Jump to content

ପାଟଣାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ପାଟଣାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ
ବିଧାୟକ : କନକ ବର୍ଦ୍ଧନ ସିଂହଦେଓ (ଭାଜପା) (୨୦୨୪)
ଆରକ୍ଷଣ: ସାଧାରଣ
ମତଦାତା ସଂଖ୍ୟା (୨୦୨୪): ୩,୦୨,୩୦୪
ଜିଲ୍ଲା: ବଲାଙ୍ଗୀର
ଲୋକସଭା ଆସନ: ବଲାଙ୍ଗୀର
ପଞ୍ଚାୟତ ସମିତି:
ବିଜ୍ଞାପିତ ଅଞ୍ଚଳ ପରିଷଦ:

ପାଟଣାଗଡ଼ (କ୍ରମିକ ସଂଖ୍ୟା: ୬୭) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧]
ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ପାଟଣାଗଡ଼ (ବି), ପାଟଣାଗଡ଼ ବ୍ଳକ, ଖପ୍ରାଖୋଲ ବ୍ଳକ ଓ ବେଲପଡ଼ା ବ୍ଳକ ।[୨][୩]
ଗତ ୨୦୨୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ କନକ ବର୍ଦ୍ଧନ ସିଂହ ଦେଓ ବିଜୁ ଜନତା ଦଳ ପ୍ରାର୍ଥି ସରୋଜ କୁମାର ମେହେରଙ୍କ ଠାରୁ ୧,୩୫୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ କନକ ବର୍ଦ୍ଧନ ସିଂହ ଦେଓ ବିଜୁ ଜନତା ଦଳ ପ୍ରାର୍ଥିନୀ ପ୍ରକୃତି ଦେବୀ ସିଂହଦେଓଙ୍କଠାରୁ ୧୩୬୫୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ କନକ ବର୍ଦ୍ଧନ ସିଂହ ଦେଓ, ବିଜୁ ଜନତା ଦଳ ପ୍ରାର୍ଥୀ ପୃକୃତି ଦେବୀ ସିଂହ ଦେଓଙ୍କଠାରୁ ୧୯,୩୮୨ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ

[ସମ୍ପାଦନା]
୨୦୦୯ ବିଧାନ ସଭା ନିର୍ବାଚନ, ପାଟଣାଗଡ଼ [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ଭାଜପା କନକ ବର୍ଦ୍ଧନ ସିଂହ ଦେଓ ୬୩,୯୯୬ ୪୦.୩୧ -
ବିଜଦ ପ୍ରକୃତି ଦେବୀ ସିଂହ ଦେଓ ୪୪,୬୧୪ ୨୮.୧୦ -
କଂଗ୍ରେସ ବିବେକାନନ୍ଦ ମେହେର ୩୮,୩୫୦ ୪,୫୯୩ -
ସମୃଦ୍ଧ ଓଡ଼ିଶା ବସନ୍ତ ମାଝି ୪,୫୯୩ ୪,୫୯୩ -
କୋଶଳ କ୍ରାନ୍ତି ଦଳ ବୈଦ୍ୟନାଥ ମିଶ୍ର ୨,୨୮୪ ୧.୪୪ -
ସ୍ୱାଧୀନ ମୋହନ ସୁନ୍ଦର ମେହେର ୧,୭୮୭ ୧.୧୩ -
ସ୍ୱାଧୀନ ଜୟ ସୁଦାନ ବରିହା ୧,୭୬୧ ୧.୧୧ -
ରିସୋପା ରଞ୍ଜିତ ସିଂହ ବାବୁ ୧,୩୮୪ ୦.୮୭ -
ଭୋଟ ବ୍ୟବଧାନ ୧୯,୩୮୨ ୧୨.୨୧* -
ମତଦାନ ହାର ୧,୫୮,୮୨୬ ୬୭.୪୨ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

[ସମ୍ପାଦନା]

୧୯୫୧ରୁ ୨୦୧ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:[୭] [୮][୪]

  1. "Patnagarh Assembly Election 2009, Orissa". empoweringindia.org. Archived from the original on 17 March 2014. Retrieved 11 June 2013. Constituency: Patnagarh (67) District : Bolangir
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 19382
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 108-Patnagarh Constituency of ORISSA". eci.nic.in. 2006. Retrieved 11 June 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf