ଆଠମଲ୍ଲିକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୭୮,୪୦୪ |
ଜିଲ୍ଲା: | ଅନୁଗୋଳ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ସମ୍ବଲପୁର |
ପଞ୍ଚାୟତ ସମିତି: | ୩ |
ଗ୍ରାମ ପଞ୍ଚାୟତ: | ୫୪ |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ପୌର ପରିଷଦ: | ୦ |
ଆଠମଲ୍ଲିକ (କ୍ରମିକ ସଂଖ୍ୟା: ୬୩) ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଆଠମଲ୍ଲିକ (ବି), ଆଠମଲ୍ଲିକ ବ୍ଳକ, କିଶୋରନଗର ବ୍ଳକ ଓ ଅନୁଗୋଳ ବ୍ଳକର କିଛି ଅଞ୍ଚଳ ।[୨][୩]
ଗତ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରମେଶ ଚନ୍ଦ୍ର ସାଇ ବିଜେପି ପ୍ରାର୍ଥୀ ଭାଗିରଥି ପ୍ରଧାନଙ୍କଠାରୁ ୪୭,୧୮୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ।[୪]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସଞ୍ଜୀବ କୁମାର ସାହୁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୁରେନ୍ଦ୍ର କୁମାର ପ୍ରଧାନଙ୍କଠାରୁ ୧୯୫୩୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ।[୫]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସଞ୍ଜୀବ କୁମାର ସାହୁ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ମୌସୁମି ପ୍ରଧାନଙ୍କଠାରୁ ୧୮,୯୮୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୬]
୨୦୦୯ ନିର୍ବାଚନ ଫଳାଫଳ
[ସମ୍ପାଦନା]୨୦୦୯ ବିଧାନ ସଭା ନିର୍ବାଚନ, ଆଠମଲ୍ଲିକ [୭] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ସଞ୍ଜୀବ କୁମାର ସାହୁ | ୬୧,୩୮୮ | ୪୮.୮୬ | - | |
କଂଗ୍ରେସ | ମୌସୁମି ପ୍ରଧାନ | ୪୨,୪୦୭ | ୩୩.୭୫ | - | |
ଭାଜପା | ଭାଗିରଥୀ ପ୍ରଧାନ | ୧୨,୬୭୪ | ୧୦.୦୯ | - | |
ସ୍ୱାଧୀନ | ଦତ୍ତାତ୍ରେୟ ମିଶ୍ର | ୩,୨୯୭ | ୨.୬୨ | - | |
ସମୃଦ୍ଧ ଓଡ଼ିଶା | ବିନୋଦ କୁମାର ପ୍ରଧାନ | ୧,୬୭୭ | ୧.୩୩ | - | |
ସ୍ୱାଧୀନ | ଶାନ୍ତିଲତା ବେହେରା | ୯୯୫ | ୦.୭୯ | - | |
ସ୍ୱାଧୀନ | ବିଜୟ କୁମାର ସାହୁ | ୮୮୯ | ୦.୭୧ | - | |
ସ୍ୱାଧୀନ | ତପନ କୁମାର ମିଶ୍ର | ୮୮୩ | ୦.୭୦ | - | |
ସ୍ୱାଧୀନ | ଆର୍ତ୍ତତ୍ରାଣ ବେହେରା | ୮୫୬ | ୦.୬୮ | - | |
ସ୍ୱାଧୀନ | କରୁଣାକର ନାୟକ | ୫୭୧ | ୦.୪୫ | - | |
ଭୋଟ ବ୍ୟବଧାନ | ୧୮,୯୮୧ | ୧୫.୧୧* | - | ||
ମତଦାନ ହାର | ୧,୨୫,୬୭୨ | ୭୨.୬୭ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]୧୯୫୧ରୁ ୨୦୧୯ ମଧ୍ୟରେ ମୋଟ ୧୬ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୮][୯][୫]
- ୨୦୨୪: ନଳିନୀକାନ୍ତ ପ୍ରଧାନ (ବିଜେଡି)
- ୨୦୧୯: ରମେଶ ଚନ୍ଦ୍ର ସାଇ (ବିଜଦ)
- ୨୦୧୪: ସଞ୍ଜୀବ କୁମାର ସାହୁ (ବିଜଦ)
- ୨୦୦୯: (୬୩): ସଞ୍ଜୀବ କୁମାର ସାହୁ (ବିଜଦ)
- ୨୦୦୪: (୧୧୫): ନଗେନ୍ଦ୍ର କୁମାର ପ୍ରଧାନ (ବିଜଦ)
- ୨୦୦୦: (୧୧୫): ନଗେନ୍ଦ୍ର କୁମାର ପ୍ରଧାନ (ବିଜଦ)
- ୧୯୯୫: (୧୧୫): ଅମରନାଥ ପ୍ରଧାନ (କଂଗ୍ରେସ)
- ୧୯୯୦: (୧୧୫): ନଗେନ୍ଦ୍ର କୁମାର ପ୍ରଧାନ (ଜନତା ଦଳ)
- ୧୯୮୫: (୧୧୫): ଅମରନାଥ ପ୍ରଧାନ (କଂଗ୍ରେସ)
- ୧୯୮୦: (୧୧୫): ଭଜମନ ବେହେରା (କଂଗ୍ରେସ-ଇ)
- ୧୯୭୭: (୧୧୫): ବାଳକୃଷ୍ଣ ପଟ୍ଟନାୟକ (ଜନତା)
- ୧୯୭୪: (୧୧୫): ଭଜମନ ବେହେରା (କଂଗ୍ରେସ)
- ୧୯୭୧: (୧୪୦): ରାଜକିଶୋର ପ୍ରଧାନ (ଉତ୍କଳ କଂଗ୍ରେସ)
- ୧୯୬୭: (୧୪୦): ସୁରେନ୍ଦ୍ର ପ୍ରଧାନ (ଏସ ଏସ ପି)
- ୧୯୬୧: (୮୦): କ୍ଷେତ୍ର ମୋହନ ପାଣିଗ୍ରାହୀ (ଗଣ ପରିଷଦ)
- ୧୯୫୭: (୫୪): କ୍ଷେତ୍ର ମୋହନ ପାଣିଗ୍ରାହୀ (ଗଣ ପରିଷଦ)
- ୧୯୫୧: (୧୩): ଦୁତିଅ ରାଉଳ (ସ୍ୱାଧୀନ)
ଆଧାର
[ସମ୍ପାଦନା]- ↑ "Athamallik Assembly Election 2009, Orissa". empoweringindia.org. Archived from the original on 9 March 2014. Retrieved 28 May 2013.
Constituency: Athamallik (63) District : Angul
- ↑ Assembly Constituencies and their Extent
- ↑ Seats of Odisha
- ↑ "Assembly Election 2019 - Election Commission of India". results.eci.gov.in. Retrieved 2019-06-12.
- ↑ ୫.୦ ୫.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 28 May 2013.
18981
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 115-Athmallik Constituency of ORISSA". eci.nic.in. 2006. Retrieved 28 May 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf