ଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ଆସିକା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୮୨,୬୦୫
ଜିଲ୍ଲା: ଗଞ୍ଜାମ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଆସିକା
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଆସିକା (କ୍ରମିକ ସଂଖ୍ୟା: ୧୨୮) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ

ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଆସିକା (ବି), ଆସିକା ବ୍ଳକ ଓ କବିସୂର୍ଯ୍ୟ ନଗର ବ୍ଳକର କିଛି ଅଂଶ ।[୧][୨]

ଗତ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ମଞ୍ଜୁଳା ସ୍ୱାଇଁ ବିଜେପି ପ୍ରାର୍ଥୀ ଦେବରାଜ ମହାନ୍ତିଙ୍କଠାରୁ ୨୭,୨୩୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୩]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଦେବରାଜ ମହାନ୍ତି ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସରୋଜ କୁମାର ପାଣ୍ଡେଙ୍କଠାରୁ ୨୩୪୯୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୪]

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୫୧ରୁ ୨୦୧୯ ମଧ୍ୟରେ ମୋଟ ୧୬ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:[୫]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଦେବରାଜ ମହାନ୍ତି, ସ୍ୱାଧୀନ ପ୍ରାର୍ଥୀ ସରୋଜ କୁମାର ପାଢ଼ୀଙ୍କଠାରୁ ୨୯,୯୮୬ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୬]

୨୦୦୯ ବିଧାନ ସଭା ନିର୍ବାଚନ, ଆସିକା [୭]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ଦେବରାଜ ମହାନ୍ତି ୪୬,୦୫୯ ୫୨.୨୫ -
ସ୍ୱାଧୀନ ସରୋଜ କୁମାର ପାଢ଼ୀ ୧୬,୦୭୩ ୧୮.୨୩ -
କଂଗ୍ରେସ ଅଲେଖ ଚୌଧୁରୀ ୧୫,୪୯୭ ୧୭.୫୮ -
ଭାଜପା ସୂର୍ଯ୍ୟ ନାରାୟଣ ଦାସ ୫,୧୨୮ ୫.୮୨ -
ସପା ଗଙ୍ଗାଧର ପାଣିଗ୍ରାହୀ ୧,୯୬୮ ୨.୨୩ -
ସ୍ୱାଧୀନ ସୁବାସ ଚନ୍ଦ୍ର ମହାରଣା ୧,୨୦୯ ୧.୩୭ -
ସମୃଦ୍ଧ ଓଡ଼ିଶା ଭି. ରାମ କୃଷ୍ଣ ରାଓ ୬୬୨ ୦.୭୫ -
ସ୍ୱାଧୀନ ଶଶି ଭୂଷଣ ସାହୁ ୫୩୭ ୦.୬୧ -
ରିସୋପା ଲିଙ୍ଗରାଜ କର ୫୨୭ ୦୦.୬୦ -
ସ୍ୱଧୀନ ବାଞ୍ଛା ପ୍ରଧାନ ୪୯୪ ୦.୫୬ -
ଭୋଟ ବ୍ୟବଧାନ ୨୯,୯୮୬ ୩୪.୦୨* -
ମତଦାନ ହାର ୮୮,୧୬୮ ୫୨.୬୩ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ଆଧାର[ସମ୍ପାଦନା]

  1. Assembly Constituencies and their EXtent
  2. Seats of Odisha
  3. "Assembly Election 2019 - Election Commission of India". results.eci.gov.in. Retrieved 2019-06-12.
  4. https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
  6. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  7. http://eci.nic.in/eci_main/StatisticalReports/AE2009/stat_OR_April2009.pdf