କୋରାପୁଟ
କୋରାପୁଟ | |||||
---|---|---|---|---|---|
ସହର | |||||
| |||||
ଦେଶ | ![]() | ||||
ରାଜ୍ୟ | ଓଡ଼ିଶା | ||||
ଜିଲ୍ଲା | କୋରାପୁଟ | ||||
Elevation | 870 m (2,850 ft) | ||||
Population (2001) | |||||
• Total | ୩୯,୫୨୩ | ||||
ଭାଷା | |||||
• ସରକାରୀ | ଓଡ଼ିଆ | ||||
Time zone | UTC+5:30 (IST) | ||||
ଯାନବାହାନ ପଞ୍ଚୀକରଣ | OD 10 |

କୋରାପୁଟ ଭାରତର ଓଡ଼ିଶାରେ ଥିବା କୋରାପୁଟ ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର । ଏହା ସମୁଦ୍ର ପତ୍ତନଠାରୁ ୩୦୦୦ ଫୁଟ ଉଚ୍ଚରେ ଅବସ୍ଥିତ ଏବଂ ଏହା ଶାବର ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧ। ଏହା ଦକ୍ଷିଣ ଓଡ଼ିଶାର ଏକ ମୂଖ୍ୟ ସହର ।
ଭୂଗୋଳ[ସମ୍ପାଦନା]
ଓଡ଼ିଶାର ଦକ୍ଷିଣ ଭାଗରେ ଅବସ୍ଥିତ କୋରାପୁଟ ଜିଲ୍ଲାର ସଦର ମହାକୁମା କୋରାପୁଟ ସହର । ଏହା ସମୁଦ୍ର ପତ୍ତନଠାରୁ ୩୦୦୦ ଫୁଟ ଉଚ୍ଚରେ ଅବସ୍ଥିତ ।
ଉତ୍ସବ[ସମ୍ପାଦନା]
ଇତିହାସ[ସମ୍ପାଦନା]
ପର୍ଯ୍ୟଟନ[ସମ୍ପାଦନା]



ନବ ନିର୍ମିତ ଜଗନ୍ନାଥ ମନ୍ଦିର,ଜ୍ଞାନ ମନ୍ଦିର, ନିଶାଣିମୁଣ୍ଡା, ମୃତ୍ୟାଲୁମା, କନକ ପରମେଶ୍ୱରୀ, ଶିବ,ସନ୍ତୋଷୀ ମା’, ମା’ ମଙ୍ଗଳା, କନକ ଦୁର୍ଗା,ଗୁପ୍ତେଶ୍ୱର ଓ ଶ୍ରୀଗଣେଶ ମନ୍ଦିର, ମାନବ ସଂଗ୍ରହାଳୟ,ଆଦିବାସି ସଂଗ୍ରହାଳୟ ଓ ସର୍ବ ପୁରାତନ ଚର୍ଚ୍ଚପାଇଁ ଏଇ ସ୍ଥାନ ପ୍ରସିଦ୍ଧ। ଛୋଟ ପିଲାମାନଙ୍କ ପାଇଁ ରାଜୀବଗାନ୍ଧି ଶିଶୁ ଉଦ୍ୟାନ ଓ ଚନ୍ଦନ ପୋଖରୀ,କୋଲାବ ଡ୍ୟାମ, କେଚଲା ଏହାର ଅନ୍ୟ ଏକ ଆକର୍ଷଣ ଅବସ୍ଥିତ |
ଆଧାର[ସମ୍ପାଦନା]
- ଉତ୍କଳ ପ୍ରସଂଗ ସେପ୍ଟେମ୍ବର ୨୦୧୦
ବାହାର ତଥ୍ୟ[ସମ୍ପାଦନା]
- Official GIS Maps of Koraput District
- Road Map of Koraput District
- Official website of Koraput district
- Check More about Beauty of Koraput
- Koraput district map
- Koraput district info
- Koraput district information
- Central University of Orissa
- Koraput village sets hygiene example
- Koraput Tourism
- [୧]
![]() | ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |