସୁମି ପ୍ରଧାନ ୪୨,୪୦୭ ୩୩.୭୫ -
ଭାଜପା ଭାଗିରଥୀ ପ୍ରଧାନ ୧୨,୬୭୪ ୧୦.୦୯ -
ସ୍ୱାଧୀନ ଦତ୍ତାତ୍ରେୟ ମିଶ୍ର ୩,୨୯୭ ୨.୬୨ -
ସମୃଦ୍ଧ ଓଡ଼ିଶା ବିନୋଦ କୁମାର ପ୍ରଧାନ ୧,୬୭୭ ୧.୩୩ -
ସ୍ୱାଧୀନ ଶାନ୍ତିଲତା ବେହେରା ୯୯୫ ୦.୭୯ -
ସ୍ୱାଧୀନ ବିଜୟ କୁମାର ସାହୁ ୮୮୯ ୦.୭୧ -
ସ୍ୱାଧୀନ ତପନ କୁମାର ମିଶ୍ର ୮୮୩ ୦.୭୦ -
ସ୍ୱାଧୀନ ଆର୍ତ୍ତତ୍ରାଣ ବେହେରା ୮୫୬ ୦.୬୮ -
ସ୍ୱାଧୀନ କରୁଣାକର ନାୟକ ୫୭୧ ୦.୪୫ -
ଭୋଟ ବ୍ୟବଧାନ ୧୮,୯୮୧ ୧୫.୧୧* -
ମତଦାନ ହାର ୧,୨୫,୬୭୨ ୭୨.୬୭ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୫୧ରୁ ୨୦୧୯ ମଧ୍ୟରେ ମୋଟ ୧୬ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୮][୯][୫]

ଆଧାର[ସମ୍ପାଦନା]

  1. "Athamallik Assembly Election 2009, Orissa". empoweringindia.org. Retrieved 28 May 2013. Constituency: Athamallik (63) District : Angul
  2. Assembly Constituencies and their Extent
  3. Seats of Odisha
  4. "Assembly Election 2019 - Election Commission of India". results.eci.gov.in. Retrieved 2019-06-12.
  5. ୫.୦ ୫.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  6. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 28 May 2013. 18981
  7. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  8. "State Elections 2004 - Partywise Comparision for 115-Athmallik Constituency of ORISSA". eci.nic.in. 2006. Retrieved 28 May 2013. List Of Winning Candidates
  9. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf