ବରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଦେଖଣା
| ବରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
|---|---|
| ବିଧାୟକ: | ଅଶ୍ୱିନୀ କୁମାର ଷଡ଼ଙ୍ଗୀ (ଭାଜପା) |
| ଆରକ୍ଷଣ: | ସାଧାରଣ |
| ମତଦାତା ସଂଖ୍ୟା (୨୦୨୪): | ୨,୩୩,୯୮୮ |
| ଜିଲ୍ଲା: | ବରଗଡ଼ ଜିଲ୍ଲା |
| ଲୋକ ସଭା ଆସନ: | ବରଗଡ଼ |
| ପଞ୍ଚାୟତ ସମିତି: | ୨ |
ବରଗଡ଼ (କ୍ରମିକ ସଂଖ୍ୟା: ୩) ବରଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ୧୯୫୧ରୁ ୨୦୨୪ ମଧ୍ୟରେ ମୋଟ ୧୭ ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଗତ ୨୦୨୪ ନିର୍ବାଚନରେ ଭାଜପା ପ୍ରାର୍ଥୀ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜୁ ଜନତା ଦଳ ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟଙ୍କୁ ପରାସ୍ତ କରିଥିଲେ । [୧]
ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବରଗଡ଼ (ପୌରାଞ୍ଚଳ), ବରଗଡ଼ ବ୍ଲକ ଏବଂ ବରପାଲି ବ୍ଳକର କିଛି ଅଂଶ ।
ନିର୍ବାଚିତ ବିଧାୟକ
[ସମ୍ପାଦନା]ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୨]
- ୨୦୨୪: ଅଶ୍ୱିନୀ କୁମାର ଷଡ଼ଙ୍ଗୀ (ଭାରତୀୟ ଜନତା ପାର୍ଟି)
- ୨୦୧୯: ଦେବେଶ ଆଚାର୍ଯ୍ୟ (ବିଜୁ ଜନତା ଦଳ)
- ୨୦୧୪: ଦେବେଶ ଆଚାର୍ଯ୍ୟ (ବିଜଦ) [୩]
- ୨୦୦୯: ସାଧୁ ନେପାକ (କଂଗ୍ରେସ)
- ୨୦୦୪: ଆନନ୍ଦ ଆଚାର୍ଯ୍ୟ (ବିଜଦ)
- ୨୦୦୦: ଆନନ୍ଦ ଆଚାର୍ଯ୍ୟ (ବିଜଦ)
- ୧୯୯୫: ପ୍ରସନ୍ନ ଆଚାର୍ଯ୍ୟ (ଜନତା ଦଳ)
- ୧୯୯୦: ପ୍ରସନ୍ନ ଆଚାର୍ଯ୍ୟ (ଜନତା ଦଳ)
- ୧୯୮୫: ଯଦୁମଣି ପ୍ରଧାନ (କଂଗ୍ରେସ)
- ୧୯୮୦: ଯଦୁମଣି ପ୍ରଧାନ (କଂଗ୍ରେସ-ଇ)
- ୧୯୭୭: ନବୀନ କୁମାର ପ୍ରଧାନ (ଜନତା)
- ୧୯୭୪: ନବୀନ କୁମାର ପ୍ରଧାନ (ଉତ୍କଳ କଂଗ୍ରେସ)
- ୧୯୭୧: ଚିତ୍ତରଞ୍ଜନ କର (କଂଗ୍ରେସ-ଜେ)
- ୧୯୬୭: ଭରତ ଚନ୍ଦ୍ର ହୋତା (କଂଗ୍ରେସ)
- ୧୯୬୧: ଗଣନାଥ ପ୍ରଧାନ (ସ୍ୱାଧୀନ)
- ୧୯୫୭: ନିକୁଞ୍ଜ ବିହାରୀ ସିଂହ (ଗଣ ପରିଷଦ) ଓ ମହାନନ୍ଦ ବାହାଦୁର (ଗଣ ପରିଷଦ)
- ୧୯୫୧: ତୀର୍ଥବାସୀ ପ୍ରଧାନ (କଂଗ୍ରେସ)
ଆଧାର
[ସମ୍ପାଦନା]- ↑ "Odisha Assembly Election Result 2024: Bargarh Constituency". results.eci.gov.in. Retrieved 4 June 2024.
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
- ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ; ":0" ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।