ଦିବ୍ୟଶଙ୍କର ମିଶ୍ର

ଉଇକିପିଡ଼ିଆ‌ରୁ
ଦିବ୍ୟଶଙ୍କର ମିଶ୍ର
ବିଧାୟକ: ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୪ – ଏବେଯାଏଁ
ପୂର୍ବ ଅଧିକାରୀଗୋବର୍ଦ୍ଧନ ଦାଶ
ନିର୍ବାଚନ ମଣ୍ଡଳୀଜୁନାଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ (1968-07-15) ୧୫ ଜୁଲାଇ ୧୯୬୮ (ବୟସ ୫୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀ
ପ୍ରିୟଙ୍କା ଅଗସ୍ତି
(m. ୨୦୨୩)
ବାପା/ବୋଉବିଭୂତି ଭୂଷଣ ମିଶ୍ର (ବାପା)
ବୃତ୍ତିରାଜନୀତିଜ୍ଞ

ଦିବ୍ୟଶଙ୍କର ମିଶ୍ର (ଜନ୍ମ: ୧୫ ଜୁଲାଇ ୧୯୬୮) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜୁନାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୫ଶ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଦିବ୍ୟଶଙ୍କର ମିଶ୍ର ୧୯୬୮ ମସିହାର ଜୁଲାଇ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବିଭୂତି ଭୂଷଣ ମିଶ୍ର ।[୧] ଫେବୃଆରୀ ୨୦୨୩ରେ ସେ ପ୍ରିୟଙ୍କା ଅଗସ୍ତିଙ୍କୁ ବିବାହ କରିଥିଲେ ।[୨]

ରାଜନୈତିକ ଜୀବନ[ସମ୍ପାଦନା]

ଦିବ୍ୟଶଙ୍କର ମିଶ୍ର ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରୁ ସେ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Dibya Shankar Mishra". odishaassembly.nic.in. Odisha Assembly. Retrieved 9 June 2021.
  2. Samantaray, Tusar (26 February 2023). "ବିବାହ ବନ୍ଧନରେ ବାନ୍ଧିହେଲେ ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର । ପ୍ରିୟଙ୍କା ଅଗସ୍ତିଙ୍କୁ କଲେ ଦ୍ୱିତୀୟ ବିବାହ ।". Kanak News. Archived from the original on 27 February 2023. Retrieved 27 February 2023.

ବାହାର ଆଧାର[ସମ୍ପାଦନା]

  • ଉଇକିମିଡ଼ିଆ କମନ୍ସରେ Dibya Sankar Mishra-ସମ୍ପର୍କିତ ମିଡ଼ିଆ